ପାର୍କରେ ବୁଲିବେ ଖେଳିବେ ସ୍ମାର୍ଟସିଟି ପୋଷା ଜୀବଜନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ରାଜଧାନୀରେ ୬୦ରୁ ଅଧିକ ପାର୍କ ରହିଥିବାବେଳେ ଭରତପୁର ଅଞ୍ଚଳରେ ଆଉ ଏକ ସ୍ୱତନ୍ତ୍ର ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ତେବେ ଏହି ପାର୍କର ବିଶେଷତ୍ୱ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା...

ପ୍ରତିବର୍ଷ ୩୦ଲକ୍ଷ ଜୀବନ ନେଉଛି ମଦ୍ୟପାନ: ଡ଼ାକ୍ତର ଏନଏନ ରାଜୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ମୋଟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ଚେଷ୍ଟା...

ପୂଜା ପାଇବେ ୫୦ ଫୁଟ୍ ଉଚ୍ଚ ଗଣେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ହଟିବା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଧୂମଧାମରେ ହେବାକୁ ଯାଉଛି ଗଣେଶ ପୂଜା। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇସାରିଛି ପୂଜା ଆୟୋଜନ।...

ରାଜ୍ୟ ଓ ଜାତୀୟ ରାଜପଥରେ ହେଲମେଟ୍ ଯାଞ୍ଚ କଡ଼ାକଡ଼ି: ଦିନକରେ କଟିଲା ୨,୦୭୩ ଇ-ଚାଲାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ଦୁଇ ଚକିଆ ଯାନ ଆରୋହୀ କେବଳ ଭୁବନେଶ୍ଵର ସହରରେ ହେଲମେଟ୍ ପିନ୍ଧୁଥିବାବେଳେ ଜାତୀୟ କିମ୍ବା ରାଜ୍ୟ...

ରାଜଧାନୀରେ ବନ୍ୟା: ସୁନ୍ଦରପଦାରେ ଫସି ରହିଥିବା ଲୋକ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ଵର ଉପକଣ୍ଠସ୍ଥ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ଉଛୁଳା ପାଣି ପଶିଛି। ରାସ୍ତା ଉପରେ ୩...

୧୯ରେ ଆସୁଛି ଆଉ ଏକ ଲଘୁଚାପ!

ଓଡିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ...

ଓଡ଼ିଶାରେ ଟ୍ରାନ୍ସଫର୍ମେସନର ନୂଆ ଯୁଗ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶ ଆଜି ପାଳନ କରୁଛି ଆଜାଦୀକା ଅମୃତ ମହୋତ୍ସବ। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି ୭୬ ତମ ସ୍ଵାଧୀନତା ଦିବସ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ...

ଆଜାଦୀକା ଅମୃତ ମହୋତ୍ସବ: ଖାଦ୍ୟରେ ତ୍ରିରଙ୍ଗା ଝଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି ‘ଆଜାଦୀକା ଅମୃତ ମହୋତ୍ସବ’। ଏହା ଅଧୀନରେ ଆୟୋଜିତ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରର...

ବନ୍ୟା ଆଶଙ୍କା: ବିଏମସିର ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମହାନୀର ଜଳ ସ୍ତର ବଢ଼ିବା ସହ ଗୋଟି ଗୋଟି କରି ବର୍ତ୍ତମାନ ପର୍ଯ୍ୟନ୍ତ ହୀରକୁଦର ୩୦ଟି ଗେଟ ଖୋଲାଯାଇ ଜଳ...