ଭୁବନେଶ୍ୱର ବିମାନ ବନ୍ଦରରେ ଅଘଟଣ – ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଲେ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଟର୍ମିନାଲ-୧ ଏବଂ ଟର୍ମିନାଲ-୨କୁ ଲିଙ୍କ୍‌ କରିବା ପାଇଁ ନିର୍ମାଣ କରାଯାଉଥିବା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ...

‘କୃଷି ଓଡ଼ିଶା’ରେ ରାଜ୍ୟପାଳଙ୍କ ପରାମର୍ଶ: “ମାଟି ହସିଲେ ଚାଷୀ ହସିବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ ଉଦଯାପିତ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଭୁବନେଶ୍ୱର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିଲା କୃଷି ମହାକୁମ୍ଭ ମାଟିର ସୁରକ୍ଷା ଏବଂ ପ୍ରଦୂଷଣ ରୋକିବାକୁ...

‘କୃଷି ଓଡ଼ିଶା-୨୦୨୦’ – କୃଷି ଓ କୃଷକ ପାଇଁ ପ୍ରୟୋଗଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ଗୋଟିଏ ଜାଗାରେ ଏକାଠି କରିବାର ସୁଯୋଗ ଆଣିଥିଲା ‘କୃଷି ଓଡ଼ିଶା-୨୦୨୦’। ‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମ୍‌କୁ ନେଇ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ...

କୃଷି କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲିଟିଛି ମଡେଲ – ଦିଲ୍ଲୀପ ଚିନୋୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=osc_GpTFI08] ‘କୃଷି ଓଡ଼ିଶା-୨୦୨୦’ରେ ଫିକି ମହା ସଚିବ ଦିଲ୍ଲୀପ ଚିନୋୟ କହିଲେ – କୃଷି କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଗେଇଛି। ‘‘ସାରା ଦେଶରେ ଓଡ଼ିଶା ହେଉଛି ‘ଏଗ୍ରିକଲ୍‌ଚରାଲ ହବ୍‌’। ଅନ୍ୟ ରାଜ୍ୟ ପାଇଁ...

କୃଷି ଓଡ଼ିଶାର ଉଦ୍‌ଯାପନୀ ଉତ୍ସବ – ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସରିବ ପାଞ୍ଚ ଦିନ ଧରି ଚାଲିଥିବା ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୦’। ଆଜି ଉଦ୍‌ଯାପିତ ହେବ ‘କୃଷି ଓଡ଼ିଶା ୨୦୨୦’ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଓ ଟୁଇଟରରେ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ରୋଜଗାର ଆଣିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Hq1NCd-aEqY] ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଗୋଷ୍ଠୀଗତ ଚାଷକୁ ନେଇ ଚତୁର୍ଥ ଦିନରେ ଜମିଲା ‘କୃଷି ଓଡ଼ିଶା’ ପାଠଶାଳା। ‘‘ଆମ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେତେ ଅଧିକ କାର୍ଯ୍ୟକ୍ଷମ ହେବେ ସେତେ...

‘କୃଷି ଓଡ଼ିଶା’ରେ ‘ମହିଳା ଦିବସ’: “ଚାଷରେ ଦକ୍ଷତା ଦେଖାଉଛନ୍ତି ମହିଳା”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=BcNKE5UAHm4] ‘କୃଷି ଓଡ଼ିଶା’ର ଚତୁର୍ଥ ଦିନ ମହିଳା ଦିବସକୁ ନେଇ ସ୍ୱତନ୍ତ୍ର ଆଲୋଚନା ଚାଷ କାମରେ ମହିଳା ଦେଖାଉଛନ୍ତି ଦକ୍ଷତା: ମନ୍ତ୍ରୀ ଟୁକୁନି ସାହୁ ଚାଷୀଙ୍କୁ ନୂଆ ରାସ୍ତା ଦେଖାଇବ...

‘କୃଷି ଓଡ଼ିଶା’ରେ ପାଠଶାଳା – ‘‘ଫସଲ ଅମଳ ପୂର୍ବରୁ ବଜାର ଉପରେ ନଜର ରଖିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ମାରାଥନ ଆଲୋଚନା। ବଜାରର ଚାହିଦା ଉପରେ ଜ୍ଞାନ ଆହରଣ କଲେ ଚାଷୀ। ‘‘ଚାଷୀମାନେ ଫସଲ ଅମଳ କରିବା ପୂର୍ବରୁ ବଜାର ଉପରେ ନଜର ରଖିବା...

‘କୃଷି ଓଡ଼ିଶା’ରେ ‘ବ୍ୟାଙ୍କର୍ସ’ ମିଟ୍‌ – ‘‘ବ୍ୟାଙ୍କମାନଙ୍କର ସହଯୋଗ ବିନା କୃଷିର ବିକାଶ ଅସମ୍ଭବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା ୨୦୨୦’ର ତୃତୀୟ ଦିନରେ ‘ବ୍ୟାଙ୍କର୍ସ’ ମିଟ୍‌ ଯୋଗଦେଲେ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଚାଷୀଙ୍କୁ ସହଜରେ କୃଷି ଋଣ ଦେବା ଉପରେ ସରକାର...

କୃଷି ପାଇଁ ପ୍ରତି ବ୍ଲକରେ ହେବ ସ୍ୱତନ୍ତ୍ର ବୈଠକ: ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ଦିନ ‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ...