ଆଜିଠୁ ଗଡ଼ିବ ଭୁବନେଶ୍ୱରରୁ ନୟାଗଡ଼କୁ ଟ୍ରେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ୍‌ ମଧ୍ୟରେ ଗଡ଼ିବ ସେବା ସର୍ଭିସ୍‌ ଏକ୍ସପ୍ରେସ୍‌। ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ...

ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହେଲା ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁରକ୍ଷିତ ଗାଡ଼ି ଚାଳନା ନିମନ୍ତେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଜୁ ଯୁବ ବାହିନୀ’ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’ ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ଏଜି ଛକରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ...

ସିଡିଏମ୍‌ଓ ନିଲମ୍ବନକୁ ନେଇ ତେଜିଲା ରାଜନୀତି, ବିଜେପି ବନ୍ଦ କଲା ସୁନ୍ଦରଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି। ଏହାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରିଥିଲା। ଏହି ବନ୍ଦକୁ ସୁନ୍ଦରଗଡ଼ ବାସିନ୍ଦା ବି ସମର୍ଥନ କରିଥିଲେ।...

ଓଡ଼ିଶାକୁ ନୂଆ ପରିଚୟ ଦେଇଛି ସ୍ପୋର୍ଟସ୍‌ ଟୁରିଜିମ୍‌ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଉଦଘାଟିତ ହେଲା ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ୨୦ ତାରିଖ ଯାଏଁ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର ଭାଗ ନେଇଛନ୍ତି ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍...

ସରକାର କିମ୍ବା ନେତା ଦେଶର ଭାଗ୍ୟ ବଦଳାଇ ପାରିବେ ନାହିଁ – ମୋହନ ଭାଗବତ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ଆମେ ରାଷ୍ଟ୍ର ଏବଂ ଜାତିକୁ ସମାନ ଭାବେ ଦେଖିଥାଉ। ପୂରା ସମାଜକୁ ସଙ୍ଗଠିତ କରିବା ହେଉଛି ଆର୍‌ଏସ୍‌ଏସ୍‌ର କାମ’’, ଏହା...

ଭୁବନେଶ୍ୱରରେ ହେବ ଅଟୋ ବେ’

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଅଟୋ ଚାଳକ ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ବସ୍‌ ଭଳି ଅଟୋ ପାଇଁ ବିଭିନ୍ନ ଛକ ଓ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ ...

ଅକ୍ଟୋବର ୧୫ରୁ ଗଡ଼ିବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୧୫ ଅପରାହ୍‌ଣ ୨ଟାରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍‌। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଏହି ଟ୍ରେନ୍‌ଟି ନିୟମିତ ଭାବେ ଭୁବନେଶ୍ୱରରୁ ନୟାଗଡ଼ ଚଳାଚଳ କରିବ। ୧୮୪୨୩ ଟ୍ରେନ୍‌ ନମ୍ବର...

‘ଓଡ଼ିଶୀ ଆସର’ – ଶ୍ୟାମାମଣି ଦେବୀଙ୍କ କଣ୍ଠରେ ‘ଘେନ ମୋର ବିନୟ ବାଣୀଟି’

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=IZcPT-VBH5A ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ‘ଓଡ଼ିଶୀ ଆସର’। ଓଡ଼ିଶୀ ସଙ୍ଗୀତ ଏକ ଅନନ୍ୟ ଧାରା ଏବଂ ଏହା ଭାରତୀୟ ସଙ୍ଗୀତ ପରମ୍ପରାର ଏକ...

ତେଜିଲା ‘ଆବାସ’ କଳି – ରାଜଭବନ ଆଗରେ ବିଜେପିର ଧାରଣା, ମନ୍ତ୍ରୀ କହିଲେ ଓଡ଼ିଶାକୁ ମିଳୁନି ହକ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ତେଜିଲା ଆବାସ କଳି। ପ୍ରଧାନମନ୍ତ୍ରୀ ଆବାସରେ ଚଞ୍ଚକତା ଅଭିଯୋଗ ଆଣି ବିଜେପି ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଜବାବ ଦେଇଛନ୍ତି। କେନ୍ଦ୍ର...

ଫଟୋରେ ଫଟୋରେ ମା’ଙ୍କୁ ବିଦାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...