କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଶନିବାର ଦିନ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୟରାମ ପାଙ୍ଗୀ ଦଳରେ ଯୋଗ ଦେଇଛନ୍ତି। ଏହି...

ପାରାଦୀପ: ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ମାମଲା, ତନାଘନା କରୁଛି ଏନସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ସରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ବେଆଇନ ନିଶା ଦ୍ରବ୍ୟର ଚୋରଚାଲାଣ ଉପରୁ ପରଦା ହଟାଇବା ପାଇଁ...

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ବୋସ୍‌ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ପୂର୍ତ୍ତି ଉତ୍ସବ ଲାଗି ପ୍ରସ୍ତୁତି...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): କଟକସ୍ଥିତ ବୋସ୍‌ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍‌ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ।...

ଜାନୁଆରି ୨ରୁ ୧୨ ଯାଏଁ ଯୁକ୍ତ ୨ ପ୍ରାକ୍ଟିକାଲ, ଫେବୃଆରି ୧୬ରୁ ଥିଓରି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାନୁଆରି ୨ ତାରିଖରୁ ଆରମ୍ଭ ହେଉଛି ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା। ଯୁକ୍ତ ୨ ବିଜ୍ଞାନ, କଳା ଓ ବଣିଜ୍ୟ ବିଭାଗର ବିଭିନ୍ନ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।...

“ବର୍ତ୍ତମାନ ସମୟରେ ଭିନ୍ନକ୍ଷମମାନଙ୍କୁ ସ୍ଵାବଲମ୍ବୀ କରାଇବାର ଆବଶ୍ୟକତା ରହିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସାମାରୋହ ଉଦଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମାବେଶକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ...

ଆସ ବୁଲିଯିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/embed/q0Ju6BO8XMw ଅନନ୍ୟ ଆମ ଜନଜାତି ଜୀବନ। ସମୃଦ୍ଧ ଜନଜାତି ସଂସ୍କୃତି। ନିଆରା ଏହି ଜନଜାତି ପରମ୍ପରା। ଏସବୁ ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ସେଇ ଜନଜାତି ଜୀବନକୁ ଗୋଟିଏ ଛାତ...

ଉତ୍କଳ ବିଶ୍ଵବିଦ୍ୟାଳୟକୁ ‘ଏ ପ୍ଲସ’ ଗ୍ରେଡ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ‘ଏ ପ୍ଲସ’ ଗ୍ରେଡ ମାନ୍ୟତା। ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳ...

ଭୁବନେଶ୍ଵରରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪ ଜଣ ଓଡ଼ିଆ ଶ୍ରମିକ ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରମିକମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓମ୍ବାଡସିର ୨୭ତମ ‘ବୋର୍ଡ ଅଫ୍‌ ଡାଇରେକ୍ଟର୍ସ’ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୭ତମ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ...