ଦୀପାବଳି ସମୟରେ ପ୍ରଦୂଷଣ ଚିନ୍ତା: ବାଣ ଫୁଟାଇବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କଲା ମାର୍ଗଦର୍ଶିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବଡ଼ ବଡ଼ ସହରରେ ବଢ଼ୁଥିବା ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଦୀପାବଳିରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଯାଇ ବିଭିନ୍ନ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ‘ଶିକ୍ଷା ସାଧନ କେନ୍ଦ୍ର’ର ଲୋକାର୍ପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ରିଡିଙ୍ଗ ପଡ୍ ଓ ଅତ୍ୟାଧୁନିକ ଏଆର୍/ଭିଆର୍ ବ୍ୟବସ୍ଥା ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ...

ପୁରୀ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ଦାବିରେ ସାରା ରାଜ୍ୟରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ଏବଂ ରତ୍ନ ଭଣ୍ଡାରର ମରାମତି କରିବା ଦାବିରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଗୁରୁବାର ଦିନ ସଂକୀର୍ତ୍ତନ ସତ୍ୟାଗ୍ରହ ହେଉଛି। ରାଜ୍ୟର ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିରରେ...

ଭୁବନେଶ୍ଵର ଜନତା ମଇଦାନଠାରେ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଜନତା ମଇଦାନଠାରେ ଗୁରୁବାର ଦିନଠାରୁ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ଗଛ ଚାରାରେ ପାଣି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ...

ଭୁବନେଶ୍ଵରରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ – ବିଶ୍ୱ ଦେଖିବ ଓଡ଼ିଶାର ସଫଳ ମାଣ୍ଡିଆ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଷ୍ଟିଶସ୍ୟ ଉତ୍ପାଦନ ଏବଂ ଏହାର ଚାଷ ପ୍ରୋତ୍ସାହନ ଦିଗରେ ନୂଆ ପରିଚୟ ହାସଲ କରିଛି ଓଡ଼ିଶା। ଓଡ଼ିଶାର ସଫଳ ମାଣ୍ଡିଆ ଯାତ୍ରା ଏବେ ବିଶ୍ଵ ଦେଖିବ। ପ୍ରଥମଥର ଓଡ଼ିଶାରେ ଆୟୋଜିତ ହେଉଛି ମିଲେଟ୍ସ...

ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ରାଜନେତା ମହେଶ୍ଵର ମହାନ୍ତିଙ୍କ ପରଲୋକ ଘଟିଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ରହିବା ପରେ ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ। ସୋମବାରଠାରୁ ଜୟପୁରକୁ ଦ୍ଵିତୀୟ ଏହି ବିମାନସେବା ଆରମ୍ଭ ହୋଇଛି। ଇଣ୍ଡିଆ ୱାନ ଏୟାରଲାଇନ୍ସ ପକ୍ଷରୁ ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର...

ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଗିରଫ ହେଲେ ସିନେ ପ୍ରଯୋଜକ ଟୁଟୁ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଶନିବାର ଦିନ ଥାନାକୁ ଆଣି ପଚରାଉଚରା କରିବା ପରେ ଟୁଟୁ ନାୟକଙ୍କୁ...

ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୁବପିଢ଼ିଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ବଡ଼ ଭୂମିକା ନେଉଛି - ମନୋଜ ସିହ୍ନା ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ...

କିଟ୍‍-ଟିବିଆଇକୁ ମିଳିଲା ‘ଇନକ୍ୟୁବେଟର ଅଫ୍‍ ଦି ଇୟର୍‍-୨୦୨୩’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଇନୋଭେଟିଭ୍‍ ହବ୍‍ କିଟ୍‍-ଟିବିଆଇକୁ ଇନକ୍ୟୁବେଟର ଅଫ୍‍ ଦି ଇୟର୍‍ ୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି। ଟେକ୍ନୋଲୋଜି ଇନକ୍ୟୁବେସନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ମିଳିଛି।...