ୟୁ-ଟର୍ନ ବେଳେ ପଛରୁ ପିଟିଲା କାର୍, ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ନିକଟରେ ଏକ ସ୍କୁଟି ଓ କାର ମଧ୍ୟରେ ହୋଇଛି ଧକ୍କା। ଏଥିରେ ଉଭୟ ସ୍କୁଟି ଚାଳକ ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ...

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳିରୁ ଜନସମ୍ପର୍କ...

ଆରମ୍ଭ ହେଲା ପିତୃପକ୍ଷ, ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ଚଳଚଞ୍ଚଳ ବିନ୍ଦୁସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ ପିତୃପକ୍ଷ ଅବସରରେ ବିନ୍ଦୁସାଗର କୂଳରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯାଇଛି ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣପକ୍ଷ ତଥା ଅପରପକ୍ଷର ଶେଷ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପକ୍ଷ ଲାଗିରହିବ। ପରମ୍ପରା ଅନୁସାରେ...

ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା: ଖବର ଦେଇଥିବା ଆଟେଣ୍ଡାଣ୍ଟ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଟେଣ୍ଡାଣ୍ଟଙ୍କୁ ବୁଧବାର ଦିନ ନିଲମ୍ବିତ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦାୟିତ୍ଵରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ...

ଭୁବନେଶ୍ଵରରେ ଖୋଲିଲା ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ନୂଆ କ୍ଲିନିକ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ଵରରେ ଖୋଲିଲା ‘ଟ୍ରୁ ଟୋନ ସ୍ପିଚ୍ ଆଣ୍ଡ ହିୟରିଂ କେୟାର’ର ଆଉ ଏକ ନୂଆ କ୍ଲିନିକ୍। ସହିଦ ନଗରଠାରେ ଥିବା ଏହି କ୍ଲିନିକକୁ ମଙ୍ଗଳବାର ଦିନ ଲୋଇସିଂହା ବିଧାୟକ ଡକ୍ଟର...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ମାହାଙ୍ଗା...

ରାଜଧାନୀରେ ରଙ୍ଗ୍ ରୁଟ ଡ୍ରାଇଭିଂ, ଜବତ ହେଲା ଶତାଧିକ ବାଇକ

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ। ପୋଲିସ ନଜରରେ ପଡ଼ିଲେ ଜବତ ହେବ ଆପଣଙ୍କ ଗାଡ଼ି। ଏନେଇ ଟ୍ରାଫିକ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଡ୍ରାଇଭ...

ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ କନକ୍ଲେଭ ‘ଜେମ୍ପ୍ଲିଫାଇ ୨୦୨୩’ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ବାର୍ଷିକ ମିଡିଆ କନକ୍ଲେଭ ‘ଜେମ୍ପ୍ଲିଫାଇ ୨୦୨୩’। 'ନ୍ୟାଭିଗେଟିଂ ନ୍ୟାରେଟିଭସ୍: ଦି ଆର୍ଟ ଅଫ ସ୍କ୍ରିନପ୍ଲେ ରାଇଟିଂ ଆଣ୍ଡ ଡାଇରେକ୍ସନ'...

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ, ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ  

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ ବିପର୍ଯ୍ୟୟ...