ବାହାନଗା ଟ୍ରେନ ଟ୍ରାଜେଡି: ଏବେ ସୁଦ୍ଧା ଚିହ୍ନଟ ହୋଇନି ୪୧ ଯାତ୍ରୀଙ୍କ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଦେଢ଼ ମାସ ପରେ ବି ୪୧ ଜଣ ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ଏହି ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୫୪...

ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ...

ଭୁବନେଶ୍ଵର ଜୟଦେବ ଭବନରେ ‘ହେ ଚକାନୟନ’ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭିଜିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ 'ହେ ଚକାନୟନ', 'ମୁଁ ଯେ ଦେଉଳ ବେଢ଼ା ଦୀପ', 'ମୁଁ ପାଣି ହେଲେ ତୁ ଚନ୍ଦନ' ଆଦି ଶ୍ରୀଜଗନ୍ନାଥଙ୍କ ଭକ୍ତି ରସରେ ଭକ୍ତିମୟ ହୋଇଯାଇଥିଲା  ଭୁବନେଶ୍ଵରର ଜୟଦେବ ଭବନ ପ୍ରେକ୍ଷାଳୟ। ଶାନ୍ତିଲତା...
AIIMS-Bhubaneswar OPD

ଏମ୍ସ ଭୁବନେଶ୍ଵରରେ ୭୭୫ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜୁଲାଇ ୩୦ ଶେଷ ତାରିଖ 

ଓଡ଼ିଶାଲାଇଭ୍ ବ୍ୟୁରୋ   ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭୁବନେଶ୍ଵରେ ଅନେକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି। ଏଠାରେ ବିଭିନ୍ନ ବିଭାଗରେ ଖାଲି...

ୟୁନିଟ-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ, ଗେଟରେ ତାଲାପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ୟୁନିଟ-୯ ବାଳିକା ହାଇସ୍କୁଲର ସେହି ଅଞ୍ଚଳର ହାଇସ୍କୁଲ ସହ ମିଶ୍ରଣ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ। ସୋମବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀମାନେ ପାଠପଢ଼ା...

ମାର୍କେଟ୍‌ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ, ଉଠାଦୋକାନୀଙ୍କ ବିରୋଧରେ ଧାରଣା ଦେବେ ସ୍ଥାୟୀ ବ୍ୟବସାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହୋଇଛି। ମାର୍କେଟ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ଘୋଷଣା କରିଛି। ମାର୍କେଟ ବିଲ୍ଡିଂରେ...

ନନ୍ଦନକାନନକୁ ଆସିବେ ହୁଲୁକ୍‌ ଗିବନ୍‌ ଓ ଚିତାବିରାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବାକୁ ଯାଉଛି ୨ଟି ଚିତାବିରାଡ଼ି ଓ ୨ଟି ବାନର ପ୍ରଜାତିର ହୁଲୁକ୍‌ ଗିବନ୍‌। ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଏମାନଙ୍କୁ ଅଣାଯିବ। ଏହାବଦଳର ସେଠାକୁ...

ରାଜ୍ୟରେ ବିଦ୍ୟୁତ ବିଭ୍ରାଟ ପରେ ଚେତିଲା ‘ଓଇଆରସି’, ଟାଟା ପାୱାର କରିଥିବା ଖର୍ଚ୍ଚର ଅଡିଟ୍ ପାଇଁ ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଦ୍ୟୁତ ସେବା ଯୋଗାଉଥିବା ଟାଟା ପାୱାରର ଖର୍ଚ୍ଚ ବାବଦରେ ଅଡିଟ୍ କରାଯିବ। ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଥିବା ପ୍ରାୟ ୧୯୦୦ କୋଟି ଟଙ୍କାର...

ବିଭିନ୍ନ ଯୋଜନାରେ ଉପକୃତ କିଶୋରୀଙ୍କଠାରୁ ଟେଲିଫୋନରେ ମତାମତ ନେବ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟରେ କିଶୋରୀମାନଙ୍କ ସହ ସପ୍ତାହକୁ ଥରେ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାକୁ ଯୋଜନା କରାଯାଇଛି। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ...

ଆଜି କୁଆଖାଇ ନଦୀରୁ ଆଉ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଦିନ ୪ ସାଙ୍ଗ ବୁଡ଼ି ଯାଇଥିଲେ। ମଙ୍ଗବାର ଦୁଇଜଣଙ୍କୁ ମୃତ...