ଆନ୍ଦୋଳନରୁ ଓହରିଲା ହାଇକୋର୍ଟ ବାର୍ ଆସୋସିଏସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ ଆଜି ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୪ ତାରିଖରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗେଦେବେ। ଦୀର୍ଘ ୧୮ ଦିନ ଧରି ବାର୍ କୋର୍ଟ କାର୍ଯ୍ୟରୁ...
ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା – ବର୍ଷକୁ ଆସିବ ୯୦ ଲକ୍ଷ ଟଙ୍କାର ଅନୁଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା। ଏନେଇ ଶୁକ୍ରବାର ଓଡ଼ିଶା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ତେବେ ମାନ୍ୟତା ମିଳିବା ପରେ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା...
ଉଈ ହୁଙ୍କାରେ ଅଣ୍ଡା ଭୋଗ କରି ନାଗ ଚତୁର୍ଥୀ ପାଳନ କରନ୍ତି ତେଲୁଗୁ ସମ୍ପ୍ରଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ତେଲୁଗୁ ସଂପ୍ରଦାୟ ଲୋକ ପାଳିଲେ ନାଗଲୁ ଚଉତି।
କଟକରେ ତେଲୁଗୁ ସଂପ୍ରଦାୟର ଲୋକ ଗୁରୁବାର ନାଗଚତୁର୍ଥୀ ବା ନାଗଲୁ ଚଉତି ପାଳନ କରିଛନ୍ତି। ଶହ ଶହ ସଂଖ୍ୟାରେ ମହିଳାମାନେ ଆସି ଉଈ ହୁଙ୍କାରେ...
ସୁରତରେ ଟି ଟ୍ୱେଣ୍ଟି ଖେଳିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜରାଟର ସୁରତରେ ହେବାକୁ ଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଟି ଟ୍ୱେଣ୍ଟି ଗ୍ରୁପ ‘ଇ’ ର ପ୍ରଥମ ଚାରୋଟି ମ୍ୟାଚ ପାଇଁ ୧୫ ଜଣିଆ ଓଡ଼ିଶା ଟିମ୍ ଘୋଷିତ ହୋଇଛି। ଗୋବିନ୍ଦ...
ନଭେମ୍ବର ୬ରୁ କଟକରେ ଆନ୍ତଃଜିଲ୍ଲା ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍। ନଭେମ୍ବର ୬ରୁ କଟକର ଜବାହାରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ଚାମ୍ପିଅନସିପ୍ ଖେଳାଯିବ।
ଏହି ଚାମ୍ପିଅନସିପ ନଭେମ୍ବର ୪...
ନିଜ ଅଭିଯୋଗରେ ନିଜେ ଫସିଲେ ମାର୍କେଟିଂ ମ୍ୟାନେଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଦ୍ ଅଭିଯୋଗକାରୀ ହିଁ ଅଭିଯୁକ୍ତ। ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଲା ଅଭିଯୁକ୍ତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲାରେ। ଜଣେ ବ୍ୟକ୍ତି ୧୮ ଲକ୍ଷ ଟଙ୍କା ଲୁଟ୍...
ମା’ କାଳୀଙ୍କୁ ମେଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଚାଲିଛି କାଳିପୂଜା ଭସାଣ। ଶୋଭାଯାତ୍ରାରେ ମୁଖ୍ୟ ରାସ୍ତାରେ ମାଆ। ଦେବୀଗଡ଼ାରେ ବିସର୍ଜିତ ହେବ ୭୦ରୁ ଅଧିକ ମେଢ଼।
କଟକ ସହରରେ ଆଜି ମାଆ କାଳୀଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସହରର...
କଟକ ଭିଜିଲାନ୍ସ ଅଫିସରେ ପାଳନ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଭିଜିଲାନ୍ସ ଅଫିସ୍ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ କରାଯାଇଛି। ଭିଜିଲାନ୍ସ ଅଫିସର ନିର୍ଦ୍ଦେଶକ ତଥା ବରିଷ୍ଠ ଆଇପିଏସ ଅଧିକାରୀ ଡକ୍ଟର ଦେବାଶିଷ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ...
କଟକରେ ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’ କାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ଶ୍ୟାମାକାଳୀଙ୍କ ପୂଜା। ୨୦ରୁ ଅଧିକ ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦି ମେଢ଼ ଶୋଭା ପାଉଛି।
ଐତିହାସିକ କଟକ ସହରରେ ଏବେ ଚାଲିଛି ଶ୍ୟାମାକାଳୀ...
କଟକ ବାଲିଯାତ୍ରା – ଷ୍ଟଲ ନେବାକୁ ବେପାରୀ ନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାଲିଯାତ୍ରାରେ ଷ୍ଟଲ ବିକ୍ରି ହେଉନାହିଁ। ଏବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ ଭଡ଼ା ଅତ୍ୟଧିକ ବଢ଼ାଇବା ସହ ବ୍ୟବସାୟୀମାନଙ୍କୁ ସ୍ପୋନ୍ସର୍ସିପ୍ ନେବା ପାଇଁ ବାଧ୍ୟ କରାଯାଉଛି। ଏହା ଫଳରେ ବ୍ୟବସାୟୀ...





















