ଆଠ ଦିନ ହେଲା ନିଖୋଜ ଥିଲେ, ଦେବୀ ନଦୀ ଘାଟରୁ ମିଳିଲା ଦେବବ୍ରତଙ୍କ ଗଳିତ ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କାଠଯୋଡି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ସନ୍ଧାନକୁ ନେଇ କିଛି ଦିନ ଧରି ଚାଲିଥିବା ଘଣ୍ଟାଚକଟାର ଆଜି ଅବସାନ ଘଟିଛି। ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା...
ହାଇକୋର୍ଟ ଇତିହାସରେ ପ୍ରଥମ – ବସିଲା ଫୁଲ୍ ବେଞ୍ଚ୍, ୬୮ଟି ବାର୍ ଆସୋସିଏସନକୁ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇନଜୀବୀଙ୍କ ଆନ୍ଦୋଳନ ନେଇ ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ।
କଟକ: ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ଜଣ ବିଚାରପତିଙ୍କୁ ନେଇ ଆଜି...
ନଭେମ୍ବର ୧୨ରୁ କଟକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ନଭେମ୍ବର ୧୨ରୁ ଆରମ୍ଭ ହେବ କଟକ ବାଲିଯାତ୍ରା। ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି।
କଟକ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି...
୨୪ ଘଣ୍ଟାରେ କଟକରେ ଦୁଇଟି ଏନ୍କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟା ଭିତରେ ଦୁଇଟି ଏନ୍କାଉଣ୍ଟର କରିଛି। ରବିବାର କୁଖ୍ୟାତ ଜିତୁକୁ ଏନକାଉଣ୍ଟର କରିବାର ଗୋଟିଏ ଦିନ ନପୂରୁଣୁ ଆଜି ତାର ସହଯୋଗୀ ଢେଙ୍କାନାଳ କଙ୍କଡ଼ାହାଡ଼ର...
କଟକ ବଡ଼ ମେଡିକାଲ – ଏଣିକି ଡିସ୍ଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ, ଦସ୍ତଖତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ସିବିରେ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ଏଣିକି ଡିସ୍ଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ ଓ ଦସ୍ତଖତ।
କଟକ ବଡ଼ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ମେଡିକାଲରେ...
ଏସ୍ସିବି ମେଡିକାଲରେ ଅଭାବନୀୟ ଘଟଣା – ଚତୁର୍ଥ ମହଲାରୁ ପଡ଼ି ବୃଦ୍ଧଙ୍କ ଜୀବନ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଏସ୍ସିବି ମେଡିକାଲ ମେଡିସିନ୍ ବିଭାଗ ତଥା ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅସହାୟ ବୃଦ୍ଧ ରୋଗୀ ୪ ମହଲାରୁ ଖସି ପ୍ରାଣ ହରାଇଛନ୍ତି। ଏହି...
ମାଣିଆବନ୍ଧ ହେବ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ‘କ୍ରାଫ୍ଟ ଓ ୱେଭର୍ ଭିଲେଜ୍’ ମାନ୍ୟତା ପ୍ରଦାନ କରାଯିବ। ଏନେଇ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟରୁ କଟକ ଜିଲ୍ଲାପାଳଙ୍କୁ...
୪୨ ହାବିଲଦାରଙ୍କୁ ଡ୍ରିଲ୍ ସବ୍ଇନ୍ସପେକ୍ଟର ଭାବେ ପଦୋନ୍ନତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା ପୋଲିସ୍ ସିଲେକ୍ସନ୍ ବୋର୍ଡର ଅନୁମୋଦନକ୍ରମେ ରାଜ୍ୟ ପୋଲିସ୍ ବାହିନୀରେ କାର୍ଯ୍ୟରତ ଥିବା ୪୨ ଜଣ ହାବିଲଦାର ମେଜରଙ୍କୁ ପଦୋନ୍ନତି ମିଳିଛି। ସମ୍ପୃକ୍ତ କର୍ମଚାରୀମାନେ ଡ୍ରିଲ୍ ସବ୍ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି...
ଦଶହରା ଭସାଣି ଶେଷ – କଟକ ଦେବୀଗଡ଼ାରେ ଗଡ଼ିଲେ ୧୨୮ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହର ବୁଲିଲା ଗଙ୍ଗାମନ୍ଦିର ଚାନ୍ଦିମେଢ଼।
କଟକ: ଦଶହରା ଭସାଣି ଗୁରୁବାର ରାତିରେ ଶେଷ ହୋଇଛି। ମୋଟ୍ ୧୨୮ଟି ପ୍ରତିମା ଦେବୀଗଡ଼ାରେ ବିସର୍ଜିତ ହୋଇଛନ୍ତି। ଆଜି ଶେଷ ତଥା ତୃତୀୟ ଦିନରେ ୯ଟି...
ବାରବାଟୀ ଷ୍ଟାଡିୟମରୁ ଫେରିଯିବ ମ୍ୟାଚ୍! ଅନିଶ୍ଚିତତାରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫନି କ୍ଷୟକ୍ଷତିରୁ ମୁକୁଳିପାରୁନି ଷ୍ଟାଡିୟମ୍
କେବଳ ଫ୍ଲଡଲାଇଟ୍ ସଜାଡିବାକୁ ଲାଗିବ ମାସେ
କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ କ୍ରିକେଟ...




















