ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣକୁ ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ ପାର୍ବଣର ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ। ବିଲଠାରୁ ନଦୀ ପଠା ସବୁଠି ଏବେ ଖିଲିଖିଲି ହସୁଛି ଧୋବ ଫରଫର କାଶତଣ୍ଡୀ। ସତେ ଯେମିତି...

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲାକୁ ନେଇ ତେଜୁଛି ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ। ଗୁରୁବାର ଦିନ ବିଜେପି ପକ୍ଷରୁ ସୁନ୍ଦରଗଡ଼ ବନ୍ଦ କରାଯାଇଥିବାବେଳେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ...

ଓଡ଼ିଶାରୁ ୨ରୁ ୩ ଦିନ ମଧ୍ୟରେ ବିଦାୟ ନେବ ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରୁ ଫେରିଯିବ ମୌସୁମୀ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହାପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିବା ସହ...

କ୍ୟାପିଟାଲ ହସ୍ପିଟାଲରେ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ବଦଳ ଅଭିଯୋଗ ଆସିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ। ଜନ୍ମ ହେବା ମାତ୍ରେ ରଖାଯିବ ଶିଶୁର ଫୁଟପ୍ରିଣ୍ଟ। କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ବୈଠକ ମୌସୁମୀର ଲେଉଟାଣି ଅର୍ଥାତ୍ ଅକ୍ଟୋବର ମାସରେ ସାଧାରଣତଃ ଓଡ଼ିଶାକୁ ବାତ୍ୟା ଆସିବାର ସମ୍ଭାବନା ରହିଥାଏ। ସେଥିପାଇଁ...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା: ପୁଅ ନୁହେଁ ଝିଅ ହୋଇଥିବା ଡିଏନଏ ରିପୋର୍ଟରୁ ସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣାର ସତ୍ୟାସତ୍ୟ। ପୁଅ ନୁହେଁ ଝିଅ ଜନ୍ମ ହୋଇଥିଲା। ଗୁରୁବାର ଦିନ ଆସିଥିବା ଡିଏନଏ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଗତ ସେପ୍ଟେମ୍ବର ୨୬...

ଏଥର ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ମେଲୋଡିରେ ମସଗୁଲ ହେବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଜମିବ ଦୁର୍ଗାପୂଜା। କାରଣ ରାତି ୧୨ଟା ଯାଏଁ ଚାଲିବ ମେଲୋଡି କାର୍ଯ୍ୟକ୍ରମ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହା ପୂର୍ବରୁ ପାର୍ବଣରେ ମେଲୋଡି ପାଇଁ...

ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ମାମଲା: ଆଜି...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାକୁ ଲାଗିଛି। ଗୋଟିଏ ଅଞ୍ଚଳର ଦୁଇ ଦୁଇ ଜଣ ମହିଳା ଅଧିକାରୀଙ୍କର ସନ୍ଦେହଜନକ ଭାବେ...
VIMSAR

ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର-ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୀମସାରରେ କୌଣସି ଏକ କାରଣକୁ କେନ୍ଦ୍ର କରି ଜଣେ ପିଜି ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ...

ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଗୁରୁବାର ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି...