ଓଡ଼ିଶା ପାଇଁ ନୂଆ ସମ୍ଭାବନା ନେଇ ଆସୁଛି ଷ୍ଟାର୍ଟଅପ୍ – ଦେବାଶିଷ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=d3SuysOasb0] ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.o’ ଅବସରରେ ଓଡ଼ିଶାରେ ଷ୍ଟାର୍ଟଅପର ନୂଆ ସମ୍ଭାବନା, ସଫଳତା ଏବଂ ନିବେଶ ଆଦି ବିଷୟରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ...

ବିଧାନସଭାରୁ ହଟିଲା କୋଭିଡ କଟକଣା, ପ୍ରେସ୍ ଗ୍ୟାଲେରୀକୁ ଯାଇପାରିବେ ସାମ୍ବାଦିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ ହଟିଲା କୋଭିଡ କଟକଣା । ଆସନ୍ତା ୨୪ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ବିଧାୟକମାନେ ନିଜ ନିଜ ଆସନରେ ବସିବେ ।...

ସଫଳତା ପାଇଁ ଆଶିଷଙ୍କ 4H ଫର୍ମୁଲା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=iJUNbRgRJFw] ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ...

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ପ୍ରଦର୍ଶିତ ହେବ ‘ଦମନ’

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ସନ୍ଧ୍ୟା ୫ଟାରେ ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦମନ’ ଲୋକସେବା ଭବନର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଟିକୁ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଦେଖିବେ। ଭାଷା ସାହିତ୍ୟ...

ମହିଳାମାନଙ୍କୁ ତାଙ୍କ ଅଧିକାର ବିଷୟରେ ଅବଗତ କରିବା ଦିଗରେ କାମ କରିବି – ଆଦ୍ୟାଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୨୧ର ଟପ୍ପର ହୋଇଛନ୍ତି ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର। ପ୍ରଥମ ଚେଷ୍ଟାରେ ହିଁ ଓଜେଏସ୍ ପରୀକ୍ଷାରେ ଆଦ୍ୟାଶାଙ୍କୁ ମିଳିଛି ଏହି ସଫଳତା। ଓଜେଏସ୍ ପରୀକ୍ଷାରେ ସଫଳ...

ପଦ୍ମପୁର ଉପନିର୍ବାଚନ: ବିଜେପି ପାଇଁ ପ୍ରଚାର କରିବେ ୪ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସାରିବା ପରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଜନତା ପାର୍ଟି ନିଜର ୪୦ ଜଣିଆ ଷ୍ଟାର ପ୍ରଚରକମାନଙ୍କ...

ମେକ୍ ଇନ୍ ଓଡ଼ିଶା ୨୦୧୮: ସ୍ଵତନ୍ତ୍ର ମହିଳା ଉଦ୍ୟୋଗୀ ଅଧିବେଶନରେ ଶୁଣନ୍ତୁ କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ମହିଳାମାନଙ୍କ ବିନା କୌଣସି ଦେଶ ବା ରାଜ୍ୟର ବିକାଶ ହୋଇପାରିନି। ଯେଉଁ ଦେଶ ବା ରାଜ୍ୟର ମହିଳାମାନେ ଯେତେ...

ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ସୁନ୍ଦରଗଡ଼ର ‘ଦେଓଧର’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦର ପ୍ରାକୃତିକ ପରିବେଶ, ସୁନ୍ଦର ସଂସ୍କୃତି ଓ ସୁନ୍ଦରତାର ସମାହାର ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ଦେଓଧର’ର ଅପରୂପ ସୌନ୍ଦର୍ଜ୍ୟ। ସୁନ୍ଦରଗଡ଼ ସଦର...

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ...