ପାର୍ବଣରେ ଚାନ୍ଦା ମାଗୁଥିଲେ ସାବଧାନ, ନଜର ରଖିଛି କମିଶନରେଟ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ବଣ ଋତୁରେ ଚାନ୍ଦା ନାଁରେ ଲୋକଙ୍କୁ ଧମକ୍ ଚମକ୍ ଦେଇ ଟଙ୍କା ଆଦାୟ କରୁଥିଲେ ହୋଇଯାଆନ୍ତୁ ସାବଧାନ।
କିଛି ଅସାମାଜିକ ବ୍ୟକ୍ତି ପାର୍ବଣ ଋତୁରେ ଚାନ୍ଦା ଆଳରେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା...
ସିଲଭର ସିଟି ଇତିହାସରେ ନୂଆ ଅଧ୍ୟାୟ: ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ କଟକ ନେତାଜୀ ବସ୍...
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଲଭର ସିଟି କଟକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ।
ଲୋକାର୍ପିତ ହେଲା କଟକ ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ। ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍...
ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଦିନ ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ। ଖାନନଗରସ୍ଥିତ ଏହି ନୂତନ ବସ୍ ଟର୍ମିନାଲକୁ ଅପରାହ୍ଣ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ...
ଆସନ୍ତାକାଲି କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୧୬ ତାରିଖ, ଶନିବାର ଦିନ କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ। ଖାନନଗରସ୍ଥିତ ଏହି ନୂତନ ବସ୍ ଟର୍ମିନାଲକୁ ଅପରାହ୍ଣ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବିଧାନସଭା ମୌସୁମୀ ଅଧିବେଶନ: କମିଶନରେଟ ପୋଲିସର ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା
ସେପ୍ଟେମ୍ୱର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ...
ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ବୈଠକ
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ
ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ମଞ୍ଜୁର...
ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ, ବିଶ୍ୱସ୍ତରୀୟ ତାଲିମ ନେଇ ବାହାରିଲେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୨-୨୩ ବ୍ୟାଚର ୬ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ...
ନାଟ୍ୟ ସଂସ୍ଥା କାନମାସ ପକ୍ଷରୁ ଭୁବନେଶ୍ଵରରେ ଡ୍ରାମା ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ର ନୂଆ ଶାଖା
ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ହେବ ଉଦଘାଟନ
ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂରେ ୬ ମାସିଆ ସାର୍ଟିଫିକେଟ୍ କୋର୍ସର ସୁଯୋଗ...
ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ, ଚିଠି ଲେଖିଲା କମିଶନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଥିବା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି। ସୋମବାର ଦିନ କମିଶନରେଟ ପୋଲିସ ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିବାବେଳେ ମଙ୍ଗଳବାର...
ରାଜଧାନୀରେ ଅଣାୟତ ଡେଙ୍ଗୁ ସ୍ଥିତି, ଚିନ୍ତାରେ ସହରବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଗତ ୮ ଦିନରେ ୬ଶହରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। ସଙ୍ଗୀନ ହେଲାଣି ପରିସ୍ଥିତି। ଘରେ ଘରେ ଚିହ୍ନଟ ହେଲେଣି ଡେଙ୍ଗୁ ଆକ୍ରାନ୍ତ। ଗତ ୮...





















