ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ସମର୍ଥକମାନଙ୍କ ସହ ଇଲେକ୍ସନ କନଭେନରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପିପିଲି ଉପନିର୍ବାଚନ...

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଜନିତ ସଟ୍‌ଡାଉନ ବେଳେ କଟକ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...

ଜଗା ଦର୍ଶନରେ ଲାଗିଲା କଟକଣା – ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗା ଦର୍ଶନରେ ଲାଗିଲା କଟକଣା। ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ ଜରିଆରେ...

ସଟଡାଉନ୍ ବେଳେ ଭୁବନେଶ୍ଵରରେ ଅର୍ଡର କରିପାରିବେ ମାଛ, ମାଂସ ଓ ଅଣ୍ଡା – ବିଏମ୍‌ସି ଜାରି କଲା ହୋମ୍‌...

ଓଡ଼ିଶାଲାଇଭ୍ ବ୍ୟୁରୋ ସଟଡାଉନ୍ ବେଳେ ରାଜଧାନୀ ଭୁବନେଶ୍ଵରରେ ଘରେ ଘରେ ପହଞ୍ଚିପାରିବ ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ସାମଗ୍ରୀ। ଚିଲିକା ଫ୍ରେସ୍‌ ମାଧ୍ୟମରେ ମାଛ, ଓପୋଲଫେଡ୍‌ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା...

କୋଭିଡ୍ ସମୟରେ ବରିଷ୍ଠ ନାଗରିକଙ୍କ ଘରେ ଜରୁରୀ ସେବା ପହଞ୍ଚାଉଛି ‘ସେନ୍‌ସିକେୟାର’ : ଷ୍ଟାର୍ଟଅପ୍ ପ୍ରତିଷ୍ଠାତା

ଅଭିପ୍‌ସା ବରାଳ କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ ହାତପାହାନ୍ତାରେ ବିଭିନ୍ନ ପ୍ରକାରର ସେବା ଯୋଗାଉଥିବା ‘ସେନ୍‌ସିକେୟାର’ ଷ୍ଟାର୍ଟଅପ୍ କମ୍ପାନିର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ରଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। କୋଭିଡ୍ ମହାମାରୀ ସମୟରେ ସବୁଠାରୁ...

ମେ’ ୧୬କୁ ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ପିପିଲି ଉପନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖକୁ ପରିବର୍ତ୍ତନ କରାଯାଇଛି। ମେ' ୧୩ ପରିବର୍ତ୍ତେ ମେ' ୧୬ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ହେବ। ସେହିପରି ମେ' ୧୯ ତାରିଖରେ ଭୋଟ୍ ଗଣତି...

ସମ୍ପର୍କୀୟଙ୍କୁ ମିଳିବ ରୋଗୀଙ୍କ ସୂଚନା – ଭୁବନେଶ୍ୱରର ୪ କୋଭିଡ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ...

ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା – ମନ୍ତ୍ରୀ କହିଲେ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ୍ ହେବାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟ ସମାନ ଦାବି ରହିଛି, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଉ। ଏନେଇ...

ବନ୍ଦ ସତ୍ତ୍ୱେ ଭୁବନେଶ୍ୱର ରାମ ମନ୍ଦିରରେ ଜମିଲା ଭିଡ଼ – ଶ୍ରଦ୍ଧାଳୁଙ୍କୁ ଘଉଡ଼ାଇଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ପ୍ରବଳ ଭିଡ଼ ଜମିଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ କରିଥିଲା କମିସନରେଟ ପୋଲିସ। ଭୁବନେଶ୍ୱରରେ କରୋନା ସଂକ୍ରମଣର...
covid testing centers-2

ଭୁବନେଶ୍ୱରରେ କୋଭିଡ ଟେଷ୍ଟ କରିବାକୁ କେଉଁଠିକି ଯିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ରାଜ୍ୟରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ସେଣ୍ଟର...