ତେଲ ଦର ବୃଦ୍ଧି ପ୍ରତିବାଦରେ ମୋଦିଙ୍କ ପୋଷ୍ଟର ଚିରିଲା କଂଗ୍ରେସ – ସାଇକେଲରେ ବିଧାନସଭା ଆସିଲେ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ଦର ବୃଦ୍ଧିକୁ ନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ମଙ୍ଗଳବାର ସାଇକେଲ ଚଳାଇ ସିଧା ବିଧାନସଭାରେ ପହଞ୍ଚିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି, ଅଧିରାଜ ପାଣିଗ୍ରାଣୀ, ସୁରେଶ...
ନିର୍ବାଚନ ପୂର୍ବରୁ ପିପିଲିକୁ ୭୦ କୋଟି ଭେଟି – ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକ ସହିତ ପିପିଲି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ...
ବିଏମସିର ନୂଆ ଯୋଜନା – କେହି ଭୋକିଲା ରହିବେନି କି ଖାଦ୍ୟ ନଷ୍ଟ ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଏଣିକି କେହି ଭୋକିଲା ରହିବେ ନାହିଁ କି ରନ୍ଧା ଖାଦ୍ୟ ନଷ୍ଟ ହେବ ନାହିଁ। ବିଏମ୍ସିର ନୂଆ ଯୋଜନା ଅନୁସାରେ ବଳକା ଖାଦ୍ୟକୁ ଭୋକିଲା ଲୋକଙ୍କୁ...
୨୦୨୧-୨୨ ରାଜ୍ୟ ବଜେଟ୍ – କୃଷି ପାଇଁ ୧୭,୪୬୮ କୋଟି ବ୍ୟୟବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସୋମବାର ଅପରାହ୍ଣ ୪.୩୦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଉପସ୍ଥାପନା କରାଯାଇଛି। ‘ନାଭା’...
୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ଦାବିରେ ଅନଶନ କରିବେ ଯାତ୍ରା କଳାକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ସୋମବାରଠୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ଆମରଣ ଅନଶନ କରିବ ଯାତ୍ରା ସଂଘ।
ଆସନ୍ତା...
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ – କରୋନା ଟିକାକରଣରେ କାହାକୁ ଦିଆଯିବ ପ୍ରାଥମିକତା, ନିଷ୍ପତ୍ତି ନେବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟିକା ପ୍ରଦାନ କ୍ଷେତ୍ରରେ କେଉଁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯିବ, ସେନେଇ କେବଳ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାପାଇଁ ହାଇକୋର୍ଟରେ ଏକ...
୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ରାଜ୍ୟର ୧୧ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...
ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ପ୍ରସ୍ତୁତି – ଏଥର ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ରାତି ୧୦ ଟା ସୁଦ୍ଧା ବାବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ। ଏନେଇ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ...
ବିଧାନସଭା ବଜେଟ୍ ଅଧିବେଶନ – ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଗୃହରେ ହଙ୍ଗାମା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଚାଷୀ ଓ ଧାନମଣ୍ଡି ସମସ୍ୟାକୁ...
ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ପାଇଁ ଶୁଳ୍କ ଲାଗିବ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ଏଣିକି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ...





















