‘ମୋ ଖତ’ – ଜୈବିକ ସାର ବିକ୍ରି କରିବାକୁ ବିଏମସିର ନୂଆ ପଦକ୍ଷେପ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଭୁବନେଶ୍ୱରରେ ମିଳିବ ଜୈବିକ ଖତ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 'ମୋ ଖତ' ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର ଏହି...

ନାଲକୋର ସଂପ୍ରସାରଣ ପାଇଁ ବିନିଯୋଗ ହେବ ୩୦ ହଜାର କୋଟି – କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌(ନାଲ୍‌କୋ)ର ସଂପ୍ରସାରଣ ପାଇଁ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଏହା କମ୍ପାନିର ସ୍ଥିରତା ଏବଂ ବଜାର...

ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଇବର ଠକେଇ ରୋକିବାକୁ କମିସନରେଟ୍ ପୋଲିସ ଆରମ୍ଭ କଲା ହେଲ୍ପ ଡେସ୍କ। ଲୋକମାନେ ଏଣିକି ୭୪୪୦୦୦୬୭୦୯ ନମ୍ବରକୁ ଫୋନ କରି ସାଇବର ଠକେଇ ବିରୋଧରେ ତୁରନ୍ତ ଅଭିଯୋଗ କରିପାରିବେ ବୋଲି ଗୁରୁବାର...

ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଏବେ ଶୀତର ପ୍ରକୋପ ବଢ଼ିଛି। ଅସହ୍ୟ ଶୀତରେ ଥରୁଛି ଓଡ଼ିଶା। ଏହି ହାଡ଼ଭଙ୍ଗା ଶୀତରେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି ଅନେକ ଅସହାୟ ଲୋକ ଓ ଭିକାରି।...

ଭୁବନେଶ୍ୱରରେ ଏବେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ପହିଲାରୁ ହେଲମେଟ ନିୟମ କଡ଼ାକଡ଼ି ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ ଦେଖାଯାଉଛି। ଏବେ ଗାଡ଼ି ଚାଳକଙ୍କ ସମେତ ପଛରେ ବସିଥିବା ଯାତ୍ରୀମାନେ ମଧ୍ୟ ହେଲମେଟ...

ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ନୁହେଁ : ବିଏମସି କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବିନା କରୋନା ପରୀକ୍ଷାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇପାରିବ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ମନ୍ଦିରକୁ ପ୍ରବେଶ ବେଳେ ସ୍କ୍ରିଂନି କରାଯାଇ ଭକ୍ତମାନଙ୍କୁ ଦର୍ଶନ...

ନକଲି ସାମଗ୍ରୀ କବ୍‌ଜାରୁ ହଟୁନି କଟକ – ଘିଅ, ମସଲା, ପନିର ପରେ ଏବେ ନକଲି ଚା’ପତି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ସଦର ଅଞ୍ଚଳରୁ ନକଲି ଚା'ପତି କାରଖାନା ଠାବ। କଟକରେ ନକଲି ସାମଗ୍ରୀ କାରବାର ଶେଷ ହେବାର ନାଁ ଧରୁନି। ମସଲା, ସିମେଣ୍ଟ, ଘିଅ, ସୋୟାବିନ୍, ସସ୍, ପନିର ଆଦି ପରେ ଏବେ...

ମାହାଙ୍ଗା ହତ୍ୟା ଘଟଣା – ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଟକ ଥିବା ୪ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଏବଂ ଲଳିତ...

ସବୁ ଜିଲ୍ଲାରେ ଖୋଲିଲାଣି ଧର୍ମାନୁଷ୍ଠାନ, କଟକରେ କେବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିଗଲାଣି। କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କଲେଣି। କିନ୍ତୁ କଟକ ଜିଲ୍ଲାରେ ଏଯାଏଁ କୌଣସି ବି...

ଲୋ-ରିସ୍କ କୋଠା ନିର୍ମାଣ ପାଇଁ ଦରକାର ନାହିଁ ବିଡିଏ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀବାସୀଙ୍କୁ ନୂଆ ବର୍ଷରେ ନୂଆ ଉପହାର ଦେଇଛି ବିଡିଏ। ଏଣିକି ଭୁବନେଶ୍ୱରରେ ଲୋ-ରିସ୍କ କୋଠା ଗଢ଼ିବା ପାଇଁ କୌଣସି ମଞ୍ଜୁରିର ଆବଶ୍ୟକତା ପଡ଼ିବ ନାହିଁ। ନାଗରିକମାନେ ବିଡିଏର ଅଫିସିଆଲ୍ ୱେବସାଇଟକୁ ଯାଇ...