ସୈନିକ ସ୍କୁଲରେ ନାମଲେଖା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୈନିକ ସ୍କୁଲରେ ନାମଲେଖା ପାଇଁ ଘୁଞ୍ଚିଲା ଆବେଦନ ତାରିଖ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ ମିଳିବ...
ଆସ କିଏ ଖାଇବ କଟକ ଚାଉଳିଆଗଞ୍ଜର ‘ଥ୍ରୀ ଇନ୍ ଓ୍ଵାନ୍ ବରା’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଥ୍ରୀ ଇନ୍ ଓ୍ଵାନ୍ ବରା ଖାଇବାକୁ ଛୁଟି ଆସୁଛନ୍ତି ଗ୍ରାହକ।
(କଟକରୁ ବିଶ୍ଵଜିତ ସାହୁ): ଚଟପଟି ଛଣାଛଣି ଖାଇବା କଥା କହିଲେ ବରା ନାଁଟି ଆପେ ଆପେ ମୁହଁକୁ ଚାଲିଆସେ। ଜଳଖିଆ...
ଘରୋଇ ସ୍କୁଲର ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ – ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଅଭିଭାବକ ସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରୋଇ ସ୍କୁଲର ଚଢ଼ା ଫି' ଆଦାୟ ପ୍ରତିବାଦ କରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନ ଘେରାଉ ହୋଇଛି। ଓଡ଼ିଶା ଅବିଭାବକ ଆସୋସିଏସନ ଫୋରମର ସଦସ୍ୟମାନେ ଘଣ୍ଟ, ହୁଳୁହୁଳି ପକାଇ...
ରାଉରକେଲା ESIC ମଡେଲ ହସ୍ପିଟାଲରେ ନିଯୁକ୍ତି ସୁଯୋଗ, ଡିସେମ୍ଵର ୧୮ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାର ESIC ମଡେଲ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୧୮ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ ଏବଂ...
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ଆଶା, ଜାନୁଆରି ୩ରୁ ସାଧାରଣ ଦର୍ଶନକୁ ମିଳିପାରେ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ୍ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର
ପ୍ରଥମେ ପୁରୀବାସୀଙ୍କୁ ମିଳିବ ଦର୍ଶନ
ଜାନୁଆରି ୧ ଓ ୨ ଦର୍ଶନ ବନ୍ଦ
ଜାନୁଆରି ୩ରେ ସାଧାରଣ ଭକ୍ତଙ୍କୁ ଦର୍ଶନ ସୁବିଧା
୬୫ ବର୍ଷରୁ ଅଧିକ,...
ଚୋରା ବନ୍ଧୁକ କାରବାର ଘଟଣା – ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିସନରେଟ୍ ପୋଲିସ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରେ ଥାଇ ମଧ୍ୟ ଚୋରା ବନ୍ଧୁକ କାରବାର ଚଳାଇଥିବା ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେଇପାରେ କମିସନରେଟ୍ ପୋଲିସ। ବନ୍ଧୁକ ଚୋରା ଚାଲାଣ ନେଇ ପୋଲିସ ତାଙ୍କୁ ଅଧିକ ପଚରାଉଚୁରା କରିବ ବୋଲି...
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ପ୍ରତିଯୋଗିତା – ରାଉରକେଲା ମହାନଗର ନିଗମ ପକ୍ଷରୁ ୨୬ କୃତି ପ୍ରତିଯୋଗୀ ହେଲେ ପୁରସ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ନିମନ୍ତେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଗୁରୁବାର ନିଗମର କାଉନସିଲ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୨୬ ଜଣ...
ସୈନିକ ସ୍କୁଲରେ ନାମଲେଖା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୈନିକ ସ୍କୁଲରେ ନାମଲେଖା ପାଇଁ ଘୁଞ୍ଚିଲା ଆବେଦନ ତାରିଖ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୧୮ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ ମିଳିବ...
ପଢୁଆଁ ହେବେ ମହାପ୍ରଭୁ – ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଉଛି ଅଷ୍ଟମୀ ଭାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିର ଯାଉଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି,...
ପୁରୀ ହାଜତ ମୃତ୍ୟୁ ଘଟଣା – ବଦଳିଲେ ବାସେଳୀସାହି ଥାନା ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବାସେଳୀ ସାହି ଥାନା ଅଧିକାରୀ ଜିବାନନ୍ଦ ଜେନାଙ୍କ ବଦଳି। ରବିବାର ଜିବାନନ୍ଦଙ୍କୁ ବାସେଳୀ ସାହି ପୋଲିସ ଷ୍ଟେସନରୁ ପୁରୀ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଞ୍ଜୀବ...




















