କରୋନା ରିପୋର୍ଟ ନେଗେଟିଭ୍ – କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ପଟ୍ଟାପୋଲ ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏହି ଅଞ୍ଚଳର ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ କଣ୍ଟେନମେଣ୍ଟ ଉଠାଇବାକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। କଟକ ପଟ୍ଟାପୋଲ ଅଞ୍ଚଳରୁ...

କରୋନା ପ୍ରଭାବ – ରାଜଧାନୀ ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ଏଥର ବନ୍ଦ ହେବ ରାଜଧାନୀ ପ୍ରତିଷ୍ଠା ଦିବସ। ରବିବାର ଏନେଇ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ତରଫରୁ ସୂଚନା ଦିଆଯାଇଛି। କରୋନା ପାଇଁ ଏବେ ଓଡ଼ିଶାଠାରୁ ଆରମ୍ଭ କରି...

‘ଓଲା’ ଗାଡ଼ିକୁ ମିଳିଲା ଲକଡାଉନ୍ ପାସ୍ – କଟକ ଓ ଭୁବନେଶ୍ୱରରେ କରିପାରିବ ଚଳାଚଳ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନ୍ ସମୟରେ ଏଣିକି ଟୁଇନ୍ ସିଟିରେ ଚଳାଚଳ କରିପାରିବ ‘ଓଲା’ ଗାଡ଼ି। ଏଥିପାଇଁ କମିସନରେଟ୍ ପୋଲିସ୍ ରବିବାର ୧୦୦ଟି ଗାଡ଼ିକୁ ପାସ୍ ବଣ୍ଟନ କରିଛି। ଉଭୟ କଟକ ଓ ଭୁବନେଶ୍ୱର ମଧ୍ୟରେ...

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=2bxjfE753zQ]ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଶନିବାର ରାତିରେ ଚିହ୍ନଟ ହୋଇଥିବା ଚାରି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ରାଜ୍ୟ ସରକାର...

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ ଅଧିକ କରୋନା ପ୍ରବଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଲା। ତା’ ପରଠାରୁ କ୍ରମାଗତ ଭାବେ କରୋନା ପଜିଟିଭ କେସ୍‌ ବଢି ଚାଲିଲା। ଯଦିଓ ଗତ ତିନି ଦିନ ମଧ୍ୟରେ...

ଭୁବନେଶ୍ୱରରୁ ଚାଞ୍ଚଲ୍ୟକର ଖବର – କରୋନା କବଳରେ ଦୁଇ ଶିଶୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ୱରରୁ କରୋନା ସମ୍ପର୍କିତ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଶିଶୁକନ୍ୟା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ଯୁବକ...

ବ୍ରହ୍ମପୁର MKCG ମେଡିକାଲ କଲେଜରେ ହେବ କରୋନା ଟେଷ୍ଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଏଣିକି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ହେବ କରୋନା ଟେଷ୍ଟ। ଦିଲ୍ଲୀ ICMR ଏଥିପାଇଁ ଅନୁମତି ପ୍ରଦାନ କରିସାରିଛି। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଟୁଇଟ୍...

କାକଟପୁର: ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସର ଛାନଭିନ୍ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ପୁରୀ ଜିଲ୍ଲା କାକଟପୁର ଥାନ ଅନ୍ତର୍ଗତ ନାସିକେଶ୍ୱର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଗାଁ’ର ରାଜେଶ କୁମାର...

ପୋଲିସକୁ ହାଇକୋର୍ଟଙ୍କ କରୋନା କୋରଡ଼ା – କହିଲେ, ‘‘ଲକ୍‌ଡାଉନ୍‌ ବେଳେ ମାନବିକତାର ସହ କାମ କର’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିକତା ଦେଖାଇବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ। ପୋଲିସକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଲକ୍‌ଡାଉନ୍‌ ବେଳେ ଜବତ ଗାଡ଼ି ଫେରାଅ ଜରିମାନା ନୁହେଁ, ଅଣ୍ଡରଟେକିଂ ଲେଖି...

ମାସ୍କ ନପିନ୍ଧିଲେ ଜରିମାନା – ପ୍ରଥମ ତିନି ଥର ପାଇଁ ୨୦୦ ଲେଖାଏଁ, ପରେ ଦେବାକୁ ପଡ଼ିବ ୫୦୦...

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ରାଜ୍ୟରେ ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରିବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ପ୍ରଥମ ତିନି ଥର ଆଇନ୍‌ ଉଲ୍ଲଂଘନ କଲେ...