ମାର୍କେଟ ବିଲ୍ଡିଂରେ ଗୁଣ୍ଡାରାଜ ଘଟଣା – ଆଉ ଜଣେ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଗୋପୀନାଥ ନାୟକ ଓରଫ ଗୋପୀ। ଅଭିଯୁକ୍ତ ଗିରଫ ନେଇ ଟୁଇଟ କରି...
ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ – ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ।
ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏହିଦିନ କେତେବେଳେ...
କ୍ୟାବିନେଟ୍ରେ ନିଷ୍ପତ୍ତି – ଚାକିରି କାଳ ଭିତରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରର ଜଣଙ୍କୁ ‘ଗ୍ରୁପ୍-ଡି’ରେ ମିଳିବ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ କଲେ ରାଜ୍ୟ ସରକାର।
ସରକାରୀ ଚାକିରିଆ ପରିବାରଙ୍କ ପାଇଁ ଖୁସି ଖବର। କାର୍ଯ୍ୟକାଳ ଭିତରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ...
ବିଏମ୍ସିର ବକେୟା ଟିକସ ଆଦାୟ କଲେ କିନ୍ନର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=1iPEVuG2l0Q] ବିଏମ୍ସିର ବକେୟା ପାଣି ଓ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କଲେ କିନ୍ନର। କିନ୍ନରମାନଙ୍କୁ ନେଇ ଗଠିତ ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଟିକସ ଆଦାୟ କରିଛି। ପ୍ରଥମ ଦିନରେ...
ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ, ଥାନାରେ ଏତଲା ଦେଲା କଳିଙ୍ଗ ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡଗିରିରେ ପୁଣି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ଯାତ୍ରା ପାର୍ଟି। ଶୁକ୍ରବାର ଏହାକୁ ବିରୋଧ କରି କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।
କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି ଯେ...
ରଙ୍ଗ ରୁଟ୍ରେ ବାଇକ ଚଳାଇ ହଟହଟା – ସିଜ୍ ହେଲା ୮୦ ବାଇକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗରୁଟ୍ରେ ବାଇକ୍ ଚଳାଇ ଦିନକରେ ୮୦ଟି ବାଇକ ଜବତ କରିଛି କମିସନରେଟ୍ ପୋଲିସ।
ରଙ୍ଗରୁଟ୍ରେ ବାଇକ୍ ଚଳାଇ ହେଲେ ହିନସ୍ତା। ଦିନକରେ ୮୦ଟି ବାଇକ ଜବତ କରିଛି କମିସନରେଟ୍ ପୋଲିସ। ଗୋଟିଏ ଦିନରେ...
କୋରୋନା ପାଇଁ ଏସ୍ସିବି କେତେ ପ୍ରସ୍ତୁତ – ଭିତ୍ତିଭୂମି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କଟକ ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଚିକିତ୍ସା ସୁବିଧା ଅଛି କି ନାହିଁ ସେ ସମ୍ପର୍କରେ ଗୁରୁବାର...
କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଶାର ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଅଫର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ଘରୋଇ ଟୁର୍ ଅପରେଟର ସଂଘ ପକ୍ଷରୁ ଭୁବନେଶ୍ୱରରେ ରୋଡ୍ ସୋ’
ଓଡ଼ିଶା ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଅଫର
ହୋଟେଲରେ ମିଳିବ ୩୦ ପ୍ରତିଶତ ରିହାତି
ଟୁର୍ ଅପରେଟର ଦେବେ...
ରଙ୍ଗ ସାଇଡ୍ ଗାଡ଼ି ଚାଳକଙ୍କୁ ସାବାଡ୍ କଲା ପୋଲିସ୍, ଜବତ ହେଲା ୬୯ଟି ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗ ସାଇଡ୍ ଗାଡ଼ି ଚାଳକଙ୍କୁ ସାବାଡ୍ କଲା ପୋଲିସ୍। ଗୁରୁବାର ରାସ୍ତାର ବିପରୀତ ଦିଗରେ ବେଆଇନ୍ ଭାବେ ଗାଡ଼ି ଚଲାଉଥିବା ୬୯ଟି ଗାଡ଼ି ଚାଳକଙ୍କୁ କାବୁ କରି ସେମାନଙ୍କ ଗାଡ଼ି ଜବତ...
କୋରୋନା ପରେ ଏବେ ସ୍ୱାଇନ୍ ଫ୍ଲୁ ଆତଙ୍କ: ଏସ୍ସିବିରେ ପ୍ରଥମ ରୋଗୀ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ୍ ପରେ ଏବେ ସ୍ଵାଇନ୍ ଫ୍ଲୁ ଭୟ। ଚଳିତବର୍ଷ କଟକ ଏସ୍ସିବିରେ ପ୍ରଥମ ସ୍ଵାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ଏହି ରୋଗୀ ଜଣକଙ୍କର ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି।...





















