ଆଜିଠୁ ଗଡ଼ିବ ଭୁବନେଶ୍ୱରରୁ ନୟାଗଡ଼କୁ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ୍ ମଧ୍ୟରେ ଗଡ଼ିବ ସେବା ସର୍ଭିସ୍ ଏକ୍ସପ୍ରେସ୍। ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ...
ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହେଲା ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁରକ୍ଷିତ ଗାଡ଼ି ଚାଳନା ନିମନ୍ତେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଜୁ ଯୁବ ବାହିନୀ’ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’ ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ଏଜି ଛକରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ...
୨୪ ଘଣ୍ଟାରେ କଟକରେ ଦୁଇଟି ଏନ୍କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟା ଭିତରେ ଦୁଇଟି ଏନ୍କାଉଣ୍ଟର କରିଛି। ରବିବାର କୁଖ୍ୟାତ ଜିତୁକୁ ଏନକାଉଣ୍ଟର କରିବାର ଗୋଟିଏ ଦିନ ନପୂରୁଣୁ ଆଜି ତାର ସହଯୋଗୀ ଢେଙ୍କାନାଳ କଙ୍କଡ଼ାହାଡ଼ର...
ସିଡିଏମ୍ଓ ନିଲମ୍ବନକୁ ନେଇ ତେଜିଲା ରାଜନୀତି, ବିଜେପି ବନ୍ଦ କଲା ସୁନ୍ଦରଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ସିଡିଏମ୍ଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି। ଏହାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରିଥିଲା। ଏହି ବନ୍ଦକୁ ସୁନ୍ଦରଗଡ଼ ବାସିନ୍ଦା ବି ସମର୍ଥନ କରିଥିଲେ।...
ଓଡ଼ିଶାକୁ ନୂଆ ପରିଚୟ ଦେଇଛି ସ୍ପୋର୍ଟସ୍ ଟୁରିଜିମ୍ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଉଦଘାଟିତ ହେଲା ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ।
୨୦ ତାରିଖ ଯାଏଁ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର
ଭାଗ ନେଇଛନ୍ତି ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍...
ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥାନର ସମ୍ପ୍ରସାରଣ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବିମାନ ସେବା ସ୍ଥାନର ସମ୍ପ୍ରସାରଣ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଚଉଡ଼ା କରାଯିବ। ପିଡବ୍ଲୁଡି ପକ୍ଷରୁ ବର୍ତ୍ତମାନର ୯୦୦ ମିଟର ଓସାରକୁ...
କଟକ ବଡ଼ ମେଡିକାଲ – ଏଣିକି ଡିସ୍ଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ, ଦସ୍ତଖତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ସିବିରେ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ଏଣିକି ଡିସ୍ଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ ଓ ଦସ୍ତଖତ।
କଟକ ବଡ଼ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ମେଡିକାଲରେ...
ସରକାର କିମ୍ବା ନେତା ଦେଶର ଭାଗ୍ୟ ବଦଳାଇ ପାରିବେ ନାହିଁ – ମୋହନ ଭାଗବତ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ଆମେ ରାଷ୍ଟ୍ର ଏବଂ ଜାତିକୁ ସମାନ ଭାବେ ଦେଖିଥାଉ। ପୂରା ସମାଜକୁ ସଙ୍ଗଠିତ କରିବା ହେଉଛି ଆର୍ଏସ୍ଏସ୍ର କାମ’’, ଏହା...
ଏସ୍ସିବି ମେଡିକାଲରେ ଅଭାବନୀୟ ଘଟଣା – ଚତୁର୍ଥ ମହଲାରୁ ପଡ଼ି ବୃଦ୍ଧଙ୍କ ଜୀବନ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଏସ୍ସିବି ମେଡିକାଲ ମେଡିସିନ୍ ବିଭାଗ ତଥା ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅସହାୟ ବୃଦ୍ଧ ରୋଗୀ ୪ ମହଲାରୁ ଖସି ପ୍ରାଣ ହରାଇଛନ୍ତି। ଏହି...
ଭୁବନେଶ୍ୱରରେ ହେବ ଅଟୋ ବେ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଅଟୋ ଚାଳକ ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ବସ୍ ଭଳି ଅଟୋ ପାଇଁ ବିଭିନ୍ନ ଛକ ଓ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ ...




















