ରାତିକ ଭିତରେ ବଦଳିଲା ବୟାନ: ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା କହିଲେ “ମୁଁ ମାନସିକ ରୋଗୀ”

ଓଡ଼ିଶାଲାଇଭ୍ ବ୍ୟୁରୋ ରାତିକ ଭିତରେ ବଦଳିଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡାଙ୍କ ବୟାନ। ଗତକାଲି, ମେ’ ୬ ତାରିଖରେ ସଂଜୟ ପଣ୍ଡା ପୁରୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ...

ଏମାର ମଠର ଖନନ ସ୍ଥାନରେ ଚାଲିଛି ଜିପିଆର ସର୍ଭେ

ଓଡ଼ିଶାଲାଇଭ୍ ବ୍ୟୁରୋ ଏମାର ମଠର ଖନନ ସ୍ଥାନରେ ଚାଲିଛି ଜିପିଆର ସର୍ଭେ। ଏଥିପାଇଁ ଲାଗିଛନ୍ତି ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ। ତିନୋଟି ମେସିନ ବ୍ୟବହାର କରି ଚାଲିଛି ସର୍ଭେ କାର୍ଯ୍ୟ।...

ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା: ୧୫ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହେବା ନେଇ ଆକଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। କୋଭିଡ ସ୍ଥିତି ସୁଧୁରି କଟକଣା ହଟିବା ପରେ ଚଳିତ ରଥଯାତ୍ରାରେ ସାମିଲ ହେବାକୁ ଶ୍ରଦ୍ଧାଳୁଙ୍କୁ...

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପ ରେଖ। ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ମୁଣ୍ଡଟେକିବା ସହ ଏହାକୁ ନେଇ ରାଜନୀତି ଘନେଇବାରେ ଲାଗିଛି। ଏହି ପ୍ରକଳ୍ପକୁ ନେଇ...

ରଥଖଳାରେ ଚାଲିଛି ବଡ଼ଠାକୁରଙ୍କ ରଥ ନିର୍ମାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ ହେବା ପରେ ଏବେ ଶ୍ରୀନଅର ନିକଟରେ ଥିବା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ। ଚଳଚଞ୍ଚଳ ହୋଇପଡ଼ିଛି...

ଟୁଇନ୍ ସିଟିର ନୂଆ ଡିସିପି: ଭୁବନେଶ୍ୱରରେ ପ୍ରତୀକ ସିଂ, କଟକରେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି...

ପୁରୀରେ ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି...

ଏଣିକି ୨୯ରୁ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପଶ୍ଚିମଦ୍ଵାର ଦେଇ ମଧ୍ୟ ଭକ୍ତମାନେ ପ୍ରବେଶ କରି ବଡ଼ ଠାକୁରଙ୍କୁ ଦର୍ଶନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି...

ସୁଆଣ୍ଡୋରେ ଭି କେ ପାଣ୍ଡିଆନ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶମୂଳକ କାମ ବୁଲି ଦେଖିଛନ୍ତି। ପାଣ୍ଡିଆନ ଗୋପବନ୍ଧୁଙ୍କ ଘରକୁ ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଉଦ୍‌ଘାଟନ ପରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ...