jagannath

ଭକ୍ତଙ୍କ ପାଇଁ ଖୁସି ଖବର – ଖୁବଶୀଘ୍ର ଅନଲାଇନରେ ହୋଇପାରେ ମହାପ୍ରଭୁଙ୍କ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୁବଶୀଘ୍ର  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ଭକ୍ତ। ଭାବୁଛନ୍ତି କରୋନା ସମୟରେ ଏହା କିପରି ସମ୍ଭବ? ତେବେ ଏହା ଅନଲାଇନ ମାଧ୍ୟମରେ ସମ୍ଭବ। ଶ୍ରୀମନ୍ଦିରରେ ଅନଲାଇନ ଦର୍ଶନ ପାଇଁ ବିଚାରବିମର୍ଶ ଚାଲିଛି।...

ପୁରୀରେ ନୂଆ ପ୍ରୟାସ – କରୋନା ସଚେତନତା ପାଇଁ ନିୟୋଜିତ ହେବେ ସ୍ୱେଚ୍ଛାସେବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ପୁରୀରେ କରୋନା ନିୟନ୍ତ୍ରଣ ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି। ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ...

କରୋନା ପାଇଁ ଅସ୍ତରଙ୍ଗ ବଜାର ସଟଡାଉନ

ଓଡିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଟଡାଉନ ଜାରି ରହିଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ପୁରୀ...

ଶେଷ ହେଲା ନୀଳାଦ୍ରି ବିଜେ – ରତ୍ନସିଂହାସନରେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। କରୋନା କଟକଣା ଥିବାରୁ ଆଜି ସବୁ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ଗୋଟି...

ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ ବିଦ୍ୟାପତି...

କରୋନାମୁକ୍ତ ହେବ ବାହୁଡ଼ା ଯାତ୍ରା – ଦୁଇଟି ରାଉଣ୍ଡରେ ହେବ ୬ ହଜାର କରୋନା ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ କରୋନାମୁକ୍ତ କରିବାକୁ ତତ୍ପର ହୋଇଛି ପ୍ରଶାସନ। ଏଥିପାଇଁ ଦୁଇଟି ରାଉଣ୍ଡରେ ସେବାୟତମାନଙ୍କର ମୋଟ ୬ ହଜାର କରୋନା ପରୀକ୍ଷା କରାଯିବ। ଯେଉଁ ସେବାୟତଙ୍କର କରୋନା ରିପୋର୍ଟ ପଜିଟିଭ୍...

ଗୁଣ୍ଡିଚା ମନ୍ଦିରରେ ମିଳିଲା ମହାପ୍ରଭୁଙ୍କ ଆଡ଼ପ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ଗତକାଲି ମହାପ୍ରଭୁ ରଥରୁ ଯାଇ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ତେଣୁ  ଆଜିଠୁ ମହାପ୍ରଭୁଙ୍କ ପାଖରେ ଆଡ଼ପ ଅବଢ଼ା ଭୋଗ ହୋଇଛି। କରୋନା କଟକଣା ଯୋଗୁଁ...

ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=4V_pI5TuG9c ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ।...

ପୁରୀରେ ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ – ଜଣେ ପଜିଟିଭ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଜଣେ ସେବାୟତଙ୍କ ନମୁନା ପଜିଟିଭ୍‌ ଚିହ୍ନଟ ହୋଇଛି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ସେବାୟତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ...

ରଥଯାତ୍ରା ହେଲେ ଦୁଃଖ ଦୂର ହେବ, ବିଧିରକ୍ଷା ହେଇପାରିବ – ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ଆୟୋଜନ ନେଇ ଏବେ ବି ଆଶା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବାଡ଼ଗ୍ରାହୀ। “ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉ ବୋଲି ସମସ୍ତେ ଚାହୁଁଛନ୍ତି। ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ସାଧାରଣ...