କେଶବ ରାଓ ହେଲେ ଏମସିଏଲ୍‌ର ମାନବସମ୍ବଳ ନିର୍ଦ୍ଦେଶକ          

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏମଲ୍‌)ର ନୂଆ ନିର୍ଦ୍ଦେଶକ (ପର୍ସୋନେଲ) ହେଲେ କେଶବ ରାଓ। ସେ ବୁଧବାର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଶ୍ରୀ ରାଓ ବିଏସ୍‌ଏନ୍‌ଏଲ୍‌ର ମହାପ୍ରବନ୍ଧକ...

ଆଜିଠୁ ୩ଦିନ ସମ୍ବଲପୁର ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି। ଏହି ଦାବି କରି ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠୁ ୩ଦିନିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଫଳରେ...

ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ – ତାତିଲେ ଚାଷୀ, ଗୃହ ହୁଲସ୍ତୁଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଖରିଫ୍‌ ଧାନ କିଣାରେ ରାଜ୍ୟ ସରକାର କରିଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ। ଗତ ସୋମବାରଠାରୁ ଅତାବିରା ତହସିଲ ଅଫିସ୍‌ ଘେରାଉରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ...

ବିଧାୟକଙ୍କ ଘର ଆଗରେ ଧାନ ରଖି ଧାରଣା ଦେଲେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କଲେ ଚାଷୀ। ଧାନ କିଣିବା ପାଇଁ ହୋଇଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁରର...

ଧାନକିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ, ମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାନକିଣାକୁ ନେଇ ତେଜିଲା ଚାଷୀ ଆନ୍ଦୋଳନ। ସରକାରଙ୍କ ନୂଆ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ସୋମବାର ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାର ଏଥର ଚାଷୀଙ୍କଠାରୁ ଖରିଫ୍ ଧାନ ସଂଗ୍ରହ କରିବାକୁ...

ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାତ୍ର  ତିନି ଦିନର ଅପେକ୍ଷା। ପାଳିତ ହେବ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଏଥିଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କୁ ନୂଆ ଚାଉଳ ଭୋଗ...

ଭିଏସ୍‌ଏସ୍‌ୟୁଟିରେ ରାଗିଂ –ଜୁନିଅରଙ୍କୁ ଚଡ଼ି ପିନ୍ଧି ନାଚିବାକୁ କହିଲେ ସିନିଅର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WmI54GUxOLo ୧୦ ଛାତ୍ର ପରୀକ୍ଷାରୁ ବର୍ଷେ ପାଇଁ ବାଦ୍‌ ୫୨ ଛାତ୍ରଙ୍କୁ ଜରିମାନା ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ। ଏହି ରାଗିଂ...

ହୀରାକୁଦରେ ଖୋଲିଲା ୧୬ଟି ଗେଟ

ଓଡ଼ିଶାଲାଇଭ ବ୍ୟୁରୋ ହୀରାକୁଦରେ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍‌ ଖୋଲାଯାଇଛି। ଆଜି ସକାଳୁ ବନ୍ୟା ଜଳ ନିଷ୍କାସନ ପାଇଁ ବୁର୍ଲା ପଟୁ ଗୋଟିଏ ଓ ହୀରାକୁଦ ପଟୁ ଗୋଟିଏ ଗେଟ ଖୋଲାଯାଇଥିଲା। ଏହା ପରେ...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...