ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୂଆ ଗ୍ୟାଲେରି ‘ଗୀତିଛାୟା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ସହଭାଗିତାରେ ରାଜ୍ୟ ସଂଗ୍ରାହଳୟଠାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ରେକର୍ଡିଂ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ‘ଗୀତିଛାୟା’ ଉଦ୍ଘାଟନ ହୋଇଯାଇଛି। ଏହାକୁ ସଂସ୍କୃତି ଓ...
ମିଶନ୍ ବିଜେପୁର: ‘ନାରାୟଣ’ଙ୍କୁ ମନାଇଲା ବିଜେପି, ‘ପ୍ରଭାତ’ଙ୍କ ମାନଭଞ୍ଜନ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନକୁ ବିଜେଡି ଏବଂ ବିଜେପି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ଉଭୟ ଦଳ ବଳ କଷିବା ଆରମ୍ଭ କରିଛନ୍ତି। ଏଥିପାଇଁ ଅସନ୍ତୁଷ୍ଟ...
‘ଇଣ୍ଟରଭ୍ୟୁ ଟାଇମ୍ସ’ର ପ୍ରତିଭା ପୂଜା: ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଜଣ ପ୍ରତିଭାବାନ ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବସମାଜକୁ ପ୍ରେରଣା ଦେବା ପାଇଁ 'ଇଣ୍ଟରଭ୍ୟୁ ଟାଇମ୍ସ' ପ୍ରତିଭା ପୂଜା ପରମ୍ପରାକୁ ବଜାୟ ରଖିଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଛି।
ରାଜନୀତି, କଳା, ସାହିତ୍ୟ,...
ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...
ଗାନ୍ଧିଜୟନ୍ତୀରେ ଛାତ୍ରଛାତ୍ରୀ ଦେଖିଲେ ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଡାକଟିକଟ-ଲଫାପା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଡାକ ପରିମଣ୍ଡଳ ଏକ ନିଆରା ଢଙ୍ଗରେ ପାଳନ କରିଛି ଗାନ୍ଧିଜୀଙ୍କ ୧୪୮ତମ ଜୟନ୍ତୀ। ଗାନ୍ଧିଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଡାକଟିକଟ ଓ ଲଫାପାକୁ ସିପିଏମ୍ଜି ଅଫିସ୍ରେ ପ୍ରଦର୍ଶନ କରାଯାଇଛି।...
ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧିଜୟନ୍ତୀ ଅବସରରେ ନାଲକୋ ପକ୍ଷରୁ ସୋମବାର ସକାଳେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନାଲକୋ ଛକରୁ ମହାନଦୀ ନିବାସ ଯାଏଁ ରାସ୍ତାକୁ ସଫେଇ କରାଯାଇଛି। ନାଲକୋ ସିଏମଡି...
ମା’ ଦୁର୍ଗାଙ୍କୁ ମେଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାରଦୀୟ ଦୁର୍ଗାପୂଜା ଶେଷ ହେବା ପରେ ରବିବାର ମହାମାୟୀ ମା'ଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକରେ ୬୩ ପ୍ଲାଟୁନ୍ ଏବଂ ଭୁବନେଶ୍ୱରରେ...
ବିଶାଖାପାଟଣା: ଧୁମଧାମରେ ପ୍ରବାସୀ ଓଡ଼ିଆ ପାଳିଲେ ଦଶହରା
ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ
ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଯାଇଥିଲା ବିଶାଖାପାଟଣା ସହର। ସ୍ଥାନୀୟ ଅଧିବାସୀ ଆଡ଼ମ୍ବରପୂର୍ଣ୍ଣ ଭାବେ 'ଦଶହରା' ପାଳନ କରିଥିବା ବେଳେ ପ୍ରବାସୀ ଓଡ଼ିଆ ଓ ବଙ୍ଗାଳି ପରିବାରର...
ସମଗ୍ର ରାଜ୍ୟରେ ବିଜୟା ଦଶମୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ...
ସାଂସ୍କୃତିକ ମହାମିଳନର କଥା କହେ ବାଲେଶ୍ୱର ଦଶହରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଡ଼ିଖେଳରେ ଆଖଡ଼ା ଦଳର ସଲାମି ବେଶ୍ ନିଆରା
ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ବାଲେଶ୍ୱର ସହର ଉତ୍ସବମୁଖର। ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ପାର୍ବଣ ମାହୋଲ। ସହରର ପାଖାପାଖି ୮୦ଟି ପୂଜା...