fruit salad tree-2

ଫ୍ରୁଟ୍ ସାଲାଡ୍ ଟ୍ରି: ଏହି ଗଛରେ ହୁଏ ୮ ପ୍ରକାରର ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଫଳ ହେବାର ଆମେ ସମସ୍ତେ ଦେଖିଛନ୍ତି। କିନ୍ତୁ ଗୋଟିଏ ଗଛରେ ଅଲଗା ଅଲଗା ଫଳ ଫଳିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ ଅଟେ। ତେବେ ଫ୍ରୁଟ୍ ସାଲାଡ୍...
avoid food

ଖରାଦିନେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ଖାଦ୍ୟପେୟରେ ସାମାନ୍ୟ ଆବହେଳା କଲେ ଶରୀରକୁ ବହୁ ପ୍ରକାର ରୋଗର ସାମନା କରିବାକୁ ପଡ଼େ। ଏହି ସମୟରେ କୌଣସି ଖାଦ୍ୟ ଅଧିକ ସମୟ ଯାଏଁ ସତେଜ ନରହିବାର ସମ୍ଭାବନା ଅଧିକ...
Green hops

ଦୁନିଆର ସବୁଠୁ ଦାମୀ ପରିବା, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଇବା ସାମଗ୍ରୀ ମଧ୍ୟରୁ ପନିପରିବା ସବୁଠୁ ଶସ୍ତାରେ ମିଳେ। ତେବେ ଦୁନିଆରେ ସବୁଠୁ ଦାମୀ ପରିବା ବିଷୟରେ ଜାଣନ୍ତି କି? ଯାହାର ଦାମ୍ ସାଧାରଣ ପରିବା ବା ମାଛମାଂସଠୁ ମଧ୍ୟ ବହୁ...
hypothyroid f

ହାଇପୋଥାଇରଏଡ୍ କ’ଣ? ଜାଣନ୍ତୁ କ’ଣ ଖାଇବେ, କ’ଣ ଖାଇବେନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବୟସ ସହ ବଢ଼ିଚାଲିଥାଏ ବିଭିନ୍ନ ରୋଗ ହେବାର ଆଶଙ୍କା। ସେହିପରି ଅଧିକାଂଶ ମହିଳାଙ୍କଠାରେ ଦେଖାଯାଉଥିବା ଏକ ରୋଗ ହେଉଛି ଥାଇରଏଡ୍। ଥାଇରଏଡ୍ ଯୋଗୁଁ ସୁଗାର, ହାଇ ବି.ପି, ହାଇ କୋଲେଷ୍ଟ୍ରୋଲ୍ ସହ...

ବଦଳୁଥିବା ପାଣିପାଗ ଯୋଗୁଁ ଶୁଖିଲା କାଶ ହେଉଛି କି? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବର୍ତ୍ତିତ ବାୟୁମଣ୍ଡଳ ସହ ପାଣିପାଗରେ ମଧ୍ୟ ସମୟେ ସମୟେ ହଠାତ୍ ପରିବର୍ତ୍ତନ ଆସେ। ତେବେ ଏହି ସମୟରେ ଅଧିକାଂଶ ଲୋକଙ୍କ ଦେହ ଖରାପ ହେବା ସହ ଶୁଖିଲା କାଶ ହେବାର ଦେଖାଯାଏ।...
summer

ଖରାଦିନେ ଲୁ’ ବା ହିଟ୍ ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଜାଣନ୍ତୁ କ’ଣ ରହିଛି ଘରୋଇ ଉପଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁଁ ଲୁ’ ଲାଗିବାର ଯଥେଷ୍ଟ ସମ୍ଭାବନା ଥାଏ। ଖାଦ୍ୟପେୟରେ ଅନିୟମିତତା ସହ ଅଧିକ ସମୟ ଖରାତାତିରେ ସମୟ ଅତିବାହିତ କରିବା ଦ୍ୱାରା ଲୁ’...
coconut f

ସୁନ୍ଦର କେଶଠାରୁ ଆରମ୍ଭ କରି ଚମକଦାର ତ୍ୱଚା ପର୍ଯ୍ୟନ୍ତ, ଜାଣନ୍ତୁ ନଡ଼ିଆର ଉପକାରିତା

ଓଡ଼ିଶାଲାଇଭ୍ ବ୍ୟୁରୋ ନଡ଼ିଆ ହେଉଛି ଏକ ବହୁଗୁଣର ଅଧିକାରୀବିଶିଷ୍ଟ ଫଳ। ନଡ଼ିଆ ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିବା ବେଳେ ନଡ଼ିଆ ପାଣି ତ୍ୱଚାରୁ ଦାଗ, ବ୍ରଣ ଆଦି ଦୂର କରିବାରେ ବ୍ୟବହାର...

ଓଟିଡିସିର ନୂଆ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ – ଜୁନ୍ ୨୭ ପୂର୍ବରୁ କରନ୍ତୁ ରେଜିଷ୍ଟ୍ରେସନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗୃହିଣୀମାନଙ୍କ ରୋଷେଇ ଦକ୍ଷତା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ପ୍ରଚାର ପ୍ରସାର ପାଇଁ ଓଟିଡିସିର ନୂଆ କାର୍ଯ୍ୟକ୍ରମ। କରୋନାପାଇଁ ଏବେ ସାରା ଦେଶ ଲକଡାଉନ୍ ହୋଇ ରହିଛି। କର୍ମଜୀବୀ ମହିଳାଙ୍କଠାରୁ ଆରମ୍ଭ...
watermelon-2

ସ୍ୱାସ୍ଥ୍ୟ ସହ ସୁନ୍ଦରତା: ଉଭୟ ପାଇଁ ଜରୁରୀ ତରଭୁଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ତରଭୁଜର ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀରକୁ ଥଣ୍ଡା ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ହେଲେ ଗରମ ଦିନର ଏହି ଆରାମଦାୟୀ ଫଳ ଆପଣଙ୍କ ତ୍ୱଚାରେ...
clay utensils

ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ମାଟି ପାତ୍ର ରନ୍ଧା ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗେଇ ଚାଲିଥିବା ସମୟ ସହ ଆମ ରହଣସହଣ, ଖାଦ୍ୟ ପେୟ ସବୁକିଛିରେ ପରିବର୍ତ୍ତନ ଆସିଛି। ଆଗକାଳରେ ଘରେ ରନ୍ଧା କାର୍ଯ୍ୟ ପାଇଁ ମାଟିରେ ତିଆରି ଚୁଲି ତଥା ମାଟି ତିଆରି ପାତ୍ର...