ଲୋକକଳା ମହୋତ୍ସବରେ ମନ ମୋହିଲା ‘ରସରକେଲି’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cxd3dk7D3aM]ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା। ବିବିଧ ଏବଂ ଆକର୍ଷଣୀୟ ଲୋକକଳାକୁ ନେଇ ଆମ ରାଜ୍ୟ ସମୃଦ୍ଧ । ଏହି ଲୋକକଳା ମଧ୍ୟରୁ ପଶ୍ଚିମ ଓଡ଼ିଶାର ଲୋକକଳା ସ୍ଵତନ୍ତ୍ର ସ୍ଥାନ ଅଧିକାର...

କେନ୍ଦ୍ରାପଡ଼ାରେ ରଥଯାତ୍ରାର ବିଧି ରକ୍ଷା – ସ୍ନାନ ମଣ୍ଡପ ପାଲଟିବ ବ୍ରହ୍ମ ତାଳଧ୍ଵଜ ରଥ, ଝୁଲଣ ମଣ୍ଡପ...

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କରୋନା ମହାମାରୀ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଏଥର ସ୍ଥଗିତ ରଖାଯାଇଛି। ହେଲେ ବିଧି ରକ୍ଷା କରିବା ପାଇଁ ପ୍ରତୀକାତ୍ମକ ରଥଯାତ୍ରା ଆୟୋଜନ କରାଯିବ।...

ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି – ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି ତାହାକୁ ରାଜ୍ୟ ସରକାର ପାଳନ କରିବେ। ଶ୍ରୀମନ୍ଦିର ପରିସରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବ ବୋଲି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। କରୋନା ପାଇଁ...
kachori-1

ଘରେ କିପରି ପ୍ରସ୍ତୁତ କରିବେ ମୁଗ ଡାଲି କଚୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାପାଗରେ କିଛି ଗରମା ଗରମ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲଲାଗେ। ସେଥିମଧ୍ୟରୁ କଚୁଡ଼ି ଏକ ଲୋକପ୍ରିୟ ସ୍ନାକ୍ସ୍। ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ତିଆରି କରିବେ ମୁଗ ଡାଲି...

ରଥଯାତ୍ରାର ପୁରୁଣା ଇତିହାସ – ୪୫୨ ବର୍ଷରେ ୩୨ ଥର ବନ୍ଦ ହୋଇଛି ଘୋଷଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଚଳିତବର୍ଷ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେବଳ ଥରେ ନୁହେଁ ଏହାପୂର୍ବରୁ ପ୍ରାୟ ୩୨ ଥର ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇଛି। ଏବର୍ଷ ହେବନାହିଁ  ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ...

ଏଥର ହେବ କି ପ୍ରତୀକାତ୍ମକ ରଥଯାତ୍ରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେବା ପରେ ବିଭିନ୍ନ ମହଲରେ ଉଦବେଗ...

ରଥଯାତ୍ରା ସମ୍ପର୍କରେ ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ଯିବେ କି ରାଜ୍ୟ ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ ଜରୁରୀ କ୍ୟାବିନେଟ୍‌ ବୈଠକ ଉପରେ ନଜର। ଏଥର ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାୟ ଦେବା ପରେ ସବୁଠି ଚର୍ଚ୍ଚା ବଢ଼ିଛି। କିଏ...

ରଥଯାତ୍ରା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଲେ – ‘‘ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ। “କରୋନା ମହାମାରୀ ବେଳେ ରଥଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ। ଜନସ୍ୱାର୍ଥ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା...

ରଥଯାତ୍ରା ଆୟୋଜନକୁ ନେଇ ମତ ରଖିଲେ ଗଜପତି – କହିଲେ,“କରୋନା ସଂକ୍ରମଣ ପାଇଁ ରଥଯାତ୍ରା ସମ୍ଭବପର ହେଉନି”

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ଆମ ସମସ୍ତଙ୍କର କର୍ତ୍ତବ୍ୟ – ଗଜପତି କରୋନା ସଂକ୍ରମଣ ମଧ୍ୟରେ ରଥଯାତ୍ରା ଆୟୋଜନ ସମ୍ଭବପର ହେଉନାହିଁ “କରୋନା ସଂକ୍ରମଣ...

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ – ‘ରସରକେଲି’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=S1qR33OdWoM]ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା। ବିବିଧ ଏବଂ ଆକର୍ଷଣୀୟ ଲୋକକଳାକୁ ନେଇ ଆମ ରାଜ୍ୟ ସମୃଦ୍ଧ । ଏହି ଲୋକକଳା ମଧ୍ୟରୁ ପଶ୍ଚିମ ଓଡ଼ିଶାର ଲୋକକଳା ସ୍ଵତନ୍ତ୍ର ସ୍ଥାନ ଅଧିକାର...