କନ୍ଧମାଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ଆକର୍ଷଣ ପାଲଟିଲା ନାଟକ ‘ଆମେ କଣ୍ଢେଇ ନୋହୁଁ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କନ୍ଧମାଳ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଉଛି ବିଭିନ୍ନ କାର୍ଯ୍ୟକ୍ରମ। ନାଚ, ଗୀତ ଏବଂ ନାକଟ ଦେଖିବାକୁ ଲୋକଙ୍କ...

ଆଜି ସମଗ୍ର ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।...

ରାଉରକେଲାରେ ‘ସରସ ମେଳା’: ଚତୁର୍ଥ ସନ୍ଧ୍ୟାରେ ମନ ମୋହିଲା ଓଡ଼ିଶାର ଲୋକନୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହରର ଭଞ୍ଜ ଭବନ ପଡ଼ିଆଠାରେ ‘ସରସ ମେଳା’ ଆୟୋଜିତ ହେଉଛି। ବୁଧବାର ଏହି ମେଳା ଚତୁର୍ଥ ଦିନରେ ପହଞ୍ଚିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍...

ରାଉରକେଲାରେ ‘ସରସ ମେଳା’: ତୃତୀୟ ସନ୍ଧ୍ୟାରେ ରାଜସ୍ଥାନର ଭବାଇ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ରଣପା ନୃତ୍ୟରେ ଦର୍ଶକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ରାଉରକେଲା): ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆୟୋଜନ କରାଯାଇଛି ‘ସରସ ମେଳା’। ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଚାଲିଥିବା ଏହି ମେଳା ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ...

ଡଟ୍ ଫେଷ୍ଟ: ନାଚ, ଗୀତରେ ଝୁମୁଛି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=wpGYB4VyE2Q] ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ...

ରାଉରକେଲାରେ ଆରମ୍ଭ ହେଲା ‘ସରସ ମେଳା’: ହକି ପାଭିଲିୟନ, ଫୁଡକୋର୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ୱକପ୍‌ ଅବସରରେ ରାଉରକେଲା ସହରରେ ଆରମ୍ଭ ହୋଇଛି ସରସ ମେଳା। ରବିବାର ସନ୍ଧ୍ୟାରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭଞ୍ଜ ଭବନ ପଡ଼ିଆଠାରେ ଆୟୋଜିତ ଏହି...

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ: ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷ କରି ଜିଲ୍ଲାର ଆଦିବାସୀ ଚାଷୀମାନେ ବେଶ ଲାଭବାନ ହୋଇପାରୁଛନ୍ତି। ସୋରିଷ ହେଉଛି...

ଆଜି ମକର ସଂକ୍ରାନ୍ତି, ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ମକର ସଂକ୍ରାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଥିବା ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ଲାଗିଛି। ମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ। କେବଳ...

ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ହୃଷିକେଶ ଭୋଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ର। ଧନୁଯାତ୍ରାରେ ଭଗବାନ, ମୁନିଋଷି ଏବଂ ସାଧାରଣ ଜନତାଙ୍କ ପ୍ରତି କରିଥିବା ଅନ୍ୟାୟ ଏବଂ ଅତ୍ୟାଚାରର ପ୍ରାୟଶ୍ଚିତ କରିବା ଲାଗି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି...

ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...