ଆଜି ପଖାଳ ଦିବସ – ପଖାଳର ମଜାନେଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି।
ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି...
ଭୁବନେଶ୍ୱରରେ ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା-୨୦୨୧’, ଏଥରର ମାସ୍କଟ୍ ‘ପାଳଛତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UlkfGlKbo7w]
ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୧’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ
ମାସ୍କଟ 'ପାଳଛତୁ' ଉଦଘାଟିତ
ଏ ବର୍ଷର ଥିମ୍ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’
କୃଷି ଓଡ଼ିଶାରେ...
ବଜାରକୁ ଆସିଲା ‘ଏହା’ ବ୍ରାଣ୍ଡର ଆପଲ୍ ଡ୍ରିଙ୍କ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଏହା’ ବ୍ରାଣ୍ଡର ନୂଆ ପ୍ରଡକ୍ଟ ‘ଆପଲ୍ ଡ୍ରିଙ୍କ୍’। ରାଜ୍ୟର ଅଗ୍ରଣୀ ମୃଦୁ ପାନୀୟ କମ୍ପାନି 'ଆଗ୍ରି ଲିଙ୍କ୍ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍' ପକ୍ଷରୁ ଏହା...
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଓ ‘ନିଖୋଜ ପୋଷ୍ଟର’କୁ ନେଇ ମୁହଁ ଖୋଲିଲେ ସାଂସଦ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାମ୍ର କ୍ଷେତ୍ରରେ ବାଇ-ଲ’ ପ୍ରତ୍ୟାହାର ଦାବି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେବାପରେ ଶେଷରେ ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ସାମ୍ବାଦିକ...
ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସ୍ପଷ୍ଟୋକ୍ତି – ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଚଳିତ ବର୍ଷ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ...
ଜାନୁଆରି ୩୧ରେ ଅଖିଳ ମୋହନଙ୍କ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କ୍ରମରେ ପ୍ରଖ୍ୟାତ...
ଚତୁର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର – ସମ୍ମାନିତ ହେଲେ ୧୦ ଲେଖକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଛି ଚତୁର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ଆୟୋଜିତ ଏହି ସମାରୋହରେ ୧୦ ଜଣ ଯୁବ ଲେଖକଙ୍କୁ...
ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ – ଶିବ ତାଣ୍ଡବରେ ମୁଗ୍ଧ ହେଲେ ଦର୍ଶକ
ଓଡ଼ିଶାଲାଇଭ ବ୍ୟୁରୋ
ପବିତ୍ର ମକର ସଂକ୍ରାନ୍ତିରୁ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା...
ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର – ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ ଦେଇଥିଲେ ନୂଆ ପରିଚୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଶୁକବି, ହାସ୍ୟରସିକ ତଥା ବିଶିଷ୍ଟ ବ୍ୟଙ୍ଗକାର ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।
ସାହିତ୍ୟ ରସିକ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଜଣେ ବହୁଶାସ୍ତ୍ରଦର୍ଶୀ ସଂସ୍କୃତ ପଣ୍ଡିତ ଥିଲେ। ପୁରାଣ, କାବ୍ୟ, ଅଳଙ୍କାର, ଶିଳ୍ପଶାସ୍ତ୍ର,...
ଲଣ୍ଡନରେ ଶ୍ରୀ ଜଗନ୍ନାଥ ସୋସାଇଟି ଏବଂ ଆଲେସବରୀ ହିନ୍ଦୁ ଟ୍ରଷ୍ଟ ପାଳିଲେ ଗୀତା ଜୟନ୍ତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମଦ୍ ଭଗବତ୍ ଗୀତା ଜୟନ୍ତୀ ଅବସରରେ, ୟୁକେର ଶ୍ରୀ ଜଗନ୍ନାଥ ସୋସାଇଟି ଏବଂ ବ୍ରିଟେନର ଆଲେସବରୀ ହିନ୍ଦୁ ମନ୍ଦିର ଟ୍ରଷ୍ଟ ଦ୍ୱାରା ସୋମବାର ଲଣ୍ଡନରେ ଏକ ଆଧ୍ୟାତ୍ମିକ ସମାରୋହ ଆୟୋଜିତ ହୋଇଛି।...





















