ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା – ଚଳଚଞ୍ଚଳ ପାରାଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ବିଶ୍ୱକର୍ମାଙ୍କ ପୂଜା ପାଇଁ ବିଭିନ୍ନ ସ୍ଥାନରେ ହୋଇଛି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ପ୍ରାୟ ୨୦ରୁ ଅଧିକ...

ଆସୁଛି ଦଶହରା: ନବମୀରେ ଅଲିଶାବଜାର ପୂଜାମଣ୍ଡପରେ ମାଛ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗା ପୂଜାର ରହିଛି ନିଆରା ପରମ୍ପରା। ବିଶେଷକରି ସ୍ୱତନ୍ତ୍ର ପୂଜା ବିଧି ଦଶହରାର ଆକର୍ଷଣ ବୃଦ୍ଧି କରିଥାଏ। କଟକ ଦୁର୍ଗାପୂଜାରେ ଭୋଗକୁ ନେଇ ଦୀର୍ଘ ବର୍ଷର ରୀତିନୀତିକୁ ଏବେ ବି...

ସେପ୍ଟେମ୍ବର ୧୮ରେ ଏଚଆରଏଓ ପକ୍ଷରୁ ହେବାକୁ ଯାଉଛି ଚତୁର୍ଥ ‘ଓଡ଼ିଶା ଟୁରିଜମ କନକ୍ଲେଭ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଆଗେଇ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ 'ଓଡ଼ିଶା ଟୁରିଜମ କନକ୍ଲେଭ'। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ...

ନବରାତ୍ରି ବ୍ରତ ରଖୁଛନ୍ତି କି, ଜାଣନ୍ତୁ ବ୍ରତ ଖୋଲିବା ପରେ କ’ଣ ଖାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ପରେ ଆରମ୍ଭ ହେବ ମା’ ଜଗଦମ୍ବେଙ୍କ ନବରାତ୍ରି ଉତ୍ସବ। ଏହି ଅବସରରେ ଭକ୍ତଗଣ ନବରାତ୍ରି ପାଳନ କରି ମା’ଙ୍କୁ ପ୍ରସନ୍ନ କରିଥାନ୍ତି। କେହି କେହି ନବରାତ୍ରିର ନଅଦିନ ଉପବାସ ରହିଥାନ୍ତି...

ଏବେ ଅନ୍‌ଲାଇନ୍‌ରେ ମିଳିବ ଜେଲ୍‌ କଏଦୀଙ୍କ ହାତ ରନ୍ଧା ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜେଲ୍‌ରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଣିକି ଅନ୍‌ଲାଇନ୍‌ରେ ବିକ୍ରି ହେବ। କେରଳର ତ୍ରିସୁରସ୍ଥିତ ଭିୟୁର ସେଣ୍ଟ୍ରାଲ୍ ଜେଲ୍‌ କର୍ତ୍ତୃପକ୍ଷ ଏନେଇ ଅନ୍‌ଲାଇନ୍‌ ଫୁଡ ଡେଲଭରୀ ସଂସ୍ଥା 'ସ୍ୱିଗୀ' ସହ ହାତ...

ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୧୪ ସେପ୍ଟେମ୍ବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ପୁରୀର ବିକାଶ ପାଇଁ କାହିଁକି ଆଇଏଏସ୍‌ମାନଙ୍କୁ ଭରସା କଲେ ସରକାର? ପଞ୍ଚମ ପାଳିରେ ଶାସକ ବିଜୁ...

ପୁରୀର ବିକାଶ ପାଇଁ କାହିଁକି ଆଇଏଏସ୍‌ମାନଙ୍କୁ ଭରସା କଲେ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ପଞ୍ଚମ ପାଳିରେ ଶାସକ ବିଜୁ ଜନତା ଦଳ ପୁରୀକୁ ଯେମିତି ଫୋକସ୍‌ କରୁଛି ତାହା ପୂର୍ବ ପାଳିରେ କେବେ ଦେଖିବାକୁ ମିଳି ନଥିଲା। ପୂର୍ବ ପାଳିରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ,...

ବାଲେଶ୍ୱର ଦଶହରା: ସାଂସ୍କୃତିକ ମହାମିଳନର କଥା କହେ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...

ଅଦ୍ଭୁତ ମନ୍ଦିର: ଯେଉଁଠି ଦୋଳିରେ ଝୁଲି ପୂଜା ପାଆନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଦେବୀ ଦୁର୍ଗାଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ମା’ ଦୁର୍ଗା ମନ୍ଦିରରେ ଝୁଲା ବା ଦୋଳିରେ ବସି ପୂଜା ପଆନ୍ତି। ଭକ୍ତମାନେ ମା’ଙ୍କୁ ଦୋଳି ଖେଳାଇଥାନ୍ତି। ଏହି...

ସହିଦନଗରରେ ଲକ୍ଷ୍ନୌ ନବାବଙ୍କର ରାଜପ୍ରାସାଦରେ ବିରାଜିବେ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସିଲାଣି ଧରାପୃଷ୍ଠରେ ମା'ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ...