ପଢୁଆଁ ଅଷ୍ଟମୀରେ ଉଠିଲା ବିବାଦ – ମହାପ୍ରଭୁଙ୍କ ମାମୁ ନୁହନ୍ତି ମାଧବାନନ୍ଦଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମାମୁ କିଏ? ଏହାକୁ ନେଇ ଆଜି ବିବାଦ ତେଜିଛି। ନିଆଳି ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ନୁହନ୍ତି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିବା ପରେ...

ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ ଭଣ୍ଡା ତରକାରୀ’

ଗାୟତ୍ରୀ ଦାସ ଆମ ଓଡ଼ିଶାରେ କଦଳୀ ଏକ ମୁଖ୍ୟ ଉତ୍ପାଦନକାରୀ ପରିବା। ସେ କଞ୍ଚା ହେଉ ବା ପାଚିଲା, କଦଳୀର ଉପକାରିତା ଅନେକ। ଆଜି ଆମେ ପ୍ରସ୍ତୁତ କରିବା ଏହି କଦଳୀ ଗଛର ଏକ...

ପ୍ରଥମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ଏଣ୍ଡୁରୀ ପିଠା

ଗାୟତ୍ରୀ ଦାସ ପ୍ରଥମାଷ୍ଟମୀରେ ଏକ ସ୍ୱତନ୍ତ୍ର ପ୍ରକାରର ପିଠା ପ୍ରସ୍ତୁତ ହୋଇଥାଏ। ଏହା ହଳଦୀ ପତ୍ରରେ ପ୍ରସ୍ତୁତ ହୋଇଥାଏ। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ଏଣ୍ଠୁରୀ ପିଠା। ପିଠା ପାଇଁ ଏକ ଉଷୁଆଁ ଚାଉଳ ସ୍ୱତନ୍ତ୍ର...

ଇଂରାଜୀରେ ଅନୁବାଦ ହେବ ଗଣକବି ବୈଷ୍ଣବ ପାଣିଙ୍କ ସାହିତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଦନ ପକ୍ଷରୁ ଗଣକବିଙ୍କର ୧୩୭ତମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ତଥା ସ୍ମୃତି ସଂସଦ ସଭାପତି ପ୍ରତାପ ଜେନା ସଭାପତିତ୍ୱ...

ଆଜି ପ୍ରଥମାଷ୍ଟମୀ, ହଳଦୀପତ୍ର ପିଠାରେ ମହକୁଛି ପୁରପଲ୍ଲୀ

ଗାୟତ୍ରୀ ଦାସ ଓଡ଼ିଶା କହିଲେ ପ୍ରଭୁ ଜଗନ୍ନାଥଙ୍କୁ ବୁଝାଯାଇଥାଏ। ଓଡ଼ିଆର ପରିଚୟ ସ୍ୱୟଂ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ଆମର ପର୍ବପର୍ବାଣୀ। ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। ତା’ ମଧ୍ୟରୁ ପ୍ରଥମାଷ୍ଟମୀ ଗୋଟିଏ। ଘରର...

ଘରେ ପ୍ରସ୍ତୁତ କରନ୍ତୁ ପଞ୍ଜାବର ଫେମସ୍‌ ‘ଛୋଲେ ବଟୋରେ’

ଗାୟତ୍ରୀ ଦାସ ଆମେମାନେ ସବୁବେଳେ ଓଡ଼ିଆ ଖାଦ୍ୟ ଖାଉଛେ। ଆସନ୍ତୁ ଜାଣିବା ଗୋଟେ ପଞ୍ଜାବୀ ଖାଦ୍ୟ ବିଷୟରେ, ଯାହାକୁ ଛୋଲେ ବଟୋରେ କହନ୍ତି। ଏହାକୁ ତିଆରି କରିବାର ଏକ ସ୍ୱତନ୍ତ୍ର ପଦ୍ଧତି ଅଛି। ପ୍ରଥମେ...

ଜାଣନ୍ତୁ, କାହିଁକି ପ୍ରଥମାଷ୍ଟମୀରେ ପ୍ରଥମ ପୁଅ ଝିଅଙ୍କୁ ପୂଜା କରାଯାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ପରମ୍ପରାରେ ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ଘରର ପ୍ରଥମ ପୁଅ ଝିଅଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହିଦିନ ମାଆମାନେ ଘରେ ନିଜର ପ୍ରଥମ ପୁଅ ଝିଅଙ୍କୁ ଷଠୀ ଦେବୀଙ୍କ ଆଗରେ ବସାଇ...

ପଢୁଆଁ ହେବେ ମହାପ୍ରଭୁ – ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଅଷ୍ଟମୀ ଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି,...

ଆତ୍ମା ଓ ଆକାଶ

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି...

ଘରେ ପ୍ରସ୍ତୁତ କରନ୍ତୁ ପରିବା ସାଲାଡ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ପରିବା ସାଲାଡ, ଯାହା ସ୍ୱାଦିଷ୍ଟ ଲାଗିବା ସଙ୍ଗେ ସଙ୍ଗେ ଦେହ ପାଇଁ ବି ହିତ ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ୧ କୋଲା ରସୁଣ କଟା ଗୋଲମରିଚ ଗୁଣ୍ଡ ...