ଆଜି ବନକଲାଗି ନୀତି, ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିବା ଶ୍ରୀବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ...
ସୁସ୍ଥ ହେଲେ ମହାପ୍ରଭୁ – ଆଜି ଗଜପତି ରାଜାଙ୍କୁ ଦିଆଯିବ ଖବର
ଓଡ଼ିଶାଲାଇଭ ବ୍ୟୁରୋ
ଗତକାଲି ବିଳମ୍ବିତି ରାତିରେ ଜ୍ୱରରେ ପିଡ଼ୀତ ମହାପ୍ରଭୁଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ଏହାକୁ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି...
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ରହସ୍ୟ: ଶ୍ରୀଜୀଉଙ୍କ ଅଳଙ୍କାରର ଭଳିକି ଭଳି ନାଁ ଓ ରୂପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସତରେ ରହସ୍ୟମୟ! ତେବେ ଏହି ରହସ୍ୟ କୌଣସି ଲୋକକଥା ବା ଅଲୌକିକତାକୁ ନେଇ ନୁହେଁ, ବରଂ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଭଳିକି ଭଳି...
ଶ୍ରୀମନ୍ଦିର ଓ ମଠ ସଂସ୍କୃତି
ଭାସ୍କର ମିଶ୍ର
ପୁରୁଷୋତ୍ତମ କ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ମଠ ସଂସ୍କୃତିର ଉତ୍ପତ୍ତି ହୋଇଛି। ଦୀର୍ଘ ଆଠଶହ ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...
ଆଜିର ମୁଖ୍ୟ ଖବର @11AM (୨୯ ଜୁନ୍, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ଔଷଧ
ଆଉ ୫ଦିନ ପରେ ରଥଯାତ୍ରା। ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୋପନ ସେବା। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କର କରୁଛନ୍ତି...
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ଔଷଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ୫ଦିନ ପରେ ରଥଯାତ୍ରା। ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୋପନ ସେବା। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କର କରୁଛନ୍ତି ସେବା। ଆଜି ଏକାଦଶୀରେ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ। ଗମ୍ଭାରୀ,...
ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମର ମହତ୍ତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ। ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ ବା ବଡ଼, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ ଲମ୍ବ ଓ ହସ ହସ। କଳ୍ପନାରେ ଚତୁର୍ଭୁଜ ବୋଲି ଖ୍ୟାତ। ପ୍ରତ୍ୟେକ ହସ୍ତରେ...
ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା
ଶୁଭ୍ରାଂଶୁ ପଣ୍ଡା
ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା।
ପ୍ରାତରୁତ୍ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ
ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା
ଇତି ବିଶ୍ବାବସୋର୍ବାଣୀଂ...
ଆଜିର ମୁଖ୍ୟ ଖବର @2 PM (୨୮ ଜୁନ୍, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ଘୋଷଯାତ୍ରା ଲାଗି ଟୋଲ ଗେଟ୍ ଫ୍ରି
ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ଼ କରାଯାଇଛି। ଏହି ୩ ଦିନ ପିପିଲି ଟୋଲ ଗେଟରେ...
ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଜୀଉଙ୍କର ଆଜି ଚକା ବିଜେ ନୀତି। ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଗ ସରିବା ପରେ ମେଲଣ ଦ୍ୱାର ଫିଟିବ। ଏହାପରେ ଦଇତାପତିମାନେ ମହାପ୍ରଭୁଙ୍କ...





















