ଘୋଷଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ: ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଯାତ୍ରା ପ୍ରସ୍ତୁତି ପାଇଁ ବସିବ ଶେଷ ସମନ୍ୱୟ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ।...

ଘଣ୍ଟ ସେବା ଓ ଘୋଷ ଘଣ୍ଟୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇସେବାର ପ୍ରକାର ଭିନ୍ନ ଭିନ୍ନ। ‘ଘଣ୍ଟସେବା’ର ବିବରଣୀ ଅନୁସାରେ- ଶ୍ରୀମନ୍ଦିରର ପ୍ରତ୍ୟେକ...
Odissi Dancer Kumkum Mohanty

ସଙ୍ଗୀତ ନିଶାରେ ପିଲାବେଳେ ବ୍ୟାଣ୍ଡପାର୍ଟି ପଛେ ପଛେ ପଳେଇଥିଲେ କୁମ୍‌କୁମ୍‌

ଓଡ଼ିଶାଲାଇଭ ବ୍ୟୁରୋ[youtube https://www.youtube.com/watch?v=pfuITQcF7O0] ‘‘ନୃତ୍ୟ ମୋ ପାଇଁ ଥିଲା ନିଶା। ନୃତ୍ୟ ଏ ନିଶାରେ ମୁଁ ପିଲାବେଳେ ବ୍ୟାଣ୍ଡପାର୍ଟି ପଛରେ ଚାଲି ଯାଇଥିଲି। ଯେଉଁଠି ବାଜା ବନ୍ଦ ହୋଇଥିଲା ସେଇଠି ରହି ଯାଇଥିଲି। ଜଣେ...

ରଥଖଳାରେ ଚାଲିଛି ରଥ ପ୍ରସ୍ତୁତି: ଉଠିଲା ଦ୍ୱିତୀୟ ଭୂଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ।...

କାକଟପୁରରୁ ଆସିଲା ମହାପ୍ରଭୁଙ୍କ ଲାଗି ଫଳଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ...

ପଶ୍ଚିମ ପ୍ରାନ୍ତରେ ପ୍ରଭୁ ଜଗଦୀଶ୍ୱର

ଡକ୍ଟର ଫକୀର ମୋହନ ନାହାକ ଗୁଜୁରାଟର ପ୍ରମୁଖ ନଗରୀ ଅହମ୍ମଦାବାଦରେ ରହିଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ଶ୍ରୀଜିଉମାନଙ୍କ ଆବିର୍ଭାବ, ରଥଯାତ୍ରାର ପରମ୍ପରା ପଛରେ ରହିଛି ଏକ କିମ୍ବଦନ୍ତୀ, କାହାଣୀ। ଅକଳ୍ପ ବିସ୍ତୃତିର ଅନତିକ୍ରମ୍ୟ ଦୂରତାକୁ...

ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ – ଚାଲିଛି ରଥ ନିର୍ମାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିସାରିଛି। ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ହେବା ପୂର୍ବରୁ ଚଉଦ ନାହାକ ଏବଂ...

ଆମ ଜନ୍ମ ମହାପ୍ରଭୁଙ୍କ ସେବା କରିବା – କମାର ସେବାୟତ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=kHV30n_gX7E]ପାଖେଇ ଆସୁଛି ରଥଯାତ୍ରା। ଏଥିଲାଗି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କାଠ ଯୋଡ଼ିବାଠୁ ନେଇକି ଅଖ, ଦଣ୍ଡା ଆଦିରେ ଲୁହା ଲାଗୁଥିବାରୁ ରଥ ଗଢ଼ାରେ କମାର ସେବାୟତ ଲାଗି...

ବିଚ୍ଛିନ୍ନାଞ୍ଚଳରେ ବଡ଼ ଠାକୁର

ଫକୀର ମୋହନ ନାହାକ ଓଡ଼ିଶାର ଏକ ଅବିଚ୍ଛିନ୍ନ ଗଡ଼ଜାତ ଥିଲା ଷଢ଼େଇକଳା। ତ୍ରୟୋଦଶ ଶତାବ୍ଦୀରେ ଏଠାରେ ନିର୍ମାଣ କରାଯାଇଥିଲା ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ...

ଜ୍ୱର ପୀଡ଼ିତ ମହାପ୍ରଭୁଙ୍କୁ ଆଜିଠୁ ଓଷ ଲାଗି

ଓଡ଼ିଶାଲାଇଭ ବ୍ୟୁରୋ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଚାଲିଛି ଗୁପ୍ତସେବା। ଶନିବାର ଦେହରେ ଫୁଲୁରି ତେଲ ଲଗା ହେବା ପରେ ଆଜିଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି ହେବ। ଫଳରେ...