ବିଦାୟ କଳିଙ୍ଗ, ପରବର୍ତ୍ତୀ ଦେଖା ଦୋହାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ମାଟିରେ ଉଦ୍ଯାପିତ ହୋଇଛି ଏସୀୟ କ୍ରୀଡ଼ା ମହାକୁମ୍ଭ। ଏସିଆନ ଆଥ୍ଲେଟିକ୍ ଚାମ୍ପିଅନସିପ୍ସର ପତାକା ଏବେ କତାର ହାତରେ। ପରବର୍ତ୍ତୀ ଦେଖା ଦୋହାରେ।
ଅତି ରୋମାଞ୍ଚକ ଭାବେ ଶେଷ ହୋଇଛି ୨୨ତମ ଏସୀୟ...
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଦିଲ୍ଲୀରେ ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ବର୍ଷବ୍ୟାପୀ ପାଳନକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।
ଆସନ୍ତା ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ଉଦ୍ଘାଟନ...
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ୨୨ତମ ଏସୀୟ କ୍ରୀଡ଼ା ମହାକୁମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକର୍ଷଣୀୟ ଆତସବାଜି ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୫ ଦିନିଆ ଏସିଆନ ଆଥଲେଟିକ୍ ଚମ୍ପିଆନସିପ୍ ସମାରୋହକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।...
ମହଣ ମହଣ ସୁନାରେ ସଜ୍ଜିତ ହେଲେ ମହାବାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁଙ୍କ ମହାବେଦୀ ମହୋତ୍ସବର ଆଜି ସୁନାବେଶ।
ବଡ଼ଦାଣ୍ଡରେ ସର୍ବସାଧାରଣ, ସର୍ବଧର୍ମର ମାନବମାନଙ୍କୁ ସୁବର୍ଣ୍ଣ ଠାକୁର ଭାବେ ଉଭାହୋଇ ଦର୍ଶନ ଦେଇଛନ୍ତି ଶ୍ରୀଜୀଉମାନେ। ଏହି ଦୁର୍ଲ୍ଲଭ ସୁବର୍ଣ୍ଣବେଶକୁ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ...
ବାହୁଡ଼ାଯାତ୍ରା: ଶରଧାବାଲିରୁ ସମୁଦ୍ରବାଲି ପର୍ଯ୍ୟନ୍ତ ଭକ୍ତଙ୍କ ସୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ମହାବାହୁଙ୍କ ମହାବେଦି ମହୋତ୍ସବର ନବମ ଦିନରେ ମହାବେଦି ଛାଡ଼ି ରତ୍ନବେଦିକୁ ଯାତ୍ରା କରିଛନ୍ତି ଶ୍ରୀଜୀଉମାନେ। ବାହୁଡ଼ା ଯାତ୍ରା ପାଇଁ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଭିଡ଼କୁ...
Sunabesha – the Golden attire of Lord Jagannatha
OdishaLIVE Bureau
When the deities Jagannath, Balabhadra, and Goddess Subhadra are adorned with gold jewelry worth millions of rupees to look like human beings, the whole world stands...
Rasgolla – the Sweet of the Lords
OdishaLIVE Bureau
According to historians and Jagannath Temple researchers, the Rasgolla originated from ‘Khira Mohana’ that is traditionally offered as bhog to Goddess Lakshmi since...
ରାଜଧାନୀରେ ଘୋଷଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ଯେ ଜଗନ୍ନାଥ ଧାମ ପୁରୀରେ ସୀମିତ, ତାହା ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ମହାଆଡ଼ମ୍ବରରେ ପାଳିତ ହୋଇଥାଏ। ମନ୍ଦିରମାଳିନୀ...
ସିଏମ୍ଙ୍କ ସହ ସେଲ୍ଫି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ସାଧାରଣ ଜନତା ଓ କର୍ମୀମାନଙ୍କଠାରୁ ଏକ ଦୂରତା ରକ୍ଷା କରୁଥିବା ବେଳେ ଏଇ କିଛି ଦିନ ମଧ୍ୟରେ ତାହା ଭାଙ୍ଗିଯାଇଥିବା ପରି ମନେହେଉଛି। ନବୀନ ଏବେ...
ରାଣୀପୁର ଝରିଆଲ ଏବେ ଜାତୀୟ କୀର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ଥିବା ରାଣୀପୁର ଝରିଆଲ ଏଣିକି ଜାତୀୟ କୀର୍ତ୍ତିର ମାନ୍ୟତା ପାଇବ।
ଅଷ୍ଟମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ଅବହେଳିତ ଅବସ୍ଥାରେ...