ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ...

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏହା ମକର ସଂକ୍ରାନ୍ତି ଯାଏଁ ଚାଲିବ। ଏହାସହ ଆଜି ମହାପ୍ରଭୁଙ୍କ ପାଖରେ ଧନୁ ମୁଆଁ ମଧ୍ୟ...

ଆଉ ୫ ବର୍ଷ ବଢ଼ିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଯୋଜାନା ବୃଦ୍ଧି ହେବା ଦ୍ୱାରା ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ପୂର୍ବପରି ୫ କିଲୋଗ୍ରାମ...

ପୁଣିଥରେ ଗୀତଗୋବିନ୍ଦ ବିବାଦ, ଏନ୍‌ସିଇଆର୍‌‌ଟି ବହିରେ କବି ଜୟଦେବଙ୍କୁ ପଶ୍ଚିମବଙ୍ଗର ଦର୍ଶାଇବାକୁ ନେଇ ତୀବ୍ର ବିରୋଧ

ଭାସ୍କର ପରିଚ୍ଛା ବିଶ୍ୱବିଖ୍ୟାତ ଉତ୍କଳୀୟ କବି ତଥା ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି। ଏଥର ଏହି ବିବାଦର ସୂତ୍ରଧର ସ୍ୱୟଂ ଭାରତ ସରକାରଙ୍କ ସଂସ୍ଥା ଜାତୀୟ ଶିକ୍ଷା ଗବେଷଣା...

ବାଲିପାଟଣାରେ ଡିସେମ୍ବର ୨୦ରୁ ‘ଜୟଦେବ ଗୌରବ ସମ୍ମାନ ୨୦୨୩’: ସମ୍ମାନିତ ହେବେ ୨୫୦ରୁ ଊର୍ଦ୍ଧ୍ଵ ପ୍ରତିଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାସ୍ଥିତ ଗୋରୁହାଟ ପଡ଼ିଆଠାରେ ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ‘ଜୟଦେବ ଗୌରବ ସମ୍ମାନ ୨୦୨୩’...

ଡିସେମ୍ବର ୨୪ରେ ଟାଇମପାସ୍‍ ‘ଉତ୍‍ସାହିତ୍ୟ’ ଉତ୍ସବ: କୃଷ୍ଣ କୁମାର ମହାନ୍ତିଙ୍କ ‘ରୁବି ରାଏ’ ପୁସ୍ତକକୁ ମିଳିବ ବେଷ୍ଟସେଲର୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ୧୬ତମ ‘ଉତ୍‍ସାହିତ୍ୟ’ ଉତ୍ସବ ଆୟୋଜିତ ହେବ। ଏଥିରେ କୃଷ୍ଣ କୁମାର ମହାନ୍ତିଙ୍କ ପୁସ୍ତକ...

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ଏବେ ବର୍ଷ ସାରା ଚାଲିବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ...

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି, ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ହେବ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ...

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ୍’ର ତୃତୀୟ ଦିନ: ବିଜ୍ଞାନ ପ୍ରଦର୍ଶନୀ ସହିତ କାଗଜ କଣ୍ଢେଇ ପ୍ରସ୍ତୁତି...

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ। ଏହି ଅବସରରେ ଶନିବାର ଦିନ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଜନଜାତି ଛାତ୍ରଛାତ୍ରୀମାନଙ୍କ...

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟୁଆର୍‌ କୋଡ୍‌ ସ୍କାନ କରି ଜାଣିହେବ ଅଣ୍ଡାର ଉତ୍ପାଦନ ତାରିଖ ଓ ଗୁଣବତ୍ତା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପଦ୍ଧତିର ପ୍ରୟୋଗ ଦିନକୁ ୧୦ ଲକ୍ଷ ଅଣ୍ଡା...