ନଭେମ୍ବର ୨୭ରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ୮ ଦିନ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ...
ଶ୍ରୀମନ୍ଦିର ପ୍ରବେଶ ବେଳେ ପୋଷାକ ପରିଧାନ ପ୍ରସଙ୍ଗ: ଛତିଶାନିଯୋଗ ଓ ହୋଟେଲ ସଂଘର ସହଯୋଗ ଲୋଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ପୋଷାକ ପରିଧାନରେ ଶାଳୀନତା ଆଣିବା ଲାଗି ଅକ୍ଟୋବର ୯ ତାରିଖରେ ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ...
ପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଆବଶ୍ୟକତା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://youtu.be/frqYKQ56CCU?si=pZH91ke3CsFsc-Jb
ଶିଶୁର ବିକାଶ ପାଇଁ ପ୍ରୋଟିନର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ପ୍ରୋଟିନର ଆବଶ୍ୟକତା ପୂରା କରିଥାଏ ଅଣ୍ଡା। କାରଣ ଅଣ୍ଡାରେ ପ୍ରୋଟିନର ମାତ୍ରା ଭରପୂର ରହିଛି।
ପ୍ରତି ବର୍ଷ ଅକ୍ଟୋବର ୧୩ ତାରିଖକୁ...
ହେମଗିରି ବ୍ଲକରେ ଚାଷୀଙ୍କ ରୋଜଗାର ବଢ଼ାଉଛି ପରିବା ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଚାଷ ଭାଗ୍ୟ ବଦଳାଇପାରେ। ରାଜ୍ୟ ବାହାରୁ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳେ। ଆମ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ ରହିଛି। ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ...
ଆସିଲା କଟକଣା: ଅଶାଳୀନ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିରା, ଫଟା ଜିନ୍ସ ପିନ୍ଧି ଯାଇହେବନି ଶ୍ରୀମନ୍ଦିର
ଶ୍ରୀମନ୍ଦିର ପ୍ରବେଶ ବେଳେ ହାତକଟା ଡ୍ରେସ ମନା
ଆସନ୍ତା ବର୍ଷ ଜାନୁଆରି ପହିଲାରୁ କଡ଼ା ହେବ ନିୟମ
ଯାଞ୍ଚ କରିବେ ଜେଟିପି ଓ ପ୍ରତିହାରୀ ସେବକ
ଏଣିକି ଯାହା...
ଆସୁଛନ୍ତି ମା’: ଗଙ୍ଗନଗରରେ ରାଜସ୍ଥାନ ପ୍ରାସାଦରେ ପୂଜା ପାଇବେ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ମଣ୍ଡପଗୁଡ଼ିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା। କେଉଁଠି ମୂର୍ତ୍ତି ନିର୍ମାଣ ତ ଆଉ କେଉଁଠି ତୋରଣ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି।
ଚଳିତବର୍ଷ ରାଜଧାନୀର...
ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ବଣକୁ ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ
ପାର୍ବଣର ସ୍ୱାଗତ ପାଇଁ ସଜେଇ ହୋଇଛି ପ୍ରକୃତିରାଣୀ। ବିଲଠାରୁ ନଦୀ ପଠା ସବୁଠି ଏବେ ଖିଲିଖିଲି ହସୁଛି ଧୋବ ଫରଫର କାଶତଣ୍ଡୀ। ସତେ ଯେମିତି...
ଆଜି ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ଗୁରୁବାର ଆଶ୍ୱିନ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି...
ଆସନ୍ତାକାଲି ବଡ଼ ଠାକୁରଙ୍କ ବନକ ଲାଗି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି କାରଣରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି...
‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଅସ୍ତରଙ୍ଗ/ପୁରୀ): ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ବିଭିନ୍ନ ସ୍ଥାନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର...




















