ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ‘ମେକାଟ୍ରୋନିକ୍ସ’ ବିଷୟରେ ତାଲିମ ପାଠ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମେକାଟ୍ରୋନିକ୍ସ’ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦। ଦେଶ ବିଦେଶରେ ‘ମେକାଟ୍ରୋନିକ୍ସ’ କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ବିଷୟରେ ତାଲିମ ପାଠ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦। ଦେଶ ବିଦେଶରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ (ଲିଫ୍ଟ ଟେକ୍ନୋଲୋଜି) କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ ଓଡ଼ିଶାର...

ନିଟ୍ ପରୀକ୍ଷା ବିବାଦ: ଏନଟିଏରେ ସଂସ୍ଥାଗତ ସଂସ୍କାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଟ୍ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବାବେଳେ ଏହାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପଦକ୍ଷେପ...

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ନାମଲେଖା ଲାଗି ଜୁନ୍ ୨୨ରୁ ଅନଲାଇନ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ • ‘ପ୍ରିସିସନ ଇଞ୍ଜିନିୟରିଂ’ ସହିତ ମୋଟ ୬ଟି ଅତ୍ୟାଧୁନିକ ପାଠ୍ୟକ୍ରମ• ଅନଲାଇନ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦• ଅନ୍ତର୍ଜାତୀୟ ମାନର ପାଠ୍ୟକ୍ରମ, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ତାଲିମ (ଭୁବନେଶ୍ୱର): ଜାତୀୟ...

ଆସନ୍ତାକାଲି ଓଡ଼ିଶାରେ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ଜୁନ ୨୧ ତାରିଖରେ ଓଡ଼ିଶାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ଖୋଲା...

ୟୁଜିସି-ନେଟ୍ ପରୀକ୍ଷା ବାତିଲ: ଏନଟିଏର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ଏବଂ ଜୁନିୟର...

ବିହାର: ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ରାଜଗିରରେ ଉଦଘାଟିତ ହୋଇଛି ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ପ୍ରାଚୀନ ନାଳନ୍ଦା ବିଶ୍ଵବିଦ୍ୟାଳୟର ଭଗ୍ନାବଶେଷ ନିକଟବର୍ତ୍ତୀ ଅଞ୍ଚଳରେ ଏହି ନୂଆ...

ପାଣିପାଗ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ବଢ଼ୁଛି। ଏହାରି ମଧ୍ୟରେ ସ୍କୁଲ ଖୋଲିବକି ନାହିଁ ତାକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଛି। ଗ୍ରୀଷ୍ମଛୁଟି ସରି ଜୁନ ୧୮...

ନିଟ୍ ପରୀକ୍ଷା ବିବାଦ: ରଦ୍ଦ ହେଲା ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୪କୁ ନେଇ ବଡ଼ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କ ରେଜଲ୍ଟକୁ ରଦ୍ଦ ହୋଇଛି। ଗ୍ରେସ୍ ମାର୍କ ପାଇଥିବା...

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ ପ୍ରକ୍ରିୟା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ...