ରାଜ୍ୟରେ ଶିଶୁବାଟିକାର ଶୁଭାରମ୍ଭ: କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆରମ୍ଭ ହେଲା ଶିଶୁ ବାଟିକା। ବୁଧବାର ଶିଶୁବାଟିକାର ଶୁଭାରମ୍ଭ କରି କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ...
ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ଖାତାଦେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହୋଇଛି ୨୦୨୫ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା...
ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏନେଇ ବିଦ୍ୟାଳୟ ଓ...
ଓଡ଼ିଶାର ସରକାରୀ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଛି ୧୩୫୩ଟି ଅଧ୍ୟାପକ ପଦବୀ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସରକାରୀ ବିଶ୍ଵବିଦ୍ୟାଳୟରେ ଅନେକ ଅଧ୍ୟାପକ ପଦବୀ ଖାଲିପଡ଼ିଛି। ବିଭିନ୍ନ କାରଣରୁ ଏଥିରେ ନିଯୁକ୍ତି ହୋଇପାରୁନାହିଁ। ଏନେଇ ଶୁକ୍ରବାର ବିଧନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଗୁରୁବାର ବିଧାନସଭାରେ ଓଡ଼ିଶାର...
ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଣୁ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିକଶିତ ଭାରତ ଗଠନରେ ଉଦ୍ୟୋଗୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ – ଜୟନ୍ତ ଚୌଧାରୀ
(ଭୁବନେଶ୍ୱର): ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ...
ଆଇଆଇଏମସି: ଦୀବାଲିନ ବେହେରାଙ୍କୁ ‘ରାଧାନାଥ ରଥ’ ଓ ପ୍ରିୟା ପ୍ରକାଶଙ୍କୁ ‘ସତ୍ୟ ମହାପାତ୍ର’ ସ୍ମାରକୀ ଫେଲୋସିପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଦୀବାଲିନ ବେହେରାଙ୍କୁ ‘ରାଧାନାଥ ରଥ ସ୍ମାରକୀ’ ଫେଲୋସିପ୍ ଓ ଇଂରାଜୀ ସାମ୍ବାଦିକତା...
ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜି, ବୁଧବାର ଦିନଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତା ଦେଖା। ରାଜ୍ୟର ମୋଟ ୫୧ଟି ସେଣ୍ଟରରେ ଖାତା ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ୪୭ଟି ମାଟ୍ରିକ ଖାତା ମୂଲ୍ୟାୟନ...
ଆଇଆଇଏମ୍ସି ଢେଙ୍କାନାଳ ପକ୍ଷରୁ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଏମ୍ସି ଢେଙ୍କାନାଳ ଏବଂ ଢେଙ୍କାନାଳ ବଣସିଂହସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ଜାତୀୟ ଶିକ୍ଷା ନୀତି: ଏଣିକି ୬ ବର୍ଷ ହୋଇଥିଲେ ହିଁ ପ୍ରଥମ ଶ୍ରେଣୀରେ ନାମଲେଖାଇ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷାବର୍ଷ ୨୦୨୫-୨୬ରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଏନେଇ ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ନୂତନ ସର୍ବନିମ୍ନ ବୟସ ସୀମା ସ୍ଥିର କରିଛନ୍ତି ରାଜ୍ୟ ସରକାର। ଏଣିକି...





















