ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ଏ++ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ମିଳିଛି ଏ++ ମାନ୍ୟତା। ନାକ ଟିମ୍‌ର ପରିଦର୍ଶନ ପରେ ପ୍ରଥମ ଥର ଲାଗି ରେଭେନ୍ସାକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍) ରାଙ୍କରେଭେନ୍ସା...

ସୁନ୍ଦରଗଡ଼ ଜିଲ୍ଲାରେ ବଦଳୁଛି ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ହଷ୍ଟେଲର ରୂପ

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ଅନୂସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ହଷ୍ଟେଲଗୁଡ଼ିକର ରୂପ ବଦଳୁଛି। ଜିଲ୍ଲାର ମୋଟ ୫୧୫ଟି ହଷ୍ଟେଲ ମଧ୍ୟରୁ ୨୨୩ଟି ହଷ୍ଟେଲର...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆଜି ସରୁଛି ପଞ୍ଜିକରଣ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଚାଲିଥିବା ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ, ସୋମବାର ଦିନ ଶେଷ ହେଉଛି। ରାଜ୍ୟରେ ଥିବା...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ନଭେମ୍ବର ୨୦ରେ ସରିବ ପଞ୍ଜିକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ନଭେମ୍ବର ୨୦ ତାରିଖରେ ଶେଷ ହେବ। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ...

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପାଇଁ ଏମଓୟୁ, ଖୋଲିବ ୯ଟି ନୂଆ ତାଲିମ ପାଠ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ୱ ଦକ୍ଷତା...

ଓମ୍ବାଡସି ସହାୟତାରେ ନୂଆ ରୂପ ପାଇଛି ‘ରାଉରକେଲା ସରକାରୀ ଆଇଟିଆଇ’ ଏବଂ ‘ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ‘ଓମ୍ବାଡସି’ର ପ୍ରୋତ୍ସାହନ (ରାଉରକେଲା): ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ (ୟୁଜିଆଇଇ) ଏବେ ନୂଆ ରୂପ...

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ପଞ୍ଜିକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୨୦ ପଞ୍ଜିକରଣର ଶେଷ ତାରିଖ ରହିଛି। ରାଜ୍ୟରେ ଥିବା...

ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟରେ ଲାଗିବ ୱାଇ-ଫାଇ, ଛାତ୍ରଛାତ୍ରୀ ପାଇବେ ମାଗଣା ଇଣ୍ଟରନେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ୱାଇ-ଫାଇ। ଏହାଦ୍ଵାରା ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କ୍ୟାମ୍ପସରେ ୱାଇ-ଫାଇ ଲଗାଇବା ଲାଗି...

ଗଣଶିକ୍ଷା ବିଭାଗର ମାଟ୍ରିକ ପରୀକ୍ଷା ଟିପ୍ସ, ଦୈନିକ ୧୦ ଘଣ୍ଟାରୁ ୧୪ ଘଣ୍ଟା ପଢ଼ନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍ ମିଶନ’ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବା ସହ ୬ରୁ ୭ ଘଣ୍ଟା ଶୋଇବାକୁ ପରାମର୍ଶ ଏକାଗ୍ରତା ବଢ଼ାଇବା ପାଇଁ ଯୋଗ...

ମିଳିଲା ମଞ୍ଜୁରୀ, ଏନସିଇଆରଟି ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’

ଓଡ଼ିଶାଲାଇଭ୍ ବ୍ୟୁରୋ ଏନସିଇଆରଟି ପୁସ୍ତକରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ବହିରେ ଏଣିକି ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ। ଏଥିପାଇଁ ଏନସିଇଆରଟି ପ୍ୟାନେଲ ସଦସ୍ୟମାନେ...