ବୁଥ୍‌ ଅଭିମୁଖେ ପୁଲିଂ କର୍ମଚାରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ ଏହା ଅନ୍ତର୍ଗତ ୨୮ଟି...
Election Update 7PM

Election Update @7PM (୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଆସିଲା ବିଜେଡିର ଇସ୍ତାହାର – କ’ଣ ନାହିଁ ଏଥିରେ? ବିଜେଡି ମଙ୍ଗଳବାର ୨୦୧୯ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି। ଯେଉଁଥିରେ ଅନେକ କିଛି ଉଲ୍ଲେଖ ରହିଛି। ବିଜେଡି...

ବିଜେଡିର ଇସ୍ତାହାର – ନବୀନ ଜପିଲେ ‘କାଳିଆ କାଳିଆ’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଇସ୍ତାହାରରେ ‘କାଳିଆ’ ଯୋଜନାକୁ ଅଗ୍ରାଧିକାର ଦେଲା ବିଜେଡି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାର ଅଳ୍ପ କେତେ ଘଣ୍ଟା ପୂର୍ବରୁ ବିଜେଡି ପ୍ରକାଶ କରିଛି ନିର୍ବାଚନୀ ଇସ୍ତାହାର। ଏହି...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଅନୁଭବ, ଶଶୀଭୂଷଣଙ୍କ ସହ ପ୍ରାର୍ଥିପତ୍ର ଦାଖଲ କଲେ ଅନେକ ହେଭିୱେଟ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିଛି। ଏପ୍ରିଲ ୨୯ରେ ୬ଲୋକସଭା ଆସନ ସହ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଶେଷଦିନରେ ଅନେକ ହେଭିୱେଟ ନେତା...

ଆସିଲା ବିଜେଡିର ଇସ୍ତାହାର – କ’ଣ ନାହିଁ ଏଥିରେ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେଡି ମଙ୍ଗଳବାର ୨୦୧୯ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି। ଯେଉଁଥିରେ ଅନେକ କିଛି ଉଲ୍ଲେଖ ରହିଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର ଘୋଷଣା କରାଯାଇଛି। ଏଥର ବିଜେଡିର ଇସ୍ତାହାରର...

ରହିଛି ରହିବି ବିଜେଡି ପାଇଁ – ଅରିନ୍ଦମ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=W2hapddI6Kc]ଓଲିଉଡ ସୁପରଷ୍ଟାର ଅରିନ୍ଦମ ଅଭିନେତାରୁ ରାଜନେତା ପାଲଟିଛନ୍ତି। ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପୂର୍ବରୁ ଅରିନ୍ଦମଙ୍କୁ ଟିକେଟ ମିଳିବା କଥା ଚର୍ଚ୍ଚା ଜୋର ସୋରରେ ହେଉଥିଲା। କିନ୍ତୁ ଓଡିଶାଲାଇଭ୍‌କୁ...

ବିଜେଡିର କାଳିଆ ଚିନ୍ତା – ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଜେ ଫେରାଦ ହେଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=tcn1kVbR3rA] କାଳିଆ ଟଙ୍କା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନବୀନ। ୧୯ ବର୍ଷ ଭିତରେ ଯାହା ଦେଖିବାକୁ ମିଳି ନଥିଲା ତାହା ୨୦୧୯ ନିର୍ବାଚନରେ ଦେଖିବାକୁ ମିଳୁଛି। ବିଜେଡି...

ପିସିସି ସଭାପତିଙ୍କ ଘରେ ଧର୍ମଶାଳା କଂଗ୍ରେସ ପ୍ରାର୍ଥୀ 

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିକେଟ୍‌ ପାଇଁ ପିସିସି ସଭାପତିଙ୍କ ଘରେ ଧର୍ମଶାଳା କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା।  କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲକୁ ଆଉ ୨ଘଣ୍ଟା ମାତ୍ର ଥିବା ବେଳେ ଏଯାଏଁ...

ବିଜେପିରେ ଯୋଗ ଦେଲେ ରବି ପାଣି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କୁ ନେଇ ରବି ଆଜି ପଦ୍ମ ଧରିଛନ୍ତି। ଗତ ରବିବାର ଦିନ ରବି...

କଂଗ୍ରେସରେ କେଁ –  ଦଳ ଛାଡ଼ିଲେ ରାଜ୍ୟ ମହିଳା ସଭାନେତ୍ରୀ

ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା। ରାଜ୍ୟମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିଛନ୍ତି। ସେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଲାଗି ସେ ଦଳ ଛାଡ଼ିଲେ। ଏ ସହିତ...