ବିଜୟଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେପିରେ କେଁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ସଫଳତାର ସହିତ ମୁକାବିଲା କରିବ। ଏପରି ପ୍ରସ୍ତାବକୁ ନେଇ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ଵ ଚିନ୍ତା...