ପଦ୍ମ ଧରିଲେ କେ ନାରାୟଣ ରାଓ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ। ପାରଳାଖେମୁଣ୍ଡି ବିଧାନସଭା ଟିକେଟ କଲ୍ୟାଣୀ ଗଜପତିଙ୍କୁ ମିଳିବା ପରେ ଅସନ୍ତୋଷ ଜାହିର କରିଥିଲେ ନାରାୟଣ ରାଓ। ସମର୍ଥକଙ୍କ ସହ...

ଆଜି ବାହାରିପାରେ ବିଜେପି ତାଲିକା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ କଂଗ୍ରେସର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବା ବେଳେ ବିଜେପିର ତାଲିକା ଏ...

କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ବିଜେଡିରୁ ନିଲମ୍ବିତ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ...

ଘଡ଼େଇ – ସବୁ ବେଳର ବନ୍ଧୁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର 'ଷ୍ଟ୍ରଙ୍ଗମ୍ୟାନ' ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କୁ ଗୋଟିଏ ଶବ୍ଦରେ ଯଦି କୁହାଯିବ ତାହା ହେଉଛି ସେ ଜଣେ ସର୍ବକାଳୀନ ବନ୍ଧୁ ବା 'ଅଲୱେଦର ଫ୍ରେଣ୍ଡ।' ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ନବୀନଙ୍କ ସହ ରିଟର୍ଣ୍ଣିଂ ଅଫିସର...

ବିଜେପି ପ୍ରାର୍ଥୀ ଘୋଷଣା ବିଳମ୍ବକୁ ବିଜେଡିର ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାର୍ଥୀ ଘୋଷଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।। ବିଜେଡି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ଏବେ ବିଜେପିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ପ୍ରାର୍ଥୀ ଘୋଷଣାରେ...

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ତାରାତାରିଣୀ ମନ୍ଦିରରେ ପହଞ୍ଚି ମା'ଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ...

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା। ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୬ ଭିତରେ ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ନାମାଙ୍କନ...

ନୟାଗଡ଼ରେ ଅରୁଣଙ୍କ ବିରୋଧରେ ଏଥର କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ (ନୟାଗଡ଼ରୁ ଜିତେନ୍ଦ୍ର ସାହୁ) : ୨୦୦୪ରୁ ନୟାଗଡ଼ ବିଧାନସଭା ଆସନରୁ ଲଗାତାର ଜିତିଆସୁଛନ୍ତି ଅରୁଣ କୁମାର ସାହୁ। ପାୱାର କରିଡରରେ ଦବଦବା ଯୋଗୁଁ ପଞ୍ଚାୟତିରାଜ, ଶକ୍ତି, ଆଇନ, ସୂଚନା ଓ...

କଂଗ୍ରେସ ଟିକେଟ – ତାରା ଉଠାଇଲେ ପ୍ରଶ୍ନ, ସାଧୁ ଛାଡ଼ିଲେ ଦଳ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ କେଁ। ବିଜେଡି ଭଳି କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୬ଟି ଲୋକସଭା ଏବଂ ୫୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ...