‘ବାଟଲା ହାଉସ’ରେ ଚାଲିବ ନୋରାଙ୍କ ଯାଦୁ, ‘ଓ ସକି’ରେ ଲଗାଇବେ ଜବରଦସ୍ତ ଠୁମକା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=-lcSLxkTQlU] ବଲିଉଡରେ ଆଇଟମ ଗୀତରେ ଡ୍ୟାନ୍ସ କରି ବେଶ୍ ନାଁ କରିଛନ୍ତି ଅଭିନେତ୍ରୀ ନୋରା ଫତେହୀ। ଜନ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେରେ ନୋରା 'ଦିଲବର ଦିଲବର'ରେ ନାଚି...

ନୂଆ ଭାବନା, ନୂଆ ଅନ୍ଦାଜରେ ଅମିତାଭ- ରିଲିଜ ହେଲା କେବିସି ପ୍ରମୋ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ ବି ଅମିତାଭ ବଚ୍ଚନ ଖୁବଶୀଘ୍ର 'କୌନ ବନେଗା କରୋଡପତି' ସିଜିନ ୧୧କୁ ନେଇ ଛୋଟ ପରଦାକୁ ଫେରିବେ। ଏହି ସୋ’ର ପ୍ରଥମ ପ୍ରମୋ ରିଲିଜ ହୋଇଛି। ଏଥିରେ ଅମିତାଭ...

ପୁଣି ଆକ୍ସନ ମୁଡରେ ବିଜୟ, ରିଲିଜ ହେଲା ‘ଡିୟର କମରେଡ୍’ ଟ୍ରେଲର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ[youtube https://www.youtube.com/watch?v=fCX9oYPUpZg] ଆଉ ଏକ ଦମଦାର ଫିଲ୍ମ ନେଇ ଆକ୍ସନ ଦୁନିଆଁକୁ ଫେରିଲେ ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା। ଅର୍ଜୁନ ରେଡ୍ଡୀ ପରେ ତାଙ୍କୁ ପୁଣିଥରେ ଆକ୍ସନ ଫିଲ୍ମରେ ଦେଖିବାକୁ ପାଇବେ...

ରିଲିଜ ହେଲା ହ୍ରିତିକଙ୍କ ‘ସୁପର ୩୦’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ବିହାରର ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସୁପର ୩୦' ଆଜି ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ଅଭିନେତା ହ୍ରିତିକ ରୋଶନ...

କ୍ରିକେଟ୍‌ରୁ ଅବସର ନନେବା ପାଇଁ ଧୋନିଙ୍କୁ ଅନୁରୋଧ କଲେ ଲତା ମଙ୍ଗେସକର

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛିଦିନ ଧରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ୍‌ କୁଲ୍‌ ନାମରେ ଜଣାଶୁଣା ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌ରୁ ଅବସର ନେବା କଥା ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର...

ତାପସୀ ଓ ଭୂମିଙ୍କ ଗାଉଁଲି ଅନ୍ଦାଜ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ତାପସୀ ପନ୍ନୁ ଓ ଭୂମି ପଡେନକରଙ୍କ ଅଭିନୀତ ଫିଲ୍ମ 'ସାଣ୍ଡ କି ଆଖଁ'ର ଟିଜର ରିଲିଜ ହୋଇଛି। ଏଥିରେ ଦୁଇ ଅଭିନେତ୍ରୀ ବୟସ୍କ ସୁଟର ଭାବେ ନଜର ଆସିଛନ୍ତି। ଏଥିରେ...

ଏବେ କ’ଣ କରୁଛନ୍ତି ମିସ୍ ଓ୍ୱାର୍ଲ୍ଡ ମାନୁଷୀ ଚିଲ୍ଲର?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୭ରେ ମିସ୍ ଓ୍ୱାର୍ଲ୍ଡ ହୋଇଥିବା ମାନୁଷୀ ଚିଲ୍ଲର ଏବେ କେଉଁଠି? ଦୀର୍ଘଦିନରୁ ତାଙ୍କୁ ନାଁ ଆଉ ଚର୍ଚ୍ଚା ହେଉନି। ମିସ ଓ୍ୱାର୍ଲ୍ଡ ମୁକୁଟ ପିନ୍ଧିବା ପରେ ସେ ବଲିଉଡରେ ଡେବ୍ୟୁ...

ଆସନ୍ତାକାଲି ରିଲିଜ ହେବ ହ୍ରିତିକଙ୍କ ‘ସୁପର ୩୦’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=nk2kPxWEM4s] ଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କାରଣ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ ଶୁକ୍ରବାର ରିଲିଜ ହେବ। ଫିଲ୍ମରେ ହ୍ରିତିକଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ...

ବଲିଉଡରେ ଟ୍ରିପଲ ତଲାକ୍ ଇଫେକ୍ଟ; ବଦଳି ଯାଇଥିଲା ଫିଲ୍ମର ନାଁ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନିକାହ ଚଳଚ୍ଚିତ୍ରର ନାମକରଣ ପଛରେ ଥିବା ରୋଚକ କଥା: ‘ନିକାହ’। ୧୯୮୨ରେ ବି. ଆର ଚୋପ୍ରା ନିର୍ମାଣ କରିଥିବା ସୁପରହିଟ୍ ବଲିଉଡ୍ ଚଳଚ୍ଚିତ୍ର। ଚଳଚ୍ଚିତ୍ରର କାହାଣୀ ବେଶ ହୃଦୟସ୍ପର୍ଶୀ। ଏଥିରେ ବର୍ଣ୍ଣନା...

ସତ ଘଟଣା ଉପରେ ଆଧାରିତ ‘ବାଟଲା ହାଉସ’- ରିଲିଜ ହେଲା ଟ୍ରେଲର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦୀର୍ଘଦିନର ଅପେକ୍ଷା ପରେ ରିଲିଜ ହୋଇଛି ଫିଲ୍ମ 'ବାଟଲା ହାଉସ'ର ଟ୍ରେଲର। ୩ ମିନିଟର ଟ୍ରେଲରରେ ପିଲ୍ମର ସମସ୍ତ କଳାକାରଙ୍କୁ ଦେଖାଯାଇଛି। ହେଲେ ସବୁଠୁ ନିଆରା ଢଙ୍ଗରେ ନଜର ଆସିଛନ୍ତି...