ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଡକ୍ଟର ଭାସ୍କର ମିଶ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ ପ୍ରସିଦ୍ଧ ଉତ୍ସବ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ଶ୍ରୀଜୀଉମାନଙ୍କର ଏହି ସ୍ନାନ ମହୋତ୍ସବ ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ...

ଆଇଟିଏଓ ପକ୍ଷରୁ ଆଇଟି କନ୍‍‍କ୍ଲେଭ – ୨୦୧୮

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭୁବନେଶ୍ୱରରେ ୫ମ ଆଇଟି କନକ୍ଲେଭ-୨୦୧୮ ଉଦ୍‌ଘାଟିତ କନକ୍ଲେଭର ଶୀର୍ଷକ ରହିଛି "ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍' ଯୋଗ ଦେଲେ ଆଇଟି ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ଆଇଟି ବିଶେଷଜ୍ଞ ଏବଂ...

କେମିତି ହୁଏ ମାଢ଼ି ରୋଗର ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=q9Jo_0ly_6M ମାଢ଼ି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇଟିସ୍‌ ବୋଲି କୁହାଯାଏ। ଏହାଦ୍ଵାରା ମାଢ଼ିରେ ସଂକ୍ରମଣ ହୋଇ ମାଢ଼ି ନଷ୍ଟ ହେବା, ମାଢ଼ି ଫୁଲିଯିବା, ଦାନ୍ତ ଗଳିଯିବା ଭଳି ସମସ୍ୟା ଉପୁଜିଥାଏ। ଦନ୍ତ ରୋଗ...

କିଷନ ବିର୍ତ୍ତିଆ ହେବେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ବଳରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିର୍ତ୍ତିଆ। ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଧନୁଯାତ୍ରା ମଞ୍ଚରେ...

ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ପୁରୀ): ରାଜ୍ୟ ସରକାର, ୟୁନିସେଫ ଓ ଆକ୍ସନ ଏଡର ମିଳିତ ସହଯୋଗରେ ପୁରୀଠାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ସଖୀ ଓ ସହେଲୀ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ୟୁନିସେଫ...

ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ: କିପରି ନେବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=x9cItKa1XOk ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି...

ଜମୁଛି ଶିଶିର ସରସ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ  ମୋଟ୍ ୨୯୩ ଷ୍ଟଲ ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାରେ ଏକତ୍ରିତ ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବ୍ୟବସାୟୀ।...