ମହଙ୍ଗା ପଡ଼ିବ ପହଲଗାମ ଆକ୍ରମଣ: ପାଣି ପାଇବନି ପାକିସ୍ତାନ!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/yg5PEAuPfTg
ପହଲଗାମ ନରସଂହାର ପରେ ପାକିସ୍ତାନ ବିରୋଧରେ ଗୋଟେ ପରେ ଗୋଟେ କଠୋର ପଦକ୍ଷେପ ଗ୍ରହଣ କରିଚାଲିଛି ଭାରତ। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରାଯାଇଛି।...
କାହିଁକି ପାକିସ୍ତାନ ଫେରିଲେନି ସୀମା ହାଇଦର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/LPRCsL-2Pjs
ପହଲଗାମ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ସୀମା ହାଇଦର। ୨୦୨୩ରେ ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତ ଆସିଥିଲେ ସୀମା। ପ୍ରେମିକ ସଚିନ ମିଣାଙ୍କୁ ବିବାହ କରି ସେ ଭାରତରେ...
ଆତଙ୍କବାଦ ବିରୋଧରେ ଲଢ଼େଇ: ଭାରତ ସପକ୍ଷରେ ରହିଛି ରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/X7DwuXPNIdE
ପହଲଗାମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ପହଲଗାମ ଆତଙ୍କୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି...
ପହଲଗାମ ପ୍ରତିଶୋଧ: ମିସାଇଲ୍ ମାଡ଼ରେ ୯ ଆତଙ୍କୀ କ୍ୟାମ୍ପ ଧ୍ଵଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/5mmHwx2hgDE
ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ମଙ୍ଗଳବାର ମଧ୍ୟରାତିରେ ପାକିସ୍ତାନ ଏବଂ ପିଓକେରେ ହୋଇଛି ପ୍ରାୟ ୨୪ଟି ମିଜାଇଲ ମାଡ଼। ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ...
ବାଲେଶ୍ଵରରେ ମକ୍ ଡ୍ରିଲ ପାଇଁ ଜରୁରୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ମକ୍ ଡ୍ରିଲକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ...
ବିଜୁବାବୁଙ୍କୁ ସମ୍ମାନିତ କରିବ ରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/4OuwvKHTYIA
ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ରୁଷର ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁବାବୁଙ୍କୁ ସମ୍ମାନିତ କରାଯିବ। ଏନେଇ ଦିଲ୍ଲୀସ୍ଥିତ ରୁଷ ଦୂତାବାସରେ...
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/jjVnMc26N8s
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ସମେତ ସୁପ୍ରିମକୋର୍ଟର ୨୧ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି। ଏହି ସମ୍ପତ୍ତି ବିବରଣୀ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ କରାଯାଇଛି।
ପ୍ରଧାନ ବିଚାରପତି...
ପହଲଗାମ ପୀଡ଼ିତା କହିଲେ – ନ୍ୟାୟ ମିଳିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Xe1Uex93Ask
ନିରୀହ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ରାତିରେ ଅଚିନ୍ତାରେ ଶୋଇଥିବା ଷଡ଼ଯନ୍ତ୍ରକାରୀଙ୍କ ଉପରେ ମିଜାଇଲ୍ ମାଡ଼। ‘ଅପରେସନ ସିନ୍ଦୂର’ ଜରିଆରେ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା। ଯାହା ପରେ ସାମ୍ନାକୁ...
‘ଅପରେସନ ସିନ୍ଦୂର’ ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/vbmYAYTUqrs
ପହଲଗାମର ବର୍ବର ଆକ୍ରମଣ ପରେ ସାରା ଦେଶରେ ଜଳୁଥିଲା ପ୍ରତିଶୋଧର ନିଆଁ। ଯେପରି ଭାବେ ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ଵାମୀଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ ମଥାରୁ ସିନ୍ଦୂର ପୋଛି ଦିଆଯାଇଥିଲା,...
ପହଲଗାମ ପ୍ରତିଶୋଧ ପାଇଁ ‘ଅପରେସନ ସିନ୍ଦୂର’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/qte9_wC0Pv4
ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଉରି ଓ ପୁଲଓ୍ଵାମା ଆକ୍ରମଣର ଯେପରି ପ୍ରତିଶୋଧ ନେଇଥିଲା, ତା’ଠାରୁ ବଡ଼ ଆକାରରେ ଏଥର ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ରାତି ଅଧରେ ପାକିସ୍ତାନ...





















