ଆମିରଙ୍କୁ ଚମକାଇଲେ ତୁର୍କୀର ଆଇସ୍‌କ୍ରିମ୍‌ ବିକାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଏବେ ନିଜର ଆଗାମୀ ସିନେମା ‘ସିକ୍ରେଟ୍‍ ସୁପରଷ୍ଟାର’ର ପ୍ରମୋସନ ପାଇଁ ଅଛନ୍ତି ତୁର୍କୀରେ। ଆମିର ତୁର୍କୀରେ ବହୁତ ଖୁସି ଅଛନ୍ତି ଓ ତୁର୍କୀ ଯିବା ପାଇଁ...

ଟି-୨୦ ମ୍ୟାଚ: କଙ୍ଗାରୁ ଟିମ୍‌କୁ ହରାଇଲା ଟିମ୍‌ ଇଣ୍ଡିଆ

ଓଡ଼ିଶା ଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ଟିମ୍‌କୁ ୯ ଓ୍ବିକେଟରେ ହରାଇଛି ଟିମ୍‌ ଇଣ୍ଡିଆ। ରାଞ୍ଚିରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତୀୟ ଟିମ୍। ଟସ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପ୍ରଥମେ...

୩୬ ଘଣ୍ଟା ଚକା ଜାମ୍‌ ଆନ୍ଦୋଳନ: ୯ରୁ ସାରା ଦେଶରେ ଗଡ଼ିବନି ଟ୍ରକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଏସ୍‌ଟିରେ ସଂଶୋଧନ ଆଣି ମୋଦି ସରକାର ଖୁସି ମନାଉଛନ୍ତି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସରକାରଙ୍କ ଏହି ଖୁସିକୁ ଟ୍ରକ ମାଲିକ...

ଧର୍ମଘଟ କରିବେ ବସ୍‌ ମାଲିକ ସଂଘ: ନଭେମ୍ବର ୧ରୁ ଗଡ଼ିବନି ଘରୋଇ ବସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ୫ ଦଫା ଦାବି ପୂରଣ କର। ନଚେତ୍‌ ଧର୍ମଘଟକୁ ସମ୍ଭାଳ। ରାଜ୍ୟ ସରକାରଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ଦାବି ନ ମାନିଲେ ନଭେମ୍ବର ୧ରୁ...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବୁଣାକାର ସଂଘର କର୍ମକର୍ତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ରାଜ୍ୟ ସରକାର ରାଜ୍ୟ  ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ କରିଛନ୍ତି। ଏହା ଆଗାମୀ ଦିନରେ କାରିଗରଙ୍କ ...

ପେଟ୍ରୋଲ୍ ପଲିଟିକ୍ସ: ୧୩ରେ ବନ୍ଦ ରହିବ ପେଟ୍ରୋଲ ପମ୍ପ୍, ଭାଟ୍‌ ହ୍ରାସକୁ ଓଡ଼ିଶା ସରକାରଙ୍କ ନା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୋର୍‌ ଧରିଛି ପେଟ୍ରୋଲ ପଲିଟିକ୍ସ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ନେଇ ପଲିଟିକ୍ସ ଥମିବାର ନାଁ ଧରୁନି। କେତେବେଳେ ବିରୋଧୀ ଦଳ ତ ପୁଣି ଆଉ...

ଗଡ଼ ରକ୍ଷା ପାଇଁ ଗୋଟି ଚାଳନା: ଦ୍ୱାରକାବାସୀଙ୍କୁ ନିର୍ବାଚନୀ ଭେଟିଦେଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗୁଜୁରାଟ ଗସ୍ତକୁ ସପ୍ତାହେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବାରୁ ମୋଦି...

ବଙ୍ଗୀୟ ସୁନ୍ଦରୀ ଝିଲିକ ଭଟ୍ଟାଚାର୍ଯ୍ୟ କାହାକୁ କହିବେ ‘ତୁ ମୋ’ ହିରୋ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀପାବଳି ଅବସରରେ ରିଲିଜ ହେବାକୁ ଥିବା ‘ତୁ ମୋ ହିରୋ’ ସିନେମାରେ ବଙ୍ଗୀୟ ନାୟିକା ଝିଲିକ୍‍ ଭଟ୍ଟାଚାର୍ଯ୍ୟ ତାଙ୍କ ଅଭିନୟର ଯାଦୁରେ ପୁଣିଥରେ ଦର୍ଶକଙ୍କ ମନ ଜିଣିବାର ବିଶ୍ୱାସ ରଖିଛନ୍ତି। ଏହି...

ବିଜେଡିର ମିଶନ ବିଜେପୁର: ପାର୍ଟି ଅଫିସରେ ଦଳୀୟ ନେତାଙ୍କ କସରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ ଅସନ୍ତୁଷ୍ଟ ନେତା ଦଳିୟ ନେତାଙ୍କୁ ନାକେଦମ୍‌ କରୁଛନ୍ତି। ଏଣୁ ଅସନ୍ତୁଷ୍ଟଙ୍କୁ...

ଜିଏସ୍‌ଟିରେ ସଂଶୋଧନ: ଏଣିକି ୩ ମାସରେ ଦାଖଲ ହେବ ରିଟର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ମାସେ ନୁହେଁ, ୩ ମାସରେ ଥରେ ଦାଖଲ ହେବ ରିଟର୍ଣ୍ଣ। ଆଜି ଦିଲ୍ଲୀରେ ବସିଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ହୋଇଛି। ବ୍ୟବସାୟୀଙ୍କ ରିଟର୍ଣ୍ଣ ଫାଇଲ୍‌ ପ୍ରକ୍ରିୟାକୁ ସରଳ କରାଯାଇଛି। ଜିଏସ୍‌ଟି...