ଓଡ଼ିଶା ଛାଡ଼ିଲେ ଏସସି ଜମିର : ଭୁବବେଶ୍ୱର ବିମାନବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର ଏସସି ଜମିର ଓଡ଼ିଶା ଛାଡ଼ିଛନ୍ତି। ଭୁବନେଶ୍ୱର ବିମାନବନ୍ଦରଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ଓଡ଼ିଶାରୂ ବିଦାୟ ନେଇଛନ୍ତି ପୂର୍ବତନ ରାଜ୍ୟପାଳ ଏସସି ଜମିର। ୨୦୧୩ ମସିହା...

ବଜେଟରେ କ୍ରୀଡ଼ା ବିକାଶ ଉପରେ ଫୋକସ୍, ପୁରୁଷ ହକି ବିଶ୍ୱକପ୍ ପାଇଁ ୧୨୫ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବଜେଟରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୧୮ ନଭେମ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୧୮ ନଭେମ୍ବରରେ କଳିଙ୍ଗ...

ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨୩: ଖୋଲିଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ରେ ନବବିବାହିତଙ୍କ ସୁନାର ସଂସାରକୁ ଉଜାଡ଼ି ଦେଲା ପାର୍ସଲ ବୋମା। ଏହି ଘଟଣାକୁ ମାସେ ପୂରିଥିଲେ ବି ପୋଲିସ ଏହାର ଖିଅ ପାଉନି। ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଛି।...

ହକି ଖେଳିବେ ଅନୁଭବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ହକି ଖେଳିବାକୁ ଯାଉଛନ୍ତି। ହେଲେ ରିୟଲରେ ନୁହେଁ ରିଲରେ ହକି ଖେଳିବେ ଅନୁଭବ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କିଙ୍କ ଜୀବନୀକୁ ନେଇ ନିର୍ମାଣ...

୧୬ ହଜାର ୭୬୫ କୋଟିର ସ୍ୱତନ୍ତ୍ର କୃଷି ବଜେଟ୍: ଜଳସେଚନକୁ ଗୁରୁତ୍ୱ ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ୮ଟି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା ବ୍ୟୟବରାଦ ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି ମୃତ୍ତିକା...

ସୁବାସ ଦାସଙ୍କ କଣ୍ଠରେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wssdGTn_Kog] ‘ଛୋଟ ମୋର ଗାଁ’ଟି ଗୀତଟି ପ୍ରଖ୍ୟାତ କବି ସଚ୍ଚି ରାଉତରାୟଙ୍କର ଏକ ଅନବଦ୍ୟ ଏବଂ ଅଭୁଲା ସୃଷ୍ଟି । ଦେଶବିଦେଶରେ ଥିବା ଓଡ଼ିଆଙ୍କ ପ୍ରାଣରେ ଆଜିବି ଏହା ବେଶ୍ ଆବେଗ...

ବିଧାନସଭାରେ ଟାମାଟୋ ତାତି: ଗୃହରେ ହଙ୍ଗାମା କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାର ବିରୋଧୀଙ୍କ ହୋହଲ୍ଲା। ଶୂନ୍ୟକାଳରେ ଉଠିଛି ଟମାଟୋ ଅଭାବୀ ବିକ୍ରି ପ୍ରସଙ୍ଗ। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି। ଟମାଟୋର ଅଭାବି ବିକ୍ରିକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ।...

ଆନା ହଜାରେଙ୍କ ଅନଶନ ଆରମ୍ଭ: ଆସନ୍ତୁ ଜାଣିବା କ’ଣ ରହିଛି ଆନାଙ୍କ ଦାବି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଦିଲ୍ଲୀର ଦିଲ୍ଲୀ ରାମ ଲୀଳା ମଇଦାନରେ ଚାଷୀଙ୍କ ହକ୍ ଓ ଭ୍ରଷ୍ଟାଚାର ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧି ଶ୍ରଦ୍ଧାଜ୍ଞଳି ଅର୍ପଣ କରିବା ପରେ...

ବିଚକ୍ଷଣ ଶିଶୁ ଚାହୁଁଛନ୍ତି କି? ଗର୍ଭାବସ୍ଥାରେ ଖାଆନ୍ତୁ ଅଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତ୍ୟେକ ଗର୍ଭବତୀ ମା’ ଚାହାନ୍ତି ତାଙ୍କ ଗର୍ଭସ୍ଥ ଶିଶୁ ବିଚକ୍ଷଣ ହେବା ସହ ତା’ ମସ୍ତିଷ୍କ ଭଲ ଭାବେ ବିକଶିତ ହେଉ। ତେଣୁ ଗର୍ଭାବସ୍ଥାରେ ନିଜ ଖାଦ୍ୟ ଉପରେ ସ୍ଵତନ୍ତ୍ର ଦୃଷ୍ଟି...

ଫେସବୁକରୁ ଡାଟା ଚୋରି ପାଇଁ ନିଜକୁ ଦାୟୀ କଲେ ମାର୍କ ଜୁକରବର୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାଟା ଚୋରିକୁ ନେଇ ଝଡ଼ ବହିବା ପରେ ନିଜକୁ ଦାୟୀ କରିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସ୍‌ବୁକ୍‌ ପ୍ଲାଟଫର୍ମରେ ଯାହା ବି ଘଟୁଛି ସେଥିପାଇଁ ମୁଁ ଦାୟୀ ବୋଲି କହିଛନ୍ତି...