ଦେଶକୁ ଗର୍ବିତ କଲେ ଅରୁଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇଦ୍ରାବାଦର ଅରୁଣା ବି ରେଡ୍ଡୀ ଜିମ୍ନାଷ୍ଟିକ୍ ବିଶ୍ୱକପରେ ଦେଶ ପାଇଁ ପ୍ରଥମ ପଦକ ଜିଣି ଦେଶକୁ ଗୌରାବାନିତ୍ଵ କରିଛନ୍ତି। ୨୨ ବର୍ଷୀୟ ଅରୁଣା ବି ରେଡ୍ଡୀ ବିଶ୍ୱକପ୍‌ରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି।...

ସୁନ୍ଦର ଦେଖାଯିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ଟି ଅସ୍ତ୍ରୋପଚାର: କ’ଣ ଏହାଥିଲା ତାଙ୍କ ମୃତ୍ୟୁର କାରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କ ମନ ଜିଣିଥିବା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ଆଉ ନାହାନ୍ତି। ଅଚାନକ ହୃଦଘାତରେ ମୃତ୍ୟୁବରଣ କରିଥିବା ଶ୍ରୀଦେବୀଙ୍କ ମୃତ୍ୟୁର କାରଣକୁ ନେଇ ନାନା ପ୍ରଶ୍ନବାଚୀ...

ଟେଷ୍ଟ ଚାମ୍ପିଅନସିପ୍ ଗଦା ହାସଲ କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଂ୧ ସ୍ଥାନରେ ଥିବା ଭାରତୀୟ କ୍ରିକେଟ ଦଳକୁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିଅନସିପର ଗଦା ଉପହାର ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି...

କାହିଁକି ୨୪ ତାରିଖ ସଚିନଙ୍କ ପାଇଁ ଶୁଭ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍ ଜନ୍ମଗ୍ରହଣ କରିଥିଲେ ତା’ନୁହେଁ ତାଙ୍କ କ୍ରିକେଟ୍‌ ଜୀବନର ବି ଅନେକ...

ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି କୋଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ। ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ।...

ବଡ଼ ପରଦାରେ ବାସ୍ତବ କାହାଣୀକୁ ନେଇ ସିନେମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅତୀତରେ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଅନେକ ସିନେମା। ସେଥମଧ୍ୟରୁ କେତେକ ବକ୍ସ ଅଫିସରେ ସଫଳତା ହାସଲ କରିଥିବାବେଳେ ଆଉ କେତେକ ପ୍ଲପ୍ ସାବ୍ୟସ୍ତ ହୋଇଛି। ବେଳେବେଳେ ବଲିଉଡ଼ରେ ସତ୍ୟ...

ନିରବ ମୋଦିଙ୍କ ପାସପୋର୍ଟ ରବ୍ଦ, ପିଏନ୍‌ବି ଅଧିକାରୀଙ୍କୁ ସିବିଆଇ ଜେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଡି ଏବଂ ସିବିଆଇକୁ ଧରା ଦେଉ ନାହାନ୍ତି ପିଏନ୍‌ବି ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି। ୨୬ ତାରିଖ ସୁଦ୍ଧା ନିରବ ଇଡି ଅଫିସରେ ହାଜର ନହେଲେ ତାଙ୍କୁ ପଳାତକ ଘୋଷଣା କରିବାକୁ...

ସରିଲା ବିଜେପୁର ଭୋଟ୍: ଇଭିଏମ୍‌ରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୮ରେ ବାହାରିବ ଫଳାଫଳ ୭୨ ପ୍ରତିଶତରୁ ଅଧିକ ମତଦାନ ପ୍ରଥମ ଥର ପାଇଁ ଭିଭିପାଟ୍ ମେସିନରେ ଭୋଟ ଦେଲେ ଭୋଟର ୧୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସରିଲା ବିଜେପୁର ଭୋଟ୍। ଇଭିଏମରେ...

ବିଜେପୁର ମତଦାନ ଅପ୍‌ଡେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ନିଲମ୍ବିତ ଶେଷ ହେଲା ବିଜେପୁର ଭୋଟ ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ୪ଟା ସୁଦ୍ଧା ୭୦ ପ୍ରତିଶତ ଭୋଟିଂ ସୂଚନା ଅପରାହ୍ଣ ୩ଟା...

ବାହାଘର ଗିଫ୍ଟ ପ୍ୟାକେଟ୍‌ରେ ଆସିଥିଲା ମୃତ୍ୟୁ, ଉଜୁଡ଼ି ଗଲା ନବବିବାହିତଙ୍କ ସୁନାର ସଂସାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସାର ଗଢ଼ିବାର ସ୍ୱପ୍ନ ନେଇ ବାପ ଘରୁ ଶାଶୂ ଘରକୁ ଆସିଥିଲେ ସୋନପୁରର ରିନା ସାହୁ। ହେଲେ ତାଙ୍କ ସୁନେଲି ସ୍ୱପ୍ନ ଚୁର୍‌ମାର୍ ହୋଇଯାଇଛି। ଅଷ୍ଟମଙ୍ଗୁଳା ପୂର୍ବରୁ ସେ ବିଧବା ହୋଇଯାଇଛନ୍ତି।...