ନିରବ ମୋଦିଙ୍କ ପାସପୋର୍ଟ ରବ୍ଦ, ପିଏନ୍ବି ଅଧିକାରୀଙ୍କୁ ସିବିଆଇ ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଡି ଏବଂ ସିବିଆଇକୁ ଧରା ଦେଉ ନାହାନ୍ତି ପିଏନ୍ବି ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି। ୨୬ ତାରିଖ ସୁଦ୍ଧା ନିରବ ଇଡି ଅଫିସରେ ହାଜର ନହେଲେ ତାଙ୍କୁ ପଳାତକ ଘୋଷଣା କରିବାକୁ...
ସରିଲା ବିଜେପୁର ଭୋଟ୍: ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୮ରେ ବାହାରିବ ଫଳାଫଳ
୭୨ ପ୍ରତିଶତରୁ ଅଧିକ ମତଦାନ
ପ୍ରଥମ ଥର ପାଇଁ ଭିଭିପାଟ୍ ମେସିନରେ ଭୋଟ ଦେଲେ ଭୋଟର
୧୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ
ସରିଲା ବିଜେପୁର ଭୋଟ୍। ଇଭିଏମରେ...
ବିଜେପୁର ମତଦାନ ଅପ୍ଡେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୩ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ନିଲମ୍ବିତ
ଶେଷ ହେଲା ବିଜେପୁର ଭୋଟ
୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ
୪ଟା ସୁଦ୍ଧା ୭୦ ପ୍ରତିଶତ ଭୋଟିଂ ସୂଚନା
ଅପରାହ୍ଣ ୩ଟା...
ବାହାଘର ଗିଫ୍ଟ ପ୍ୟାକେଟ୍ରେ ଆସିଥିଲା ମୃତ୍ୟୁ, ଉଜୁଡ଼ି ଗଲା ନବବିବାହିତଙ୍କ ସୁନାର ସଂସାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସାର ଗଢ଼ିବାର ସ୍ୱପ୍ନ ନେଇ ବାପ ଘରୁ ଶାଶୂ ଘରକୁ ଆସିଥିଲେ ସୋନପୁରର ରିନା ସାହୁ। ହେଲେ ତାଙ୍କ ସୁନେଲି ସ୍ୱପ୍ନ ଚୁର୍ମାର୍ ହୋଇଯାଇଛି। ଅଷ୍ଟମଙ୍ଗୁଳା ପୂର୍ବରୁ ସେ ବିଧବା ହୋଇଯାଇଛନ୍ତି।...
ଶନିବାର ବିଜେପୁରରେ ଭୋଟ୍: ୨୮୧ ବୁଥ୍ ପାଇଁ ୩୬ ପ୍ଲାଟୁନ୍ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୫୫ଟି ବୁଥ୍ ସମ୍ବେଦନଶୀଳ
ବିଜେପୁରରେ ୧୨ଟି ପୋଲିସ ସ୍କ୍ୱାଡ୍ ଏବଂ ୩ ଫ୍ଲାଇଙ୍ଗ୍ ସ୍କ୍ୱାଡ୍
୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମ୍ ନିୟୋଜିତ
ଶନିବାର ବିଜେପୁର ଉପ-ନିର୍ବାଚନ ପାଇଁ ହେବ...
ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ: ବିଜେପି-ବିଜେଡି ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପୂର୍ବରୁ ବିଜେପୁରର ପଡ଼ୋଶୀ ସୋହେଲାରେ ଆତଙ୍କରାଜ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ବିଜେପି-ବିଜେଡି ହୋଇଛନ୍ତି ମୁହାଁମୁହିଁ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ...
ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍: ମନ୍ତ୍ରୀ କହିଲେ, “ଲିକ୍ ହୋଇନି ଆତଙ୍କିତ ହୁଅନି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଆରମ୍ଭରୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସାମ୍ନାକୁ ଆସିଛି।
ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଯାଇଛି। ମାତ୍ର ପରୀକ୍ଷା ଆରମ୍ଭରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର...
ଆଉ ଏକ ଇନିଂଶ ଆରମ୍ଭ କରିବେ ହରମନପ୍ରିତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହିଳା କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ହରମନପ୍ରିତ୍ କୌର୍ ଆଉ ଏକ ଇଂନିଶ ଖେଳିବାକୁ ଯାଉଛନ୍ତି। କିନ୍ତୁ ଏଥର ପଡ଼ିଆରେ ନୁହେଁ ପୁଲିସ୍ ଡିଏସପି ଭାବେ ଆଇନ୍ ବ୍ୟବସ୍ଥା ତଦାରଖ...
ଧୁମ୍ ମଚାଉଛି ‘ବାଗି-୨’ ଟ୍ରେଲର: ୨୪ ଘଣ୍ଟାରେ ୬୦ ମିଲିୟନ୍ ଭ୍ୟୁଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
‘ବାଗି-୨’ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୬୦ ମିଲିୟନ୍ ଦର୍ଶକ ଏହି ଟ୍ରେଲରକୁ ଦେଖିସାରିଲେଣି।
ରିଲିଜ ହୋଇଛି ଆକ୍ସନ୍-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର। ରିଲିଜ୍ ହେବାର ମାତ୍ର ଦୁଇ...
ମାର୍ଚ୍ଚ ୧ରୁ ମହଙ୍ଗା ହେବ ସ୍କୋଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧ରୁ ବଢ଼ିବ କାର ଦାମ। ବଜେଟ୍ରେ ଦାମୀ କାର୍ଗୁଡ଼ିକର ସୀମା ଶୁଳ୍କ ବଢ଼ିଥିବାରୁ କମ୍ପାନି ପକ୍ଷରୁ ମଧ୍ୟ କାର୍ ମୂଲ୍ୟ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି।
ଯଦି ନିକଟ ଭବିଷ୍ୟତରେ ସ୍କୋଡା...





















