ଅଦରକାରୀ ଜିନିଷରୁ ତନ୍ମୟୀ ସୃଷ୍ଟି କରିପାରନ୍ତି ଆକର୍ଷଣୀୟ ସୋ-ପିସ୍

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଖାତାରେ ପାଠ ଲେଖିବା ବଦଳରେ କରୁଥିଲେ ଚିତ୍ର। ବ୍ୟାଗ୍‌ରେ ବହି ରଖିବା ବଦଳରେ ବାହାରୁଥିଲା ପୁଳା ପୁଳା ଚିରାକାଗଜ। ପିଲାବେଳର ଏହି ଅଭ୍ୟାସ ହିଁ ତନ୍ମୟୀ ପାଢ଼ୀଙ୍କୁ ଆଜି...

ଆଧାର କାର୍ଡ ମାମଲା: ସୁପ୍ରିମକୋର୍ଟ ଦୂର କଲେ ସନ୍ଦେହ, ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ସମୟ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦଲିଲକୁ ମାନି ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ସଂଯୋଗ କରିବା ପାଇଁ ସମୟ ସୀମାକୁ ୩୧ ମାର୍ଚ୍ଚ ଯାଏଁ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ...

ମଲ୍ଲିକା ସେରାୱାତ ବେଘର, ଦେଇପାରିଲେନି ଭଡ଼ା

ଓଡ଼ିଶାଲାଇଭ୍‍ ବ୍ୟୁରୋ ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱାତ ଏବେ ଘୋର ଆର୍ଥିକ ବୋଝ ଦେଇ ଗତିକରୁଥିବା ପରିଲକ୍ଷିତ ହୋଇଛି। ବିଗତ କିଛି ସମୟ ଧରି ଏହି ଷ୍ଟାର ଜଣକ ଅସୁବିଧାରେ ଜୀବନ କାଟୁଛନ୍ତି। ଏକେ...

ଧନୁଯାତ୍ରାର ବାର୍ତ୍ତା: ଦୁଇ ଦେଶ ଭିତରେ ରାଜନୈତିକ ଶତ୍ରୁତା ବାଣିଜ୍ୟକୁ ପ୍ରଭାବିତ କରେନାହିଁ

ଅଶୋକ ବହିଦାର ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କେବଳ ମନୋରଞ୍ଜନର ମାଧ୍ୟମ ପାଲଟି ନାହିଁ, ଏହାର କିଛି ନାଟକୀୟ ଦୃଶ୍ୟ ବିଶ୍ୱକୁ ଶିକ୍ଷଣୀୟ ବାର୍ତ୍ତା ଦେଉଛି। ମଥୁରା ବଜାରରେ ଗୋପୀମାନଙ୍କର ଦହିବିକା, ରଙ୍ଗସଭା, ଅକ୍ରୁରଙ୍କ ମଥୁରାଗମନ...

ଶେଷ ହେଲା ଗୁଜୁରାଟ ନିର୍ବାଚନ: ଜାଣନ୍ତୁ କିଏ କେଉଁଠି ଦେଲେ ଭୋଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ଗୁଜୁରାଟ ବିଧାନସଭା ଭୋଟ୍‌। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତା ବୁଥ୍‌କୁ ଯାଇ ଭୋଟ୍‌ ଦେଇଛନ୍ତି। ଜାଣନ୍ତୁ କେଉଁ ନେତା କେଉଁଠି ଭୋଟ...

୨୦୨୦ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ ମୋର ଶେଷ ଲକ୍ଷ୍ୟ: ମେରୀ କମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା ବକ୍ସର ମେରୀ କମ୍‌ଙ୍କ ସ୍ୱପ୍ନ ଶେଷ ହୋଇନି। ମହିଳା ବକ୍ସିଂକୁ ନେଇ ତାଙ୍କ ମନରେ ଅନେକ ଆଶା ରହିଛି। ୨୦୨୦ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ସେ...

ଅନୁଷ୍କାଙ୍କ ଫିଟନେସ୍ ରହସ୍ୟ: ଜିମ୍ ଯିବା ସହ ଦୁଇଥର ଯୋଗ କରନ୍ତି ଏହି ସେଲିବ୍ରିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦୁଇଥର ଯୋଗ କରିବା ସହ ଜିମ୍‌ ଯାଆନ୍ତି ସେଲିବ୍ରିଟି ଅନୁଷ୍କା ଶର୍ମା। ଏହାସହ ଅନୁଷ୍କା ଜଙ୍କ୍‌ଫୁଡକୁ ନା କୁହନ୍ତି। ଡିସେମ୍ବର ୧୧ରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କୁ...

ଗୁଜୁରାଟ ଭୋଟ୍: ଏକଜିଟ ପୋଲ୍ କହୁଛି ପୁଣି ଫୁଟିବ ପଦ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ଭୋଟ। ୧୮ ତାରିଖରେ ହେବ ଭୋଟ ଗଣତି। ତେବେ ଏହା ପୂର୍ବରୁ ଆସିଛି ଏକ୍‌ଜିଟ୍ ପୋଲ୍ ଫଳାଫଳ। ଗୁଜୁରାଟରେ ପୁଣି ପଦ୍ମ ଫୁଟିବ ବୋଲି...

ନବୀନ ନିବାସରେ ପ୍ରସ୍ତୁତ ହେଲା ରଣନୀତି: ସଂସଦରେ ମହାନଦୀ – ପୋଲାଭରମକୁ ଅସ୍ତ୍ର କରିବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଜାନୁୟାରୀ ୫ ଯାଏଁ ଚାଲିବ ଅଧିବେଶନ ସଂସଦରେ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବ ବିଜେଡି ମହାନଦୀ, ପୋଲାଭରମ୍ ସହ ଏମ୍‌ଏସ୍‌ପି ବୃଦ୍ଧିକୁ ଅସ୍ତ୍ର...

ରୋମରେ ବିରାଟ – ଅନୁଷ୍କା: ଭାରତ ଫେରିଲେ ଅନୁଷ୍କାଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଟାଲିର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିବା ପରେ ହନିମୁନରେ ରୋମ୍‌ ଯାଇଛନ୍ତି ବିରାଟ - ଅନୁଷ୍କା। ଆସନ୍ତା ସପ୍ତାହରେ ଉଭୟ ଭାରତ ଫେରିବେ। ଡିସେମ୍ବର ୨୧ ଓ ୨୬ ତାରିଖରେ...