ରାଜଧାନୀର ସ୍ମୃତିବନ: ପ୍ରିୟଜନଙ୍କ ସ୍ମୃତିରକ୍ଷା ସହ ପରିବେଶ ସୁରକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ସ୍ମୃତିବନ ଯାହା ପାଲଟିଛି ନିଜ ପ୍ରିୟଜନଙ୍କ ସ୍ମୃତି ରକ୍ଷା ସହ ପରିବେଶ ସୁରକ୍ଷାର ଅଭିନବ ଉଦ୍ୟମ। ପଢନ୍ତୁ ବରିଷ୍ଠ ସାମ୍ବାଦିକ ଶତ୍ରୁଜିତଙ୍କର ଅଙ୍ଗେନିଭା କଥା! ୨୦୦୨...

ମାସିକ ଋତୁଚକ୍ର ହିସାବ ରଖିବା ପାଇଁ ମୋବାଇଲ୍ ଆପ୍ କେତେ ନିର୍ଭରଯୋଗ୍ୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ମାସିକ ଋତୁସ୍ରାବ ତାରିଖ ଓ ଧାରା ହିସାବ ରଖିବା ପାଇଁ ଆପଣ ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି କି? ସାବଧାନ, ଏହା ସବୁବେଳେ ନିର୍ଭୁଲ୍ ସୂଚନା ଦେଇନପାରେ। ମହିଳାମାନଙ୍କର ମାସିକ ଋତୁଚକ୍ରରେ ନିୟମିତତା,...

ମହାନଦୀ ପ୍ରସଙ୍ଗରେ ଧୋକା ଦେଇଛି କେନ୍ଦ୍ର: ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ଟ୍ରିବ୍ୟୁନାଲକୁ ନେଇ ବିବାଦ ଘନଉଛି। କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନନେବାରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି। ଆବେଦନର ଅବଧିକୁ ପୁରିଲା ବର୍ଷେ। ହେଲେ ଗଠନ...

ଗୁରୁତର କୁନ୍ଦୁଲି ପୀଡ଼ିତା: ଏସସିବି ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସ୍‌ସିବିରେ କୁନ୍ଦୁଲି ପୀଡ଼ିତା ମେଡିସିନ୍‌ ବିଭାଗ ଆଇସିୟୁରେ ଚାଲିଛି ଚିକିତ୍ସା ଚିକିତ୍ସା କରୁଛନ୍ତି ୭ ଜଣିଆ ଡାକ୍ତରୀ ଟିମ୍‌ ଅଧିକ ଆଇରନ୍‌ ବଟିକା ଖାଇବା ଯୋଗୁ ଗୁରୁତର ପୀଡ଼ିତା ଗୁରୁତର...

‘ଉଜୁଡ଼ା କ୍ଷେତ’କୁ ଅସ୍ତ୍ର କଲା ବିଜେପି: ଆରଆଇ ଅଫିସ ଘେରିବା ପାଇଁ ନକ୍ସା ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ। ଉଜୁଡ଼ା କ୍ଷେତକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ବିରୋଧୀ ବିଜେପି ଏହାକୁ ରାଜନୀତିକ ଅସ୍ତ୍ର କରିଛି। 'ଉଜୁଡ଼ା କ୍ଷେତ'କୁ ଅସ୍ତ୍ର କରି...

୧୯ ବର୍ଷ ପରେ ବଦଳିବେ କଂଗ୍ରେସ ଅଧ୍ୟକ୍ଷ: ସୋନିଆଙ୍କ ପରେ ଗାଦିରେ ବସିବେ ରାହୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ ବର୍ଷ ପରେ ବଦଳିବାକୁ ଯାଉଛି କଂଗ୍ରେସ ଇତିହାସ। ସୋନିଆ ଗାନ୍ଧିଙ୍କ  ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଗାଦିରେ ବସିବେ। ଏଥିପାଇଁ କଂଗ୍ରେସ ଶିବିରରେ ଆରମ୍ଭ ହୋଇଯାଇଛି କସରତ। ରାହୁଲ ଗାନ୍ଧି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଲାଇଲାମା: ନବୀନଙ୍କୁ ‘ରବର୍ଟ ମୁଗାବେ’ଙ୍କ ସହ ତୁଳନା କଲେ ତୀବ୍ଦତୀୟ ଧର୍ମଗୁରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଜିମ୍ବାୱେ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ସହ ନବୀନଙ୍କୁ ତୁଳନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ବିଜେପି ଅଫିସରେ ଡ୍ରାମା: ନକଲି ବନ୍ଧୁକ ଦେଖାଇ ବସନ୍ତ ପଣ୍ଡାଙ୍କୁ ଧମକ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭୁବନେଶ୍ୱର ରାଜ୍ୟ ବିଜେପି ପାର୍ଟି ଅଫିସରେ ହାଇଡ୍ରାମା ଦେଖିବାକୁ ମିଳିଛି। ଦୁଇଜଣ ଯୁବକ ଅଚାନକ ପାର୍ଟି ଅଫିସରେ ପଶି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଛନ୍ତି।...

ଡିମ୍ଡ ବିଶ୍ୱବିଦ୍ୟାଳୟ ପାଲା:ସମସ୍ତେ ଦାୟୀ

ଭାସ୍କର ପରିଚ୍ଛା ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ଅନୁଯାୟୀ ସମଗ୍ର ଦେଶରେ ଥିବା ଡିମ୍ଡ ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷା ବର୍ଷଠାରୁ ପତ୍ର ବିନିମୟ ପାଠ୍ୟକ୍ରମ ବା ଡିଷ୍ଟାନସ୍...

ସତ କହିଥିଲେ ଶାନ୍ତନୁ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସାତ ଦିନରେ ପରେ ସତ ମାନିଲା ପତ୍ନୀ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲା ପରକୀୟା ପ୍ରୀତି ଚରିତ୍ରହୀନା ସାର୍ଟିଫିକେଟ୍ ଦେଲେ ସ୍ୱାମୀ ଓ ପ୍ରେମିକ ସ୍ତ୍ରୀ ମୁଣ୍ଡରେ କଳଙ୍କର ମିଛ ଟୀକା ପିନ୍ଧାଇ ଜଣେ...