ନରସିଂହଙ୍କ ଯୁଗ ଶେଷ! ୨୦୧୯ ନିର୍ବାଚନ ଲଢ଼ିବେନି କଂଗ୍ରେସର ବରିଷ୍ଠ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତ୍ୟକ୍ଷ ନିର୍ବାଚନରୁ ସନ୍ନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ଆଜି ଏନେଇ ସେ ସ୍ପଷ୍ଟ କରିଛନ୍ତି। ୭୯ ବର୍ଷ ହୋଇଯାଇ ଥିବାରୁ ସେ ୨୦୧୯ ନିର୍ବାଚନ ଲଢ଼ିବେନି ବୋଲି...

୨୪ ଦିନରେ ଆନ୍ଦୋଳନ: ପିଏମ୍‌ଜି ରାସ୍ତାରେ ‘କୁମାରପୂର୍ଣ୍ଣିମା’ ପାଳିଲେ ଅଙ୍ଗନୱାଡି କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ କିଛି ନା କିଛି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥାଏ। ବିଗତ ଦିନରେ ଧାରଣାରତ ଶିକ୍ଷକମାନେ ଚପଲ ପଲିସିଠାରୁ ଆରମ୍ଭ କରି ମାଣବସା ଏବଂ ଗଣେଶ ପୂଜା କରିବା...

ସାହିତ୍ୟରେ ନୋବେଲ୍‌ ପାଇବେ ‘କାଜୁଓ ଇସିଗୁରୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିସିନ୍ ଏବଂ କେମିଷ୍ଟ୍ରିରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବା ପରେ ଗୁରୁବାର ସାହିତ୍ୟରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ବ୍ରିଟେନର କାଜୁଓ ଇସିଗୁରୋ ସାହିତ୍ୟରେ ନୋବେଲ୍ ପାଇବା...

କଟକରେ ଦୁଇ ସାହି ମୁହାଁମୁହିଁ, ବୋତଲ-ଢେଲାମାଡ଼ରେ ବେହାଲ୍‌ ସିଲ୍‌ଭରସିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତି ହୋଇଯାଇଛି ସିଲ୍‌ଭରସିଟି କଟକ। ରାଜାବଗିଚା ଅଞ୍ଚଳର ଦୁଇ ସାହି ମଧ୍ୟରେ ଘଟିଛି ଗଣ୍ଡଗୋଳ। ସର୍ବାଦୟପୁର ଏବଂ ନାୟକ ସାହିର ଲୋକେ ହୋଇଛନ୍ତି ମୁହାଁମୁହିଁ। ପୂଜା ଭସାଣରୁ ଲାଗି ରହିଥିବା ଚାପା...

ଜାଭଡେକରଙ୍କ ‘ମୋଦି ଚାଉଳ’ ମନ୍ତବ୍ୟ: ବିଜେଡି କହିଲା ‘ମୋଦି’ ଘରୁ ଆଣି ଦେଉନାହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର। ଭୁବନେଶ୍ୱରରେ ପହଞ୍ଚୁ ପହଞ୍ଚୁ ଜାଭଡେକର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିଡିଏସ୍ ଚାଉଳକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ...

ପେଟରୁ ବାହାରିଲା ଦେଢ କିଲୋ ସୁନା ବିସ୍କୁଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଇଜାଗର ଏକ ହସ୍ପିଟାଲରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ପେଟରୁ ୧୪ଟି ସୁନା ବିସ୍କୁଟ ବାହାର କରାଯାଇଛି। ସୂଚନା ଅନୁସାରେ ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମରୁ ଅଧିକ ହେବ, ଯାହାର ଆନୁମାନିକ...

ସର୍ଜିକାଲ୍ ଅଠା: ୬୦ ସେକେଣ୍ଡରେ କ୍ଷତପୂରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାରୀ ଉଦ୍ଭାବନ। ବୈଜ୍ଞାନିକମାନେ ଏପରି ସର୍ଜିକାଲ ଅଠା ବିକଶିତ କରିଛନ୍ତି ଯାହା ମାତ୍ର ୬୦ ସେକେଣ୍ଡରେ ବଡ଼ ବଡ଼ କ୍ଷତ ପୂରଣ କରିବାକୁ ସମର୍ଥ ହେବ।...

ବମିଖାଲ ଓଭରବ୍ରିଜ ଟ୍ରାଜେଡି: ବ୍ଲାକ ଲିଷ୍ଟେଡ ହେବ ‘ପଣ୍ଡା ଇନ୍‌ଫ୍ରା’

ଓଡ଼ିଶାଲାଇଭ୍ ବ୍ୟୁରୋ ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ବ୍ଲାକ ଲିଷ୍ଟେଡ ହେଉ 'ପଣ୍ଡା ଇନ୍‌ଫ୍ରା' କମ୍ପାନି। ୩ ଇଞ୍ଜିନିୟରଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ। ଏମିତି କଡ଼ା ସୁପାରିଶ କରିଛନ୍ତି ରୋଡ ଆଣ୍ଡ ଡିଜାଇନ୍ ମୁଖ୍ୟଯନ୍ତ୍ରୀ।...

ଉନ୍ମୋଚନ ହେଲା ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=K57UQuSI5IA] ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତି ବୁଧବାର ଦିନ ଏଜି ଛକଠାରେ ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ନୀଳମଣି...

ମିଶନ୍‌ ବିଜେପୁର: ‘ନାରାୟଣ’ଙ୍କୁ ମନାଇଲା ବିଜେପି, ‘ପ୍ରଭାତ’ଙ୍କ ମାନଭଞ୍ଜନ କଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ବିଜେଡି ଏବଂ ବିଜେପି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ଉଭୟ ଦଳ ବଳ କଷିବା ଆରମ୍ଭ କରିଛନ୍ତି। ଏଥିପାଇଁ ଅସନ୍ତୁଷ୍ଟ...